IBN ଓଡ଼ିଶା ବ୍ୟୁରୋ

ଯାହାଙ୍କ ମନର କଥା ଜାଣିବାକୁ ଚାହାନ୍ତି… ତାଙ୍କ କଥା ଭାବି ତାଙ୍କ ପାଇଁ ଏକ ନମ୍ବର ବାଛନ୍ତୁ

ବନ୍ଧୁଗଣ ସମସ୍ତଙ୍କ ମନର କଥା ଅତି ସହଜରେ ଜାଣିନେବା ଏହା ସବୁବେଳେ ସମ୍ଭବ ହୋଇନଥାଏ । ହେଲେ ଆପଣ ଯଦି ଟାରୋଟ କାର୍ଡ ମାଧ୍ୟମ ଦ୍ଵାରା କାହାର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ 1, 2 ଓ 3 ନମ୍ବର ମଧ୍ୟରୁ କୌଣସି ଏକ ହାର୍ଟକୁ ବାଛନ୍ତୁ । ଯେଉଁ ହାର୍ଟର ନମ୍ବର ଅନୁସାରେ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଥାନ୍ତି । ଆପଣ ତାହା ଏହା ମଧ୍ୟମରେ ନିହାତି ଭାବେ ଜାଣିପାରିବେ । ତେବେ ଆପଣ ଏହି 3 ଟି ହାର୍ଟ ମଧ୍ୟରୁ କୌଣସି ଏକ ହାର୍ଟକୁ କାହାର ମନର କଥା ଜାଣିବା ପାଇଁ ବାଛନ୍ତୁ ।

1- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ଜଣେ ବହୁତ ପରିଶମୀ ବ୍ୟକ୍ତି ବୋଲି ମାନନ୍ତି । ଆପଣ ନିଜର ସବୁ କାମକୁ ନିଜ ହିସାବରେ କରିବାକୁ ପସନ୍ଦ କରନ୍ତି । ତେବେ ଏହି ପର୍ଶନ ଜଣଙ୍କ ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ହେଲେ ବେଳେବେଳେ ଆପଣଙ୍କର କିଛି କଥା ତାଙ୍କୁ ଭଲ ଲାଗିନଥାଏ । ତେଣୁ ସେ ଆପଣଙ୍କୁ ବେଳେବେଳେ ସାମାନ୍ୟ ସ୍ଵାର୍ଥୀ ଧରଣର ବ୍ୟକ୍ତି ବୋଲି ଭାବି ନିଅନ୍ତି । ହେଲେ ତଥାପି ସେ ଆପଣଙ୍କୁ ପସନ୍ଦ କରୁଥିବାରୁ ଆପଣଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ ଭାବରେ ସେ ଦେଖନ୍ତି ।

2- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ତାଙ୍କର ସୋଲମେଟ ବୋଲି ଭାବନ୍ତି । ଆପଣଙ୍କ ଠାରେ ସେ ବହୁତ ସକାରାତ୍ମକ ଭାଇବର ଅନୁଭବ କରିଥାନ୍ତି । ସେ ଯେତେବେଳେ ମଧ୍ୟ ଯେମିତିକା ପରିସ୍ଥିତିରେ ଥାନ୍ତୁ । ହେଲେ ଆପଣଙ୍କୁ ଦେଖିଦେବା ମାତ୍ରେ କି ଆପଣଙ୍କ ସହ କଥା ହେବା ପରେ ତାଙ୍କୁ ବହୁତ ରିଲାକ୍ଷ ଫିଲ୍ କରିଥାନ୍ତି । ଯଦି ଏଠାରେ ଆମେ କହିବାକୁ ଯିବା । ତେବେ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର ଜଣେ ବହୁତ ଭଲ ବନ୍ଧୁ ବା ଆପଣଙ୍କର ଲାଇଫ ପାର୍ଟନର ହେଇପାରନ୍ତି । ହେଲେ ଆପଣଙ୍କ ସହ ସେ ନିଜର କଥା ଶେୟାର କରିକି ବହୁତ ଖୁସି ଅନୁଭବ କରିଥାନ୍ତି ।

3- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ତାଙ୍କର ପୁରା ଦୁନିଆ ବୋଲି ମାନନ୍ତି । ଆପଣଙ୍କର ଏହି ବ୍ୟକ୍ତି ଜଣଙ୍କ ଲଭ ପାର୍ଟନର ହେଇପାରନ୍ତି । ବା ଆପଣଙ୍କ ସହ ତାଙ୍କର ମ୍ୟାରେଜ ହୋଇଯାଇଥାଇପରେ । ତେବେ ଏହି ବ୍ୟକ୍ତି ଜଣଙ୍କ ସହ ଆପଣନ୍କାଏ ଯେଉଁ ସମ୍ପର୍କ ଥାଉ ନା  କାହିଁକି ? ହେଲେ ଏହି ବ୍ୟକ୍ତି ଜଣଙ୍କ ଆପଣକ ଠାରେ ନିଜର ସବୁ ଦେଖନ୍ତି । ଆପଣଙ୍କୁ ନେଇ ଏକ ସୁନ୍ଦର ଜୀବନ ଗଢିବାର ଆଶା ମଧ୍ୟ ରଖିଛନ୍ତି । ଯଦି କେବେବି ଉଭୟଙ୍କର ମନୋମାଳିନ୍ୟ ବି ହୋଇଯାଏ । ହେଲେ ସେ କେବେବି ଆପଣଙ୍କର ସାଥ ଛାଡିକି ଯିବେ ନାହିଁ । କାରଣ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button