ରାଜନୀତି

ଦାୟୀ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ : ଗିରିରାଜ – Ibnodisha

[ad_1]

ଭୁବନେଶ୍ୱର : ଶ୍ରୀମନ୍ଦିରକୁ ବ୍ଲଗର କାମିୟା ଜାନିଙ୍କ ପ୍ରବେଶ ବିବାଦ ଘଟଣା । କଡା ପ୍ରତିକ୍ରିୟା ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ପୁରୀ ଶ୍ରୀମନ୍ଦିିରରେ ପବିତ୍ରତା ଉଲ୍ଲଂଘନ ବହୁତ ଚିନ୍ତାର ବିଷୟ । ଭିକେ ପାଣ୍ଡିଆନଙ୍କ ଦ୍ୱାରା ଜଣେ ବିଫ୍ ପ୍ରମୋଟରଙ୍କୁ ପ୍ରବେଶ ଅନୁମତି ଧର୍ମ , ଇତିହାସ ଓ ଆଧ୍ୟାତ୍ମିକତା ପ୍ରତି ଉପେକ୍ଷା ବୋଲି କହିଲେ ଗିରିରାଜ । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ପ୍ରତି ତ୍ୱରିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ।

ଓଡିଆଙ୍କ ଭାବାବେଗ ସହ ନ ଖେଳିବା ଉଚିତ : ଧର୍ମେନ୍ଦ୍ର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button