IBN ଓଡ଼ିଶା ବ୍ୟୁରୋ

ସକାଳୁ ଉଠୁ ଉଠୁ ଏହି 3 ଟି ଜିନିଷ ଦର୍ଶନ କରନ୍ତୁ…ଯାହା ଭାବିବେ ସବୁ ଇଛା ପୂରଣ ହୋଇବ

ବନ୍ଧୁଗଣ ଭଗବାନ କୃଷ୍ଣଙ୍କର ଗୀତା ମାଧ୍ୟମରେ ଅନେକ କିଛି ଜନକଲ୍ୟାଣ ନିମନ୍ତେ ଉପଦେଶ ରହିଅଛି । ଭଗବତ ଗୀତା ସମଗ୍ର ଜଗତର ସର୍ବଶ୍ରେଷ୍ଠ ଗ୍ରନ୍ଥ ଅଟେ । ଏହା ବେଦ ଓ ପୁରାଣ ଠାରୁ ମଧ୍ୟ ବହୁତ ମହାନ ଅଟେ । ତେବେ ଭଗବାନ ଶ୍ରୀକୃଷ୍ଣ ଏଭଳି କିଛି ମଧ୍ୟ ନିଜର ଗୀତା ମାଧ୍ୟମରେ କହିଛନ୍ତି । ଯେ ପ୍ରତ୍ଯେକ ଦିନ ସକାଳୁ ଉଠିବା ମାତ୍ରେ ବ୍ୟକ୍ତିକୁ ଏହି ଜିନିଷ ଦେଖିବା ଉଚିତ ।

ଯାହା ଦ୍ଵାରା ବ୍ୟକ୍ତିର ସମସ୍ତ ଇଛା ତଥା ମନୋସ୍କାମନା ପୂରଣ ହୋଇପାରିବ । ତେଣୁ ସକାଳୁ ଏହି 3 ଟି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିକି ହିଁ ନିଜର ଦିନର ଶୁଭାରମ୍ଭ କରନ୍ତୁ । ଏହା କରିବା ଦ୍ଵାରା ଘରର ସୁଖ, ସମୃଦ୍ଧି ଓ ବୈଭବ ବଢିବାରେ ଲାଗିଥାଏ । ଘରେ ସର୍ବଦା ଶାନ୍ତିର ମାହୋଲ ନଜର ଆସିଥାଏ ।

1- ସକାଳୁ ଉଠିବା ମାତ୍ରେ କୌଣସି ଦୁର୍ଜନ ତଥା ଦୁଷ୍ଟ ବ୍ୟକ୍ତିର ମୁହଁକୁ ଦେଖିବା ଉଚିତ ନୁହେଁ । କୌଣସି ଖରାପ ଓ ଚରିତ୍ରହୀନ ଲୋକର ମୁହଁ ଚାହିଁବା ଉଚିତ ନୁହେଁ । କାରଣ ଏହି ସବୁ ଲୋକଙ୍କୁ ଦେଖିବା ଦ୍ଵାରା ମନରେ ନକରାତ୍ମକ ଊର୍ଜା ବଢିଥାଏ । ଯାହା ଆପଣଙ୍କ ପୁରା ଦିନକୁ ଖରାପ କରି ରଖିଦେଇଥାଏ ।

2- ସକାଳୁ ସକାଳୁ ଉଠୁ ବ୍ୟକ୍ତିକୁ ନିଜ ମୁହଁରୁ କୌଣସି ଅପଶବ୍ଦ କି କୌଣସି ଅଶୁଭ କଥା ବାହାର କରିବା ଉଚିତ ନୁହେଁ । ତେଣୁ ସକାଳୁ ଭଲ କଥା ଦ୍ଵାରା ହିଁ ନିଜର ଦିନର ଆରମ୍ଭ କରନ୍ତୁ । ପୁରା ଦିନଟି ଆପଣଙ୍କର ଭଲ ଜୀବ । 3- ସକାଳୁ ଉଠିବା ମାତ୍ରେ ଆଇନାରେ ନିଜ ମୁହଁକୁ ଦେଖିବା ଉଚିତ ନୁହେଁ । କାରଣ ବାସ୍ତୁଶାସ୍ତ୍ର ଅନୁଯାଇ ଯଦି ବ୍ୟକ୍ତି ସର୍ବ ପ୍ରଥମେ ସକାଳୁ ଉଠି ନିଜର ମୁହଁକୁ ଆଇନାରେ ଦେଖିଥାଏ ।

ତେବେ ସେହି ବ୍ୟକ୍ତିର ଜୀବନରେ ଅନେକ ପ୍ରକାର ସାମ୍ନା ଆସିଥାଏ । ଘରେ କଳିଝଗଡା ଲାଗି ରହିବା । ଘରେ ଧନର ଅଭାବ ଦେଖାଯିବା । ପରିବାର ସଦସ୍ୟଙ୍କ ସ୍ଵାସ୍ଥ ଖରାପ ରହିବା । ଏଭଳି ଅନେକ କିଛି ସମସ୍ଯାର ସାମ୍ନା ସେହି ବ୍ୟକ୍ତିକୁ କରିବାକୁ ପଡିଥାଏ । ତେଣୁ ସକାଳୁ ଉଠି ସଙ୍ଗେ ସଙ୍ଗେ ଆଇନାରେ ନିଜର ମୁହଁକୁ ଧୋଇବା ଉଚିତ ନୁହେଁ ।

4- ସକାଳୁ ଉଠୁ ଉଠୁ ନିଜର ଛାଇକୁ ଦେଖିବା ଅନୁଚିତ । ନଚେତ ସେହି ବ୍ୟକ୍ତି ମନରେ ଅନେକ ଦ୍ଵନ୍ଦ ସୃଷ୍ଟି ହେବା ସହ ବ୍ୟକ୍ତି ନିଜ ଭାଗ୍ୟକୁ ଦୁଃଖର ଆମନ୍ତ୍ରଣ କରିଥାଏ । 5- ମନୁଷ୍ୟ ସକାଳୁ ନିଜର ହାତର ପାପୁଲିକୁ ଦର୍ଶନ କରିବା ଉଚିତ । ବୟସ୍କ ତଥା ଗୁରୁଜନ ମାନଙ୍କୁ ପ୍ରଣାମ କରିବା ଉଚିତ । ସକାଳୁ ଉଠି ସବୁଜ କ୍ଷେତ କିମ୍ବା ଫସଲ ଦେଖିବାକୁ ପାଆନ୍ତି । ତେବେ ସକାଳୁ ଏହି 3 ଟି ଜିନିଷର ଦର୍ଶନ ସେହି ବ୍ୟକ୍ତିର ଭାଗ୍ୟକୁ ଚମକାଇ ଦେଇଥାଏ । ବ୍ୟକ୍ତିର ସୌଭାଗ୍ୟକୁ ଆମନ୍ତ୍ରିତ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button