IBN ଓଡ଼ିଶା ବ୍ୟୁରୋ

କେଉଁ ନାରୀଙ୍କୁ ପୁରୁଷ ବିବାହ କରିବା ଉଚିତ ? ଏଭଳି ନାରୀଙ୍କୁ ବିବାହ କରୁଥିବା ପୁରୁଷ ବହୁତ ଭାଗ୍ୟବାନ ହୋଇଥାନ୍ତି

ନମସ୍କାର ବନ୍ଧୁଗଣ , ନାରୀ ହେଉଛି ଘର ଦୀପ ଯଦି ଘରେ ନାରୀ ରହିଥାଏ ତେବେ ସେ ଘରକୁ  ସ୍ଵର୍ଗରେ ପରିଣତ କରିଥାଏ । ସେହି ନାରୀ ଚାହିଲେ ନିଜର ହାତରେ ସେହି ଘର କୁ ନରକ କରିଦେଇଥାଏ । ପୁରୁଷରେ ମୃଗକ ଜାତୀୟ ପୁରୁଷ ମହାନ ହୋଇଥାନ୍ତି ଏବଂ ସ୍ତ୍ରୀ ମାନଙ୍କ ମାଧୟରେ ପଦ୍ମିନୀ ଜାତୀୟ ସ୍ତ୍ରୀମାନେ ମହାନ ହୋଇଥାନ୍ତି । କିନ୍ତୁ ଏବେ ଏହି ଭଳି ନାରୀମାନେ ଦେଖାଯାଉନାହାନ୍ତି ।

କାରଣ ଆଜି କାଲି ର ନାରୀମାନେ ସ୍ଵାଥପରତା ରେ ନିଜର ଘର କୁ ନିଜେ ହିଁ ଭାଙ୍ଗି ଦେଉଛନ୍ତି  । ଆଜି ମୁଁ ଆପଣଙ୍କୁ ଏକ କାହାଣୀ ମାଧ୍ୟମ କହିବାକୁ ଚାଉଛି ଯେ ଯଦି ଆପଣ ଏମିତି ନାରୀକୁ ନିଜର ଜୀବନସାଥି ବନେଇଥାନ୍ତି , ତେବେ ଆପଣଙ୍କ ଜୀବନରେ ଆସିଥାଏ ଅନେକ ବିପଦ । ଥରେ ଗୋଟିଏ ଗା ‘ ରେ ବ୍ରାହ୍ମଣ ପରିବାର ରହୁଥିଲେ ତାଙ୍କର ଗୋଟିଏ କରି ପୁତ୍ର ସନ୍ତାନ  ଟି ଥିଲା ସେ ପୁତ୍ର ବ୍ରାହ୍ମଣ କୁ ଜଣେ ସୁନ୍ଦରୀ ଝିଅଙ୍କ ସହିତ ବିବାହ କରିଥିଲେ ।

ବିବାହ ପରେ ସ୍ତ୍ରୀ ଏବଂ ସ୍ଵାମୀ ଘରେ ରହିଲେ , କିନ୍ତୁ ଏହି ସ୍ତ୍ରୀର ପ୍ରକୃତି ଏତେ ଭଲ ନୁହ ସେ ତାର ସ୍ଵାମୀକୁ କହିଲା ତୁମର ମାତାପିତା ମାନେ ଦେଖିବାକୁ ଏମିତି କଣ ଅଛନ୍ତି । ସେମାନେ  କଣ ଭଲ ବସ୍ତ୍ର ମଧ୍ୟ ପରିଧାନ କରୁନାହାନ୍ତୁ , ମୁଁ ନା କାଲି ମୋର ସାଙ୍ଗମାନଙ୍କୁ ଖାଇବାକୁ ଡାକିଛି । ତେଣୁ ଆପଣଙ୍କ ପିତାମାତାମାନଙ୍କୁ ମୋର ମିତ୍ର ମାନେ ଥିବା ଯାଏ ଘର ବାହାରେ  ରହିବାକୁ କୁହନ୍ତି ।

