IBN ଓଡ଼ିଶା ବ୍ୟୁରୋ

ଏହି 3 ଟି ରାଶିର ନାରୀ ବିବାହ ପରେ ସ୍ଵାମୀଙ୍କୁ ଦେଇଥାନ୍ତି ଧୋକା ! ଆପଣ ଜାଣିଛନ୍ତି କି କେଉଁ ରାଶି ?

ଏହି 3 ରାଶିର ଝିଅ ତାଙ୍କ ସ୍ଵାମୀ ଦିଅନ୍ତି ଧୋକା ! ବନ୍ଧୁଗଣ ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ଏକ ପବିତ୍ର ସାମାଜିକ ବନ୍ଧନ ଗଢି ଉଠିଥାଏ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୃଷ୍ଟି ହୋଇଥାଏ । ଏଥିସହ ସବୁ ସ୍ତ୍ରୀ ମାନଙ୍କ ପାଇଁ ତାଙ୍କ ସ୍ଵାମୀ ହେଉଛନ୍ତି ଦେବତା ସମାନ । ସେଥିପାଇଁ ତ ସ୍ତ୍ରୀ ମାନେ ନିଜ ସ୍ଵାମୀକୁ ନିଜ ଇହକାଳ ଓ ପରକାଳର ଦେବତା ବୋଲି ମାନିଥାନ୍ତି । ହେଲେ ସେଥିମଧ୍ୟରୁ ଅନେକ ସ୍ତ୍ରୀ ଲୋକ ଅଛନ୍ତି । ଯେଉଁ ମାନେ ବିବାହ ପାଏ ଅଧିକାଂଶ ସମୟରେ ନିଜ ସ୍ଵାମୀକୁ ଧୋକା ଦେଇଥାନ୍ତି । ତେବେ କେଉଁ ରାଶିର ଝିଅ ମାନେ ନିଜ ସ୍ଵାମୀଙ୍କ ସହ ପ୍ରତାରଣା ଅନେକ ସମୟରେ କରନ୍ତି ଚାଲନ୍ତୁ ଜାଣିବା ।।

ବୃଷ ରାଶି;- ବୃଷ ରାଶିର ଝିଅ ମାନେ ନିଜ ସ୍ଵାମୀଙ୍କୁ ଅଧିକ ସମୟରେ ଧୋକା ଦେଇଥାନ୍ତି । କାରଣ ଏହି ସ୍ତ୍ରୀ ଲୋକମାନେ କାହା ଅଧୀନରେ ଅନ୍ୟର କଥା ମାନି ଏତେ ଟା ଚଳିବାକୁ ପସନ୍ଦ କରିନଥାନ୍ତି । ଯେଉଁ କାରଣରୁ ଛୋଟ ଛୋଟ କଥା ପାଇଁ ତାଙ୍କ ସ୍ଵାମୀ ସହ ତାଙ୍କର ବହୁ ସମୟରେ କଳିଝଗଡା ଲାଗି ରହିଥାଏ । ତେଣୁ ଏହି ଝିଅ ମାନେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇଯିବାର ସମ୍ଭାବନା ଅଧିକ ଥାଏ ।

ସିଂହ ରାଶି;- ଏହି ରାଶିର ଝିଅ ମାନେ ବହୁତ ରାଗୀ ସ୍ଵଭାବର ହୋଇଥାନ୍ତି । ଯେଉଁ କାରଣରୁ ଏମାନେ ଟିକେ ଟିକେ କଥାରେ ରାଗି ଯାଇଥାନ୍ତି । ଏମାନେ କଥା କଥାରେ ମଧ୍ୟ ଅନ୍ୟ ସହ ଝଗଡା ଲଗାଇ ଦେଇଥାନ୍ତି । ଯାହା ଦ୍ଵାରା ସେମାନେ ବହୁ ସମୟରେ ଅନ୍ୟ କାହାର ନିଜର ହୋଇ ରହିପାରିନଥାନ୍ତି ।

ଏହି ଝିଅ ମାନେ ନିଜ ସ୍ଵାମୀଙ୍କୁ ଅଧିକ ଭଲ ପାଇବା ଦେଇପାରିନଥାନ୍ତି । ଏହି ଝିଅ ମାନେ ନିଜ ସ୍ଵାମୀ ଉପରେ ହୁକୁମ ଚଳାଇବାକୁ ବହୁତ ପସନ୍ଦ କରିଥାନ୍ତି । ଯାହା ଦ୍ଵାରା ଏହି ଝିଅ ମାନଙ୍କର ତାଙ୍କ ସ୍ଵାମୀ ସହ ଝଗଡା ହେବା ସହ ଅନେକ କ୍ଷେତ୍ରରେ ଏମାନେ ପରସ୍ପର ଠାରୁ ଦୂରେଇ ମଧ୍ୟ ଯାଇଥାନ୍ତି ।

ବିଛା ରାଶି;- ଏହି ରାଶିର ଝିଅ ମାନେ ନିଜ ଜିଦରେ ସବୁବେଳେ ଅଟଳ ରହିଥାନ୍ତି । ତେଣୁ ଏମାନଙ୍କ ମଧ୍ୟରେ ଜିଦିଆ ସ୍ଵଭାବ ବହୁତ ଅଧିକ ରହିଥାଏ । ଏହି ରାଶିର ଝିଅ ମାନେ ଅନ୍ୟକୁ ସାହାଜ୍ଯ କରିବାକୁ ଅଧିକ ପସନ୍ଦ କରିନଥାନ୍ତି । ଯାହା ଦ୍ଵାରା ଏହି ଝିଅ ମାନେ ଅଧିକ ଲୋକଙ୍କର ପ୍ରିୟ ହୋଇପାରିନଥାନ୍ତି । ସେହିପରି ନିଜର ଏହି ଜିଦିଆ ମନୋଭାବ ଯୋଗୁ ସ୍ଵାମୀଙ୍କର ଭଲ ପାଇବା ଏମାନେ ଏତେ ମାତ୍ରାରେ ପାଇପାରିନଥାନ୍ତି । ଯାହା ଦ୍ଵାରା ଏମାନେ ନିଜ ସ୍ଵାମୀଙ୍କ ସହ ବହୁ ଦିନ ଧରି ଘର ସଂସାର କରିବାରେ ଅକ୍ଷମ ହୋଇଥାନ୍ତି । ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button