ରାଜ୍ୟ

ଓଡିଆଙ୍କ ଭାବାବେଗ ସହ ନ ଖେଳିବା ଉଚିତ : ଧର୍ମେନ୍ଦ୍ର – Ibnodisha

[ad_1]

ଭୁବନେଶ୍ୱର : କାମିୟା ଜାନି ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ସବୁ ଓଡିଆ ଓ ସନାତନୀଙ୍କ ପାଇଁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ କଲା ଭଳି କାମ କେହି ନକରିବା ଉଚିତ । ଜାଣତରେ ଅବା ଅଜାଣତରେ ଓଡିଆଙ୍କ ଭାବାବେଗ ସହ ନ ଖେଳିଲେ ଭଲ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : କଂଗ୍ରେସ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button