SBIର ବଡ଼ ସ୍କିମ୍: ଆକାଉଣ୍ଟ ଥିଲେ ଡବଲ୍ ଲାଭ, କମ୍ ଡିପୋସିଟ୍ ରେ ପାଇବେ ଅଧିକ ରିଟର୍ଣ୍ଣ, ଜାଣନ୍ତୁ ପୁରା ଖବର

ତେବେ ଆସନ୍ତୁ ଏହିପରି SBI ର ଏପରି କିଛି ଯୋଜନା ବିଷୟରେ ଜାଣିବା ଯେଉଁଥିରେ ଆପଣ ବିନିଯୋଗ କରି କିଛି ବର୍ଷ ପରେ ମାଲାମାଲ ହୋଇପାରିବେ । ଗତ ବର୍ଷ କଥା ଯଦି ଦେଖାଯାଏ ତେବେ SBI ନିଜର ଫିକ୍ସ ଡିପୋଜିଟ ଗୁଡ଼ିକରେ ଭଲ ସୁଧ ହାର ପ୍ରଦାନ କରିଛି , ଯେଉଁ ସୁଧ ହାରର ମୂଲ୍ୟ ଏହି ବର୍ଷ ମଧ୍ୟ ବଢ଼ିଛି ।
ତେବେ ଆପଣ ବିଭିନ୍ନ ଫିକ୍ସ ଡିପୋଜିଟ କରି ବାର୍ଷିକ ସେଥିରୁ ଭଲ ସୁଧ ହାର ପାଇ ପାରିବେ ଯାହା ଆପଣ ପୂର୍ବରୁ ପାଇ ନଥିବେ । ତେବେ ଆସନ୍ତୁ ଜାଣିବା ବିଭିନ୍ନ ବର୍ଷର ଫିକ୍ସ୍ ଡିପୋଜିଟ ପାଇଁ କଣ ରହିଛି ସୁଧ ହାର ……
ଆପଣ ଯଦି SBI ରେ ଏକ ବର୍ଷ ପାଇଁ ଫିକ୍ସ୍ ଡିପୋଜିଟରେ ବିନିଯୋଗ କରୁଛନ୍ତି ତେବେ ଆପଣଙ୍କୁ ୬.୮ ହାରରେ ସୁଧ ଦିଆଯିବ । ଏହା ସହିତ ଯଦି ଆପଣ ଦୁଇ ବର୍ଷ ଅବଧି ପାଇଁ SBI ରେ ଫିକ୍ସ୍ ଡିପୋଜିଟରେ ବିନିଯୋଗ କରୁଛନ୍ତି ତେବେ ଆପଣଙ୍କୁ ୭ ପ୍ରତିଶତ ସୁଧ ହାରର ଲାଭ ଦିଆଯିବ । ତେବେ ୫ ବର୍ଷର ବିନିଯୋଗ ପାଇଁ ୬.୭୫ ପ୍ରତିଶତ ସୁଧ ହାରରେ ଲାଭ ଆପଣ ପାଇ ପାରିବେ ।
ଯଦି ଆପଣ SBI ରେ ୭ ବର୍ଷ ପାଇଁ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୬.୫୦ ପ୍ରତିଶତ ସୁଧ ହାର ଦିଆଯିବ । ତେବେ ଆପଣ ଯଦି ୫ ବର୍ଷ ରୁ ଅଧିକ ବର୍ଷ ପାଇଁ ବିନିଯୋଗ କରୁଛନ୍ତି ସେହି ହିସାବରେ ଆପଣଙ୍କ ସୁଧ ହାର ବଢାଇ ଦିଆଯିବ ।
ତେବେ ବ୍ୟାଙ୍କ ତରଫରୁଅଧିକ ସୁଧ ଦିଆଯିବା ଗ୍ରାହକ ମାନଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ ବ୍ୟାଙ୍କ ରେ ବିନିଯୋଗ କରିବା ପାଇଁ । ତେବେ ଆଉ ଡେରି ନ କରି ତୁରନ୍ତ SBI ରେ ଫିକ୍ସ ଡିପୋଜିଟ କରନ୍ତୁ ଏବଂ ନିଜ ସ୍ବପ୍ନକୁ ପୁରା କରନ୍ତୁ ।