ରାଜନୀତି

କେନ୍ଦ୍ର ପଦକ୍ଷପ ପାଇଁ କୃତଜ୍ଞ -ପିନାକୀ – Ibnodisha

[ad_1]

ବ୍ୟୁରୋ : ଅନାସ୍ଥା ପ୍ରସ୍ଥାବରେ ମତ ରଖିଲେ ବିଜେଡି ସଂସଦ ପିନାକୀ ମିଶ୍ର । କଂଗ୍ରସ ର ର୍ଦୁନୀତି କୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି ।କଂଗ୍ରେସ ପାର୍ଟି ଆଶିଥିବା ମୋସନ୍କୁ ଆମେ ସର୍ମଥନ କୋରିପାରିବୁ ନାହିଁ,ଅନାସ୍ଥା କୁ ବିରୋଧ କରିବା ମଧ୍ୟ ଅନେକ କାରଣ ରହିଛି ବୋଲି କହିଛନ୍ତି ବିଜେଡି ସଂସଦ ପିନାକୀ ମିଶ୍ର । ଅନବଶ୍ୟକ ଭାବେ ଅମେ କେନ୍ଦ୍ର ସହ କଲି କରିବାକୁ ଚାହୁନାହୁଁ | କେନ୍ଦ୍ର ସରକାର ଆମର ସବୁ ଦାବି ପୂରଣ କରି ନାହାନ୍ତି | ଏହା ପଛରେ ଅର୍ଥନେତିକ ବାଧ୍ୟ ବଧକତା ଥାଏ ପରେ | ବହୁ କ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହାୟତା କରିଛନ୍ତି | ଓଡିଶା ପାଇଁ କେନ୍ଦ୍ର ନେଇଥିବା ଅନେକ ଦକ୍ଷପ ପାଇଁ ଆମେ କୃତଜ୍ଞ | ଅନାସ୍ଥା ଦ୍ୱାରା ସମୟ ଅପଚୟ ହେବେ ,ପରିମାଣ କଣ ହେବ ଜଣା ଅଛି |ମାତ୍ର ମଣିପୁର ରେ ଯାହା ଘଟିଲା ତାହା ନିଶ୍ଚିତରେ ପରୀତାପର ବିଷୟ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button