ରାଜନୀତି

ମାନସ ଇନ୍‌- ସୁଲତା ଆଉଟ୍‌ – Ibnodisha

[ad_1]

ଭୁୁବନେଶ୍ୱର: ସୁଲତା ଦେଓଙ୍କୁ ହଠାଇ ମାନଓ ମଙ୍ଗରାଜଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ । କାହିଁକି ସୁଲତାଙ୍କୁ ହଟାଇ ମାନସଙ୍କୁ ଦାିତ୍ୱ ଦିଆଗଲା, ତାକୁ ନେଇ ବଢ଼ିଲା ଚର୍ଚ୍ଚା । ମଖ୍ୟମନ୍ତ୍ରୀଙ୍କ ବେକରେ ଉତ୍ତରୀୟ ପକାଇବା ମହଙ୍ଗା ହେଲା କି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବେକରେ ଉତ୍ତରୀ ପକାଇବା ମହଙ୍ଗା ପଡିଲା କି ବୋଲି ଚର୍ଚ୍ଚା ଚାଲିଛି ।

ପଦଯାତ୍ରା ଦିନ ମୁଖ୍ୟମନ୍ତ୍ରୀଙ୍କ ବେକରେ ଉତ୍ତରୀୟ ପକାଇଥିଲେ ସୁଲତା । ଶ୍ରୀମୀ ମିଶ୍ର ଦଳୀୟ ବ୍ୟାଜ୍ ଓ ସୁଲତା ଦଳୀୟ ଉତ୍ତରୀୟ ପକାଇଥିଲେ ସୁଲତା । ଯାହାପରେ ମଂଚରେ ବିରକ୍ତି ହୋଇଥିଲେ ନବୀନ । ବିରକ୍ତି ହୋଇ ନିଜେ ତ୍ତରୀୟ କାଢ଼ି ବାହାର କରିଦେଇଥିଲେ ନବୀନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button