IBN ଓଡ଼ିଶା ଏକ୍ସକ୍ଲୁସିଭ୍

କ’ ଣ ଆପଣଙ୍କୁ ରାତିରେ ଅନିଦ୍ରା ହେବାକୁ ପଡୁଛି କି ! ରାତିରେ ନିଦ ନହେବାର ସମସ୍ଯାକୁ ମୂଳରୁ ଦୂର କରନ୍ତୁ

ନମସ୍କାର ବନ୍ଧୁଗଣ, ନିଦ ନ ହେବ ଠିକ ଭାବରେ ଆଜିକାଲିର ଏକ ବଡ ସମସ୍ୟା ହୋଇସାରିଛି । ଆଉ ନିଦ ପୁରା ନ ହେବା ଦ୍ଵାରା ଅନେକ ରୋଗ ମଧ୍ୟ ଗ୍ରାସ କରୁଛି । ତ୍ତେନୁ ସର୍ବପ୍ରଥମେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଜାଣିବାକୁ ପଡିବ ନିଦ ନେ ହେବାର ମୂଳ କାରଣ । ଏହାପରେ ଯାଇ ଆପଣ ମାନେ ଏହାକୁ ଦୂର କରିବାର ଉପାୟ ସହଜରେ ପାଇପାରିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଭାବରେ ଜଣାଇବା ପାଇଁ ଯାଉଛୁ ନିଦ ନହେବାର କାରଣ ଏବଂ ତାହାକୁ ମୂଳରୁ ଶେଷ କରିବାର ଉପାୟ ।

ବହୁତ ଅଧିକ ଚିନ୍ତାରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ନିଦ ପୁରା ହୋଇନଥାଏ ତଥା ତାଙ୍କୁ ନିଦ ଆସିନଥାଏ । ଆଜି ଆପଣ ଦିନରେ ଡିଉଟି କଲେଣି ତ କାଲି ରାତିରେ । ଏହାଦ୍ୱାରା ଆପଣଙ୍କ ଶରୀରରେ ନିଦ ଏବଂ ଉଜାଗରକୁ ନେଇ ରହିଥିବା ସାଇକେଲର ସମୟ ସମ୍ପୂର୍ଣ ବିଗିଡି ଯାଇଥାଏ । ଯାହାଫଳରେ ଆପଣଙ୍କୁ ନିଦ ଆସେ ନାହିଁ । ବହୁତ ଅଧିକ ସମୟ ଆପଣ ସ୍କ୍ରିନ ସାମ୍ନାରେ ତଥା ଲ୍ୟାପଟପ କିମ୍ବା ଟିଭି, ଫୋନ ଇତ୍ୟାଦି ଦେଖିବା ଦ୍ଵାରା ମଧ୍ୟ ଆଖିକୁ ନିଦ ଆସିନଥାଏ ।

ଶୋଇବା ସମୟରେ ଯଦି ଆପଣ ବହୁତ ଅଧିକ ଖାଇବା ଖାଆନ୍ତି କିମ୍ବା ଭାରି ଖାଦ୍ୟ ଖାଆନ୍ତି ତେବେ ମଧ୍ୟ ଆପଣଙ୍କୁ ନିଦ ଆସିନଥାଏ । ପୁରା ଦିନ ଶୋଇ ରହି ଅଧିକ କାମ ନ କରିବା ଦ୍ଵାରା ମଧ୍ୟ ଆପଣଙ୍କୁ ନିଦ ହୋଇନଥାଏ । ଯଦି ଆପଣଙ୍କୁ ତିନି ମାସ ଧରି ଶୋଇବା ପାଇଁ ତଥା ନିଦ ହେବା ପାଇଁ 30 ମିନିଟରୁ ଅଧିକ ସମୟ ଲାଗିଥାଏ ତେବେ ଆପଣଙ୍କୁ ଏହାର ଚିକିତ୍ସା କରିବା ନିହାତି ଭାବରେ ଆବଶ୍ୟକ ।

 

ଯଦି ଆପଣ ଏଥିପ୍ରତି ଧ୍ୟାନ ନଦେବେ ତେବେ ଡାଇବେଟିସ, ମୋଟାପଣ, ହାର୍ଟ ରୋଗ ଏବଂ ହାଇ ବ୍ଲଡ଼ ପ୍ରେସର ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏହି ସମସ୍ୟା ପାଇଁ ଆପଣ ମହର୍ଷି ଆୟୁର୍ବେଦର ବ୍ଲିସଫୁଲ ସ୍ଲିପ ଟ୍ୟାବଲେଟ ବ୍ୟବହାର କରିପାରିବେ । ଏହା କୌଣସି ନିଦ ବଟିକା ଅଟେ ନାହିଁ ।

ଏହା ଆପଣଙ୍କ ଷ୍ଟ୍ରେସ ଏବଂ ଆଙ୍ଗଯାଇଟିକୁ କମ କରିଥାଏ । ଏବଂ ଆପଣଙ୍କ ମସ୍ତିସ୍କକୁ  ଶାନ୍ତିରେ ଶୋଇବା ପାଇଁ ଇଣ୍ଡିଉସ କରିଥାଏ । ଏହାର ଆପଣଙ୍କର ଅଭ୍ୟାସରେ ବିଲକୁଲ ମଧ୍ୟ ପଡିନଥାଏ । ଏହାକୁ ନେଇ ବହୁତ ଅଧିକ କ୍ଲିନିକାଲି ରିସର୍ଚ ମଧ୍ୟ ହୋଇସାରିଛି । ଯେଉଁଥିରୁ ଜଣାପଡିଛି ଏହା ନିଦ ହେବା ପାଇଁ ବହୁତ ଅଧିକ ପ୍ରଭାବଶାଳୀ ଅଟେ ।

ଏଥିରେ 11ଟି ଆୟୁର୍ବେଦିକ ହର୍ବ ରହିଥାଏ । ଆପଣଙ୍କୁ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଦୁଇ ରୁ ତିନୋଟି ଟ୍ୟାବଲେଟ ପାଣି ସାହାର୍ଯ୍ୟରେ ନେବାର ଅଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button