ରାଜ୍ୟ

ଝାଡ଼ାବାନ୍ତିରେ ଗଲାଣି ୨ ଜୀବନ – Ibnodisha

[ad_1]

ପୁରୀ : ପୁରୀ ସହରରେ ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ଗଲାଣି ୨ ଜୀବନ । ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ପୁରୀର ବାଲି ସାହି, ରେଡକ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ମୃତକଦ୍ୱୟ ହେଲେ ଦାମୋଦର ପଣ୍ଡା,ପୂର୍ଣ୍ଣବାସୀ ମଠର ମାତା ମା’ । ଏଥିସହ ଘରେ ଘରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଆଉ କିଛି ଗୁରୁତର ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଫାଟି ପାଣି ଟ୍ୟାପ୍‌ରେ ମିଶୁଥିବାରୁ ଏପରି ସ୍ଥିତି ଉପୁଜୁଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button