ରାଜନୀତି
୩୦କୁ ସମୀରଙ୍କ ଅପେକ୍ଷା – Ibnodisha
[ad_1]
ଭୁବନେଶ୍ୱର : ନିମାପଡା ରାଜନୀତି ସରଗରମ । ସମୀର ଦାସଙ୍କ ଭିଡିଓ ହେଲା ଭାଇରାଲ । କର୍ମୀଙ୍କୁ ୩୦ ଯାଏଁ ଅପେକ୍ଷା କରିବାକୁ କହିଲେ ସମୀର । ଟିକେଟ୍ ନିଷ୍ପତ୍ତି ବିଚାର ନହେଲେ ଦେବେ ସମୂହ ଇସ୍ତଫା । ନୂଆ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଘୋଷଣା କରିବେ କହିଲେ ।
ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ଡବଲ ଲଢ଼େଇ
[ad_2]