ରାଜ୍ୟ

ରାଜ୍ୟରେ ମହିଳା ହାର କମିବାକୁ ନେଇ ସରକାରଙ୍କୁ ଟାର୍ଗେଟ – Ibnodisha

[ad_1]

ଭୁବନେଶ୍ୱର: ମହିଳା ହାର କମିବା ନେଇ ରାଜ୍ୟ ସରକାରଙ୍କ ବିଜେପିର ଟାଗେର୍ଟ । ସମାଲୋଚନା କଲେ ବିଜେପି ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ । ମହିଳା ହାର କମିବା ଉଦ୍‌ବେଗଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ । ଏଥି ପାଇଁ ବିଜେଡି ଶାସନ ଓ ଶାସନ ପ୍ରଣାଳୀ ଦାୟୀ । ମହିଳା ବିରୋଧୀ ଅପରାଧ ବଢୁଛି ହେଲେ ଦଣ୍ଡ ବିଧାନ କମି କମି ଯାଉଛି । ବର୍ଷକୁ ୨୬୯୧ ମହିଳା ଆତ୍ମହତ୍ୟା କରୁଛନ୍ତି, ୫୦୨ ମହିଳା ଅପହୃତ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button