IBN ଓଡ଼ିଶା ବ୍ୟୁରୋ

ଲଭ ନା ଆରେଞ୍ଜ ମ୍ୟାରେଜ ହେବ ? ଜାଣନ୍ତୁ ନିଜ ଜନ୍ମ ତାରିଖରୁ ଆପଣଙ୍କ ଲଭ ନା ଆରେଞ୍ଜ ମ୍ୟାରେଜ ହେବ

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତିର ବିବାହକୁ ନେଇ ଅନେକ କିଛି ସ୍ଵପ୍ନ ରହିଥାଏ । ତେବେ ବିବାହ କଥା ଆସିଲା ମାତ୍ରେ ସେହି ବ୍ୟକ୍ତିର ଲଭ ନା ଆରେଞ୍ଜ ମ୍ୟାରେଜ ହେବ? ତାହାକୁ ନେଇ ମଧ୍ୟ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ? ହେଲେ ଆଜି ଆମେ ଏକ ସରଳ ଉପାୟ ଦ୍ଵାରା କୌଣସି ବ୍ୟକ୍ତିର ଲଭ କି ଆରେଞ୍ଜ ମ୍ୟାରେଜ ହେବ ? ତାହା ଜାଣିପାରିବା । ତେବେ ଜ୍ଯୋତିଷ ଶାସ୍ତ୍ରର ଅଙ୍କୋଲୋଜି ଦ୍ଵାରା ବ୍ୟକ୍ତିର ଲଭ କି ଆରେଞ୍ଜ ମ୍ୟାରେଜ ତାହା ଜାଣିପାରିବା ।

ଅଙ୍କ ଜ୍ଯୋତିଷରେ ଆପଣଙ୍କ ଜନ୍ମ ତାରିଖର ଅଙ୍କକୁ ଯୋଡି ମୁଲ୍ୟଙ୍କ ବାହାର କରାଯାଇଥାଏ । ଯାହାପରେ ସେହି ବ୍ୟକ୍ତିର ଲଭ କି ଆରେଞ୍ଜ ମ୍ୟାରେଜ ହେବ ଜାଣିହେଇପାରିବ । ଯେଉଁ ବ୍ୟକ୍ତିର କୌଣସି ମାସର ଜନ୍ମ ତାରିଖ 1, 10, 19 କି 28 ହୋଇଥାଏ । ସେମାନଙ୍କର ମୂଲ୍ୟାଙ୍କ ହେଉଛି 1 । ଏହି ବ୍ୟକ୍ତି ମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ତାରିଖ 2, 11, 20, 29 ତାରିଖରେ ହୋଇଥାଏ । ସେମାନଙ୍କର ମୂଲ୍ୟାଙ୍କ ହେଉଛି 2 । ଏମାନଙ୍କର ଲଭ ମ୍ୟାରେଜ ହେବାର ସମ୍ଭାବନା ରହିଥାଏ । ଯେଉଁ ବ୍ୟକ୍ତିଙ୍କର 3, 12, 21 ଓ 30 ତାରିଖରେ ହୋଇଥାଏ । ସେମାନେ ଲଭ କାହାକୁ କରିବା ପରେ ତାଙ୍କୁ ହିଁ ମ୍ୟାରେଜ କରିଥାନ୍ତି ।

ଯେଉଁ ମାନଙ୍କର ଜନ୍ମ ତାରିଖ 4, 13, 22 ଓ 31 ରେ ହୋଇଥାଏ । ସେମାନେ ଏହି ବ୍ୟକ୍ତି ନିଜ ଜୀବନରେ ପ୍ରେମ ତ କରିଥାନ୍ତି । ହେଲେ ପ୍ରେମ ବିବାହ କରିବାର ଏମାନଙ୍କ ପାଖରେ ସମ୍ଭାବନା କମ ରହିଥାଏ । ଯେଉଁ ବ୍ୟକ୍ତିଙ୍କର 5, 14 ଓ 23 ରେ ହୋଇଥାଏ । ଏହି ବ୍ୟକ୍ତି ନିଜ ପରିବାରର ଇଛା ଅନୁସାରେ ଆରେଞ୍ଜ ମ୍ୟାରେଜ କରିବାକୁ ହିଁ ପସନ୍ଦ କରିଥାନ୍ତି ।

ଯେଉଁ ବ୍ୟକ୍ତିର ଜନ୍ମ ତାରିଖ 6, 15 କି 24 ହୋଇଥାଏ । ଏହି ବ୍ୟକ୍ତି ମାନେ ଲଭ ମ୍ୟାରେଜ ହିଁ କରିଥାନ୍ତି । ଯେଉଁ ବ୍ୟକ୍ତିର 7, 16 କି 25 ହୋଇଥାଏ । ସେମାନେ ଲଭ ଠାରୁ ଆରେଞ୍ଜ ମ୍ୟାରେଜ କରିବା ଉପରେ ଅଧିକ ବିଶ୍ବାସ ରଖିଥାନ୍ତି । ଯେଉଁ ମାନଙ୍କର 8, 17 କି 26 ହୋଇଥାଏ । ଏମାନେ ବହୁତ ଅଳ୍ପ ଏଲପିକେଙ୍କ ପ୍ରେମରେ ପଡିଥାନ୍ତି ସତ । ହେଲେ ଯାହାକୁ ଭଲ ପାଇଥାନ୍ତି ତା’ ର ସାଥ କେବେବି ଛାଡିନଥାନ୍ତି ।

ଯେଉଁ ବ୍ୟକ୍ତିର 9, 16 କି 27 ତାରିଖରେ ହୋଇଥାଏ । ଏହି ବ୍ୟକ୍ତି ଲଭ କି ଆରେଞ୍ଜ ମ୍ୟାରେଜ କରନ୍ତୁ । ହେଲେ ଏମାନଙ୍କର ବୈବାହିକ ଜୀବନ ଭଲରେ ବିତିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button