IBN ଓଡ଼ିଶା ବ୍ୟୁରୋ

ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ଏହି 6 ଟି ନାମର ନାରୀ ! କିଭଳି ରହିଥାଏ ଏହି ନାମର ଝିଅଙ୍କର ଚାଲିଚଳନୀ, ଆଚାର, ବ୍ୟବହାର ଓ ସ୍ଵଭାବ ?

ନମସ୍କାର ବନ୍ଧୁଗଣ , ଏହି ଦୁନିଆରେ ରହୁଥିବା ମଣିଷମାନଙ୍କ ଭିତରେ ଜନ୍ମରୁ କ୍ରୋଧ , ଘୃଣା ,କପଟ ଆଦି ଗୁଣ ରହିନଥାଏ । କିନ୍ତୁ ଆଖପାଖ ପରିଶେଷ ଘର ର ବାର୍ତ୍ତାବରଣ ଆମ ଭିତରେ ଏହି ସବୁ ଜିନିଷ ପଶିବାର କାରଣ ହୋଇଥାଏ । କିନ୍ତୁ ଜ୍ଯୋତିଷ ଅନୁସାରେ  ୬ ଟି ଝିଅମାନେ ଅଛନ୍ତି , ଯେଉଁମାନେ ଜନ୍ମ ରୁ ବହୁତ ଶୁଦ୍ଧ ମନରୁ ସଫା ଓ ସର୍ବଦା ଅନ୍ୟମାନଙ୍କର ସାହାଯ୍ୟ କରିଥାନ୍ତି ।

1- A  ନାମର ଝିଅମାନେ ମନ ରୁ ବହୁତ ସଫା ହୋଇଥାନ୍ତି , ନିଜର ଅଧିକ ଭାବୁକ ସ୍ଵଭାବ କାରଣରୁ ସେ ଅନେକ ଥର ନିଜ ଲୋକମାନଙ୍କ ଠାରୁ ଧୋକା ଖାଇଥାନ୍ତି । ଏମାନେ ସର୍ବଦା ବିଶ୍ଵସ୍ତ ହୋଇଥାନ୍ତି  ଯଦି କୋଣସି ଶପଥ କରିଥାନ୍ତି ତେବେ ଶେଷ ଯାଏ ସେହି କଥାରେ ରହିଥାନ୍ତି ।  ଏମାନେ ନିଜର ଭଲ ସ୍ଵଭାବ ପାଇଁ ବହୁତ ଜଳଦି ସମସ୍ତକୁ ନିଜର କରି  ନିଅନ୍ତି ।

ଏମାନଙ୍କ ଭଲ ଗୁଣ ହେଲା ଯେକୋଣସି ଅନୁକୂଳ ପରିସ୍ଥିତିରେ ନିଜକୁ ଆରଜେଷ୍ଟ କରି ନିଅନ୍ତି । 2- D   ଏହି ନାମ ଥିବା ଝିଅମାନଙ୍କ ଉପରେ ମା ‘ ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ । ଏହି ନାମର ଝିଅମାନେ ବାହା ହେଇକି ଯେଉଁ ଘର କୁ ଯାଇଥାନ୍ତି ସେହି ଘରେ ଧନ ଏବଂ ଖୁସି ର ଅଭାବ ହୋଇନଥାଏ । ଏମାନଙ୍କ ପ୍ରତି ଯିଏ ବି ଯେତେ ଖରାପ କରିଲେ ମଧ୍ୟ ଏମାନେ କେବେ ବି ଅନ୍ୟମାନଙ୍କ ଖରାପ କରିବା ବିଷୟରେ ଭାବି ଣ ଥାନ୍ତି ।

କାରଣ ଏମାନଙ୍କ ମନ ବହୁତ ସଫା ହୋଇଥାଏ । ଲୋକମାନଙ୍କୁ ସାହାଯ୍ୟ କରିବାରେ ଏମାନେ ସର୍ବଦା ଆଗରେ ରହିଥାନ୍ତି । ଏହି ନାମ ଅକ୍ଷର ଥିବା ଝିଅମାନେ ସମସ୍ତ ମନକୁ ଜିତି ନିଅନ୍ତି । 3- L  ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ ମାନେ ବହୁତ କୋମଳ ଏବଂ ଶାନ୍ତ ସ୍ଵଭାବ ହୋଇଥାନ୍ତି । ନିଜର ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ ।

ଏହି ଝିଅମାନଙ୍କ ବିଶେଷ ଗୁଣ ହେଉଛି ଏମାନେ ଛୋଟ ଛୋଟ କଥାରୁ ଖୁସି ହୋଇଯାଆନ୍ତି ।  ଏହି ଅକ୍ଷର ଝିଅମାନେ କର୍ତ୍ତବ୍ୟପୂର୍ଣ୍ଣ ହୋଇଥାନ୍ତି । 4- S  ଏହି ନାମର ଝିଅମାନେ ପରିଶ୍ରମୀ ଏବଂ ସବୁ ବେଳେ ଖୁସି  ରହିଥାନ୍ତି । ଏମାନେ ଏତେ ସହଜରେ କାହାରିକୁ ନିଜର ମନ କଥା କହିନଥାନ୍ତି । କିନ୍ତୁ ଯଦି ଏମାନେ ନିଜର ମନର କଥା କୁ କାହାରି ସହିତ କହିଛନ୍ତି ମାନେ ସେ ବ୍ୟକ୍ତିକୁ ସେ ନିଜ ଜୀବନରେ ବିଶେଷ ସ୍ଥାନ ଦେଇଛନ୍ତି ।

5-  M  ନାମ ର ଝିଅମାନେ ମନରୁ ବହୁତ ସଫା ହୋଇଥାନ୍ତି । ଏମାନେ ନିଜର ଭଲ ସ୍ଵଭାବ ଦ୍ଵାରା ସମସ୍ତକୁ ଶୀଘ୍ର ନିଜର କରି ନିଅନ୍ତି । 6- P  ଏହି ନାମର ଝିଅମାନେ ବହୁତ ଶାନ୍ତ ଏବଂ ମନରୁ ଶାନ୍ତ ହୋଇଥାନ୍ତି । ଏମାନେ ପରିଶ୍ରମ କରିବାକୁ ଇଛା କରନ୍ତି , ଯଦି ଏମାନଙ୍କ ଆଗରେ ଜଣେ ବ୍ୟକ୍ତି ଖରାପ ହେଇଯାଏ । ତେବେ ସେ ସବୁ ଦିନ ପାଇଁ ଖରାପ ହେଇକି ରହିଥା

Related Articles

Leave a Reply

Your email address will not be published. Required fields are marked *

Back to top button