ରାଜ୍ୟ

୨୧ଲିଟର ବିଦେଶୀ ମଦ ଜବତ: ବ୍ୟବସାୟୀ ଗିରଫ – Ibnodisha

[ad_1]

ଠାକୁରମୁଣ୍ଡା:ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆବେଡା ଗ୍ରାମରେ ଥିବା ଏକ ଭେରାଇଟି ଷ୍ଟୋର ଉପରେ ଗୁରବାର ଦିନ ଠାକୁରମୁଣ୍ଡା ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଦୋକାନରେ ରଖି ଚୋରାରେ ବିକ୍ରି କରୁଥିବା ବିଦେଶୀ ମଦକୁ ପୁଲିସ ଜବତ କରିଛି।

ଜବତ ବିଦେଶୀ ମଦର ପରିମାଣ ୨୧ ଲିଟର ୨୫ ମିଲି ଗ୍ରାମ ବୋଲି ପୁଲିସ କହିଛି। ଦୋକାନରେ ରଖି ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଦୋକାନୀ ପ୍ରଶାନ୍ତ ମହାନ୍ତ (୩୪)କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ। ଏନେଇ ଠାକୁରମୁଣ୍ଡା ଥାନାରେ କେଶ ନମ୍ବର ୧୦୯/୨୩ ଅନୁଯାୟୀ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button