ରାଜ୍ୟ

ଯୁବକଙ୍କ ମୃତ୍ୟୁ: ସରପଞ୍ଚ ଗିରଫ – Ibnodisha

[ad_1]

ରେଢାଖୋଲ: କାର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମାମଲାରେ ସାହେବି ସରପଂଚ ରାମପ୍ରସାଦ ସାହୁଙ୍କ ସହ ୨ ଜଣ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ୧ ତାରିଖରେ ବାଟଗାଁ ସିରିଗିଡା ନିକଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ବାଇକରେ ଯାଉଥିବା ବେଳେ ସରପଞ୍ଚଙ୍କ କାର୍ ଧକ୍କା ଦେଇଥିଲା । ନାକଟିଦେଉଳ ଥାନାରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୁବନେଶ୍ୱରରୁ ସରପଂଚଙ୍କୁ ଗିରଫ କଲା ପୋଲିସ ।

ଆହୁରି ୫ ଡିଗ୍ରୀ ଖସିବ ପାରଦ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button