ସେମାନେ ଗଲା ପରେ ଘରକୁ ଆସିବାକୁ କୁହ , ଏହା ଶୁଣି ପୁଅ ମନରେ ଦୁଃଖିତ ହେଉଥିଲା କିନ୍ତୁ ସେ ତାର ସ୍ତ୍ରୀକୁ ବହୁତ ପ୍ରେମ କରୁଥିଲା ତେଣୁ କରି କହିଲା ତାହା କଦାପି ହେବ ନାହିଁ । ଏହା କହି କିଛି ଦିନ ହେଲା ପରେ ତାର ସ୍ତ୍ରୀ ଆସି କହିଲା ତୁମର ମାବାପାଙ୍କୁ ଏହି ଘରୁ ବାହାର ଯିବାକୁ କୁହ ତାହା ହେଲେ ଆମ ଦୁଇ ଜଣ ଖୁସିରେ  ରହିବା । ଏହି କଥାରେ ସ୍ଵାମୀ କହିଲା ତାହା ହେଲେ ଗୋଟିଏ କାମ କରିବା ଚାଲ ସେ ଏହି ଘରେ ରୁହନ୍ତି ।

ଆମେ ଦୁଇ ଜଣ ପଳେଇବା ସ୍ଵାମୀ ଏବଂ ସ୍ତ୍ରୀ ଉଭୟ ଘର ଛାଡି ଜଙ୍ଗଲ ବାଟେ ଚାଲୁଥିବା ସମୟରେ ସ୍ତ୍ରୀ ସ୍ଵାମୀଙ୍କୁ କହିଲେ ମତେ ଜୋର ସେ ଶୋଷ ଲାଗୁଛି ସ୍ଵାମୀ ପାଣି ଆଣିବା ଭିତରେ ସ୍ତ୍ରୀ ଟି ମରିଯାଇଥିଲା । ଏହା ଦେଖି ସ୍ଵାମୀ ବହୁତ କାନ୍ଦିଲା କାରଣ ସେ ତାହାର ସ୍ତ୍ରୀ କୁ ବହୁତ ଭଲ ପାଏ । ଏହା ଦେଖି ବନ ଦେବୀ ବ୍ରାହ୍ମଣ କାନ୍ଦ ଶୁଣି ତାର ସ୍ତ୍ରୀ କୁ ସ୍ଵାମୀର ଅଧା ଆୟୁଷ ଦେଇ ବଞ୍ଚାଇଲେ ।

ପରେ ସ୍ତ୍ରୀ ଜଣେ ଛୋଟା ବ୍ୟକ୍ତି ପ୍ରତି ଆକର୍ଷିତ ହୋଇ ସ୍ଵାମୀକୁ କୂଅରେ ଠେଲି ଦେଇ ପାଖରେ ଥିବା ଗ୍ରାମ ରେ ରହୁଥିଲା । ବ୍ରାହ୍ମଣ ମରିନଥିଲା ସେ ଯେବେ ଦେଖିଲ ତାର ସ୍ତ୍ରୀ ତାଙ୍କୁ ଧୋକା ଦେଇଛି ସେ ତେବେ ତାଙ୍କୁ କହିଲା ତୁ ଖାଲି ଏତିକି କହ ଯେ ତୁ ମୋ ଠାରୁ ଯାହା ଧାର ନେଉଛି ତାହା ମୋ ପାଖକୁ ଆସିଯାଉ ବୋଲି , ଯେବେ ସ୍ତ୍ରୀ ତାହା କହିଲା ସେହି କ୍ଷଣି ତାହାର ମୃତ୍ୟୁ ଘଟିଲା । ତେଣୁ ଏହି ପରି ସ୍ଵଭାବ ଥିବା ନାରୀକୁ କେବେ ବି ନିଜର ଜୀବନ ସାଥି କରିବେ ନାହିଁ । ନାରୀ ସମସ୍ତ କୁ ନେଇ ଆଗ କୁ ବଢିବ ତାହାର ସୁଗୁଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button