ରାତିରେ ତକିଆ ତଳେ କାହାକୁ କିଛି ନକହି ରଖିଦିଅନ୍ତୁ ଏହି 5 ଟଙ୍କାର କଇନ ! ତାପରେ ଯାହା ହେବ ଆଶ୍ଚର୍ଯ୍ୟ ହୋଇଯିବେ
ତକିଆ ତଳେ କଇନ ରଖି ଶୋଇବାର ଫାଇଦା ! ଯେଉଁ ବ୍ୟକ୍ତି ପାଖରେ ଭଲ ସ୍ଵାସ୍ଥ ସହିତ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ । ତେବେ ସେହି ବ୍ୟକ୍ତି ନିଜ ଜୀବନକୁ ଭଲ ଭାବେ ଏଞ୍ଜୟ କରିପାରିଥାଏ । କାରଣ ଯଦି ଜଣେ ବ୍ୟକ୍ତି ପାଖରେ ଅଧିକ ଟଙ୍କା ମଧ୍ୟ ଥାଏ । ହେଲେ ସେ କୌଣସି ରୋଗ, ବେମାରୀରେ ପୀଡିତ ଥାଏ । ତେବେ ସେହି ବ୍ୟକ୍ତି ଜଣଙ୍କ ନିଜ ଧନର ଭଲ ଭାବେ ବ୍ୟବହାର କରିପାରିନଥାଏ । କାରଣ ସୁସ୍ଥ ନଥିବା ବ୍ୟକ୍ତି ସବୁବେଳେ ତା’ ର ଧ୍ୟାନ ତା’ ର ଶରୀର ଉପରେ ହିଁ ରହିଥାଏ ।
ଏଥିସହ ସେହି ଦେହ ଖରାପରେ ହିଁ ବହୁତ ଟଙ୍କା ଖର୍ଚ ହୋଇଯାଇଥାଏ । ତେଣୁ ବ୍ୟକ୍ତିକୁ ଭଲରେ ଆଉ ସୁଖ ଶାନ୍ତିରେ ରହିବାକୁ ହେଲେ । ସୁସ୍ଥ ଶରୀର ସହ ଆର୍ଥିକ ଅବସ୍ଥା ମଧ୍ୟ ଭଲ ରଖିବାକୁ ପଡିବ । ଯଦି ପରିବାରରେ ସବୁବେଳେ କାହାର ସ୍ଵାସ୍ଥ ଅବସ୍ଥା ଭଲ ରହୁନଥାଏ । ତେଣୁ ଏଥିପାଇଁ ଆପଣଙ୍କୁ ଏକ ଉପାୟଙ୍କୁ ଏକ ଉପାୟ ମଧ୍ୟ କରିବାକୁ ପଡିବ ।
ତେବେ ଏହି ଉପାୟ ପାଇଁ ଆପଣଙ୍କୁ ଗୋଟିଏ 5 ଟଙ୍କାର କଇନ ନେବାର ଅଛି । ସେହି 5 ଟଙ୍କିଆ କଇନକୁ ନେଇ ବହୁ ସମୟରେ ବେମାରରେ ରହୁଥିବା ଲୋକ ଚାରିପଟେ ବୁଲାଇଦେବାର ଅଛି । ହେଲେ ଏହି ଉପାୟ କରିବା ସମୟରେ କାହା ସହ କଥା ନହୋଇ ଚୁପଚାପ କରିବାକୁ ପଡିବ । ତାପରେ ସେହି କଇନକୁ ନେଇ ସେହି ବ୍ୟକ୍ତି ଶୋଉଥିବା ତକିଆ ତଳେ ନେଇ ରଖି ଦିଅନ୍ତୁ ।
ରାତିରେ ଶୋଇବା ପରେ ଯେତେବେଳେ ସକାଳେ ଉଠିବେ । ସେହି 5 ଟଙ୍କିଆ କଇନକୁ କୌଣସି ଶ୍ମଶାନ ଘାଟରେ ପୋତିଦେଇ ଚାଲି ଆସିବେ । ଯଦି ତାହା ଭିତରକୁ ଯିବା ପାଇଁ ଚାହୁଁନଥିବ । ତେବେ ତାହା ବାହାରୁ ଥାଇ ମଧ୍ୟ ଫୋପାଡି ପାରିବେ । ତାପରେ ଘରୁକୁ ଆସି ସେହି ବେମାର ରହୁଥିବା ବ୍ୟକ୍ତିଙ୍କ ତକିଆ ତଳେ ଗୋଟିଏ ଅଳେଇଚ ରଖି ସକାଳୁ ତାହାକୁ ଫୋପାଡି ଦିଅନ୍ତୁ ।
ରାତିରେ ପୁଣି ସେହି ବ୍ୟକ୍ତିର ତକିଆ ତଳେ ଏକ ଅଳେଇଚ ରଖି ସକାଳୁ ତାହାକୁ ଫୋପାଡିବାର ଉପାୟ ଆପଣଙ୍କୁ 7 ଦିନ ପର୍ଯ୍ୟନ୍ତ କରିବାକୁ ପଡିବ । ତାପରେ ଧୀରେ ଧୀରେ କରି ସେହି ବ୍ୟକ୍ତି ର ଦେହ ଭଲ ହେବାକୁ ଲାଗିବ । ତାପରେ ଘରକୁ ମଧ୍ୟ ଧୀରେ ଧୀରେ ଟଙ୍କା ଆସିବାର ମାର୍ଗ ଖୋଲିଯିବ । ତାପରେ ଘର ମଧ୍ୟରେ ଲାଗି ରହୁଥିବା ଅନେକ ସମସ୍ଯା ମଧ୍ୟ ଗୋଟି ଗୋଟି କରି ଦୂର ହୋଇଯିବ ।ଯାହା ଫଳରେ ଆପଣଙ୍କ ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ ।