ରାଜ୍ୟ

ବାଇକ-ଅଟୋ ମୁହାଁ ମୁଁହି ଧକ୍କା – Ibnodisha

[ad_1]

ଗଞ୍ଜାମ : ବାଇକ ସହ ଅଟୋର ମୁହାଁ ମୁଁହି ଧକ୍କା । ସୋମବାର ସକାଳୁ ଗଞ୍ଜାମ ଜିଲ୍ଲା ଚିଲିକା ନୂଆପଡ଼ା ଗାଁର ଜଣେ ବ୍ୟକ୍ତି ନିଜ ପୁଅର ସ୍ଵାସ୍ଥ୍ୟ ଚିକିତ୍ସା ପାଇଁ ସପରିବାର ସହ ଏକ ଅଟୋରେ ପୁରୀ ଯାଉଥିଲେ । ତଟି ବାଲିସାହି ନିକଟରେ ଯାଉଥିବା ସମୟରେ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୫ଜଣ ମହିଳା ଜଣେ ଶିଶୁ ସହିତ ୮ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ବାଇକ ଚାଲାକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଯିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

The post ବାଇକ-ଅଟୋ ମୁହାଁ ମୁଁହି ଧକ୍କା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button