ରାଜନୀତି

ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ମହିଳା ହିଂସା; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ପ୍ରଭାରୀ ଅଜୟ କୁମାର, ବବିତା ଶର୍ମା ଓ ଭକ୍ତ ଦାସଙ୍କ ପ୍ରେସମିଟ୍ । ୧୦ ବର୍ଷରେ ବିଭିନ୍ନ ହିସାଂରେ ୪ ଲକ୍ଷ ମହିଳାଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ବି ମହିଳା ହିଂସା ବଢିଛି; ମମିତା, ବେବିନା,ଇତିଶ୍ରୀ ଉଦାହରଣ । ବିଜୟଶଙ୍କର,ଶ୍ରୀକାନ୍ତ ସାହୁଙ୍କ ନାଁରେ ମାମଲା ଅଛି, ଏ ସରକାର ଯିବା ଦରକାର କହିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button