IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନ ମହାଦେବଙ୍କ ଏହି ମନ୍ତ୍ର ହେଉଛି ସବୁଠାରୁ ପ୍ରିୟ ମନ୍ତ୍ର ! ଏହାର ଜପ ଦ୍ଵାରା କୌଣସି ବିପଦ ବ୍ୟକ୍ତିର ପାଖ ମାଡି ପାରିବନାହିଁ

ଭଗବାନ ଶିବଙ୍କୁ ଯିଏ ନିଷ୍ଠା ସହକାରେ ପ୍ରାଥନା କରିଥାଏ । ତାଙ୍କ ମାନଙ୍କର ଗୁହାରୀ ପ୍ରଭୁ ବହୁତ ଜଲ୍ଦି ହିଁ ଶୁଣିଥାନ୍ତି । ସେହିପରି ପ୍ରଭୁ ଭୋଳାନାଥଙ୍କର ପୂଜା ସମୟରେ ଅନେକ ପ୍ରକାର ମନ୍ତ୍ରର ମଧ୍ୟ ଜପ କରାଯାଇଥାଏ । ତେବେ ସେହି ସବୁ ମନ୍ତ୍ର ଗୁଡିକ ମଧ୍ୟରୁ ଗୋଟିଏ ମନ୍ତ୍ର ଭଗବାନ ଭୋଳାଶଙ୍କରର ବହୁତ ହିଁ ପ୍ରିୟ ମନ୍ତ୍ର ଅଟେ । ଯେଉଁ ମନ୍ତ୍ରକୁ ଜପ କରିବା ଦ୍ଵାରା ପ୍ରଭୁ ଭୋଳାଶଙ୍କର ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଥାନ୍ତି । ତେବେ ସେହି ବିଶେଷ ଏକ ମନ୍ତ୍ରଟି ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର ।

ପ୍ରଭୁ ଶିବଙ୍କର ଏହା ବହୁତ ହିଁ ପ୍ରିୟ ମନ୍ତ୍ର ଅଟେ । ତେବେ ସେହି ମହାମୃତ୍ୟୁଞ୍ଜୟ ମନ୍ତ୍ରଟି ହେଉଛି ଓମ୍ ତ୍ରୟବକଂ ଯଯାମହେ ସୁଗନ୍ଧିଂ ପୁଷ୍ଟି ବର୍ଦ୍ଧଙ୍ଗ ଉର୍ବାରୁକମିବ ବଦ୍ଧନାତ୍ ମୃତ୍ଯୋର୍ମୁକ୍ଷୀୟ ମାମୃତାତ୍ । ତେବେ ଶାସ୍ତ୍ରରେ ବିଭିନ୍ନ କାର୍ଯ୍ୟର ସିଦ୍ଧି ପାଇଁ ଭିନ୍ନ ଭିନ୍ନ ମନ୍ତ୍ରର ଜପ ବ୍ୟବସ୍ଥା ରହିଛି ।

ଯଦି କୌଣସି ବ୍ୟକ୍ତି କୌଣସି କଥା ପାଇଁ ଅଧିକ ଭୟଭୀତ ହୋଇଯାଉଥାଏ ବା ବିଚଳିତ ହେଉଥାଏ ।ତେବେ ସେହି ବ୍ୟକ୍ତିକୁ ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଆବଶ୍ୟକ । ଏହି ମନ୍ତ୍ରକୁ ବ୍ୟକ୍ତି 1100 ଥର ଜପ କରିବା ପାଇଁ ପଡିବ । ଯାହା ଦ୍ଵାରା ସେହି ବ୍ୟକ୍ତିର ମନ ମଧ୍ୟରେ ଥିବା ସମସ୍ତ ଡର, ଭୟକୁ ପ୍ରଭୁ ଭୋଳାଶଙ୍କର ଦୂର କରିବେ ।

ଯେଉଁ ବ୍ୟକ୍ତି କୌଣସି ରୋଗ, ବେମାରୀରେ ବାରମ୍ବାର ପୀଡିତ ହେଉଥାଏ । ସ୍ଵାସ୍ଥବସ୍ତା ବ୍ୟକ୍ତିର ବହୁ ସମୟରେ ଖରାପ ରହୁଥାଏ । ତେବେ ସେହି ବ୍ୟକ୍ତିକୁ ଆରୋଗ୍ୟ ପାଇଁ 11,000 ଥର ମହାମୃତ୍ୟୁଞ୍ଜୟ ଜପ କରିବା ପାଇଁ ପଡିବ । ଏଥିସହ ନିଷ୍ଠାର ସହ ପ୍ରଭୁ ଭୋଳାନାଥଙ୍କୁ ହୃଦୟରୁ ଭକ୍ତି ଭାବରେ ପୂଜା ତଥା ଆରାଧନା ମଧ୍ୟ କରିବାକୁ ପଡିବ ।

ଯେଉଁ ବ୍ୟକ୍ତି ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ରହିଥାଏ, ବ୍ୟବସାୟ ତଥା ଚାକିରୀରେ ଲାଭବାନ ହେବାକୁ ଇଛା ରଖିଥାଏ । ତେବେ ସେହି ବ୍ୟକ୍ତିକୁ ଏକ ଲକ୍ଷ ପଚିଶ ହଜାର ଥର ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଧ୍ୟାନର ସହ ଜପ କରିବା ପାଇଁ ପଡିଥାଏ । ତେବେ ଏହା କରିବା ଦ୍ଵାରା କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହେବାର ମଧ୍ୟ ସମ୍ଭବା ରହିନଥାଏ । ବ୍ୟକ୍ତି ଉପରେ ଭଗବାନ  ମହାଦେବଙ୍କ କୃପା ସବୁବେଳେ ରହିଥାଏ ।

ତେବେ ଏହି ମନ୍ତ୍ରଜପ କରିବାର ଉପାୟ ଅନୁଷ୍ଠାନ କରି ପଣ୍ଡିତ ମାନଙ୍କ ଦ୍ଵାରା କରାଯାଇଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ହର ହର ମହାଦେବ ଲେଖି ଜଣାଇବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button