ରାଜନୀତି
୫୦୦ କୋଟି କାହାର , ମନ୍ତ୍ରୀଙ୍କ ସହ କି ସଂପର୍କ : ମନୋଜ ମହାପାତ୍ର – Ibnodisha

[ad_1]
ଭୁବନେଶ୍ୱର : ଆଇଟି ରେଡ୍କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ପ୍ରେସମିଟରେ ଟାର୍ଗେଟ କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଜବତ ୫୦୦ କୋଟି ଟଙ୍କା କାହାର ପ୍ରଶ୍ନ କଲେ ମନୋଜ । ୫୦୦ କୋଟି ଟଙ୍କା କାହାର , ବିଜେଡି ସ୍ପଷ୍ଟୀକରଣ ଦେଉ । ମଦ ବ୍ୟବସାୟୀ କିଭଳି ଏତେ ଟଙ୍କା ରଖିଲେ । ଗୁଇନ୍ଦା, ଭିଜିଲାନ୍ସ ଓ ଅବକାରୀ ବିଭାଗ କରୁଥିଲେ କଣ । ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀଙ୍କ ଫଟୋ ଦେଖାଇ ଟାର୍ଗେଟ୍ କଲେ । ମଦ ବ୍ୟବସୟୀ ସାହୁ ବ୍ରଦର୍ସଙ୍କ ସହ ମନ୍ତ୍ରୀଙ୍କ ସଂପର୍କ କଣ । ଏହା କଣ ଜନବିରୋଧୀ ନିହେଁ କି ବୋଲି ପ୍ରଶ୍ନ କଲେ ମନୋଜ ।
[ad_2]



