ରାଜନୀତି

ନବୀନଙ୍କ ଦୁଇଟି ଆସନରୁ ଲଢିବା ପଛର ରହସ୍ୟ କହିଲେ ସମୀର – Ibnodisha

[ad_1]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢିବା ପ୍ରସଙ୍ଗରେ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ନେତା ସମୀର ମହାନ୍ତି । ଗୁମାସ୍ତା, ରିମୋଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ ସରକାର । ବିପଦରେ ଗଣତନ୍ତ୍ର, ସଭାରେ କେବଳ ଗୋଟିଏ ନେତା । ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢିବା ପଛର ଉଦ୍ଦେଶ୍ୟ ରହିଛି । ଗୋଟିଏ ଆସନ ଛାଡିବେ ବାବୁଙ୍କ ପାଇଁ, ତାଙ୍କୁ ଦାୟିତ୍ୱ ଦେବେ । ପାଣ୍ଡିଆନଙ୍କୁ ପଛଦ୍ୱାର ବାଟେ ପ୍ରବେଶ କରାଇ ଶାସନଭାର ଦେବାର ଚକ୍ରାନ୍ତ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ସଫଳ କରାଇ ଦେବୁନି କହିଲେ ସମୀର ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button