ରାଜ୍ୟ

ନଦୀରେ ବୁଡି ନାବାଳିକା ନିଖୋଜ – Ibnodisha

[ad_1]

ମହାକାଳପଡା : ଲୁଣା ନଦୀରେ ବୁଡି ନାବାଳିକା ନିଖୋଜ ଅଛନ୍ତି । ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗାଁ ନିକଟ ନଦୀରେ ବୁଡି ବାଳିକା ନିଖୋଜ ହୋଇଯାଇଛନ୍ତି । ଦୁଇ ନାବାଳିକା ସାଙ୍ଗହୋଇ ଗାଧୋଇବା ବେଳେ ବୁଡି ଯାଇଥିଲେ । ଲୋକମାନେ ଜଣଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ , ଆଉ ଜଣେ ନିଖୋଜ ହୋଇଯାଇଛି । ନିଖୋଜ ନାବାଳିକାକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button