IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରାତ୍ରିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଏହି ଜିନିଷ ରଖନ୍ତୁ ନାହିଁ, ଜୀବନ ପ୍ରତି ଘୋର ସଙ୍କଟ ! Vastu tips

ବନ୍ଧୁଗଣ ରାତିରେ ଶୋଇବା ସମୟରେ ଆମକୁ କିଛି ନିୟମର ପାଳନ ଅବଶ୍ୟ କରିବାକୁ ପଡିବ । ଯେପରି ଏପରି କିଛି ବସ୍ତୁ ରହିଛି । ଯାହାକୁ ଆମେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ତେବେ କଣ ସେହି ସବୁ ଜିନିଷ ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା । 1- ଶୋଇବା ସମୟରେ ମୁଣ୍ଡ ପାଖରେ ଜୋତା, ଚପଲ ରଖିକି ଶୋଇବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ମୁଣ୍ଡ ପାଖରେ ଚପଲ ରଖିକି ଶୋଇଥାଏ ।

ସେହି ବ୍ୟକ୍ତିର ମସ୍ତିଷ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ବ୍ୟକ୍ତି ନିଜ କାମରେ ଏକାଗ୍ରତା ଆଣିପାରିନଥାଏ । ଯାହା ଦ୍ଵାରା ବ୍ୟକ୍ତି ନିଜ କାର୍ଯ୍ୟରେ ଅସଫଳ ହୋଇଥାଏ । ତେଣୁ ଶୋଇବା ସମୟରେ ମୁଣ୍ଡ ଆଖପାଖରେ ଚପଲ ରଖିକି ଶୁଅନ୍ତୁ ନାହିଁ ।

2- ଖଟ ତଳେ ତେଲ ରଖିକି ଶୁଅନ୍ତୁ ନାହିଁ । ଯେଉଁ ଖଟର ଯେଉଁ ଦିଗରେ ଆପଣଙ୍କ ମୁଣ୍ଡ ରହୁଥାଏ । ସେହି ଦିଗରେ ଭୁଲରେ ବି ଖଟ ତଳେ ତେଲ ରଖିବେ ନାହିଁ । କାରଣ ଅନେକ ଲୋକ ଶୋଇବା ଖଟ ତଳେ କୌଣସି ମଧ୍ୟ ତେଲ ରଖିଦେଇଥାନ୍ତି । ଏହି ଭୁଲ ଦ୍ଵାରା ସେହି ବ୍ୟକ୍ତିର ଜୀବନ ବହୁତ ଜଟିଳ ହୋଇଯାଇଥାଏ ।

3- ଶୋଉଥିବା ଆଖପାଖ ସ୍ଥାନରେ ବା ଖଟ ତଳେ ଦଉଡିକୁ ରଖି ଶୁଅନ୍ତୁ ନାହିଁ । ନଚେତ ତାହାର ଖରାପ ପ୍ରଭାବ ବ୍ୟକ୍ତି ଉପରେ ପଡିଲେ ତାଙ୍କ ଜୀବନରେ ଅନେକ ପ୍ରକାର କଷ୍ଟ ସମସ୍ଯା ଆସିଥାଏ । 4- ଅନେକ ଲୋକ ଖଟ ଉପରେ ବସି ଖାଇବାର ଅଭ୍ଯାସ ରହିଥାଏ । ସେଥିପାଇଁ ବହୁ ଲୋକଙ୍କର ଖଟ ଉପରେ ଲୁଣ ଡବା ରହିଥାଏ । ହେଲେ ବାସ୍ତୁ ଅନୁଯାଇ ଶୋଇବା ସମୟରେ ମୁଣ୍ଡ ପାଖରେ ଲୁଣ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

5- ଯେଉଁ ବ୍ୟକ୍ତି ନିଜ ମୁଣ୍ଡ ପାଖରେ ଝାଡୁ ରଖିକି ଶୋଇଥାଏ । ସେହି ବ୍ୟକ୍ତିର ଭାଗ୍ୟ କେବେବି ଉଦୟ ହୋଇନଥାଏ । ସେହି ବ୍ୟକ୍ତି ନିଜ ଜୀବନରେ ବହୁତ ବିଳମ୍ବରେ ସଫଳତା ପାଇଥାଏ ।

6- ଯେଉଁ ଦିଗକୁ ମୁଣ୍ଡ କରି ଆପଣ ଶୋଉଥିବେ । ସେହି ଦିଗରେ କପଡା ରଖନ୍ତୁ ନାହିଁ କି ଶୁଖାନ୍ତୁ ନାହିଁ । ବିଶେଷ କରି ଓଦା ବସ୍ତ୍ରକୁ ମୁଣ୍ଡ ପାଖରେ ଶୁଖାନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button