IBN ଓଡ଼ିଶା ବ୍ୟୁରୋ

କେଉଁ କାଠିରେ ସିନ୍ଦୁର ଲଗାଇବା ଠିକ ? ଶରୀରର କେଉଁ କେଉଁ ସ୍ଥାନରେ ସିନ୍ଦୁର ଲଗାଇବା ଉଚିତ ? ଜାଣନ୍ତୁ ସିନ୍ଦୁର ଲଗାଇବାର ବିଧି

ନମସ୍କାର ବନ୍ଧୁଗଣ ,  ସିନ୍ଦୁର କିପରି ଲଗେଇବା ଉଚିତ୍ ଏବଂ ଏହାକୁ ଲଗେଇବାର ବିଧି ନିୟମ । ଋତୁସ୍ରାବ ହେଉଥିବା ସମୟରେ ସିନ୍ଦୁର ଲଗେଇବା  ଶୁଭ ୟା ଅଶୁଭ ହୋଇଥାଏ । ସିନ୍ଦୁର କୁ ହାତରେ ଲଗେଇବା ଉଚିତ୍ ବା ଅନୁଚିତ୍ । ଆଜି ଆମେ ଏହି ସବୁ ବିଷୟରେ ଜାଣିବା । ଆଜି କାଲି  ଲୋକମାନେ ସିନ୍ଦୁର କୁ କାନ ରେ ଲଗେଇଥାନ୍ତି । କିନ୍ତୁ ଏହା ଆମ ଶାସ୍ତ୍ରରେ ଲିଖିତ ହୋଇନାହିଁ , ତେଣୁ ଆମ କାନ ରେ ଲଗେଇବା ଠିକ କଥା ହୋଇନଥାଏ ।

ଆପଣ କେବେ ଦେଖିଛନ୍ତି କି କେଉଁ ଦେବଦେବୀଙ୍କୁ କାନରେ ସିନ୍ଦୁର ଲଗେଇବାର , କାରଣ ଆଦ୍ୟ କାଳ ରୁ ଏହା କୋଣସି ନାରୀ  କରିନାହାନ୍ତି । ତେଣୁ ଏହି ସବୁ ଆଧୁନିକ ନିୟମ ଯାହା ଆମ ଶାସ୍ତ୍ର ବିରୁଦ୍ଧ ଅଟେ ଏହା କରିବା ଅନୁଚିତ୍ । ସିନ୍ଦୁରକୁ ଆମେ ମଥାରେ , ମଣିବନ୍ଧ  ଏବଂ ଗଳାକଣ୍ଟ ରେ ସିଦୂର ଲଗେଇବା ଉଚିତ୍ ହୋଇଥାଏ । ଏହା ସହିତ ନିଜର ଚୁଡି ଏବଂ ଶଙ୍ଖା ଲଗେଇଥାନ୍ତି । ଏହି ପାଞ୍ଚ ଗୋଟି ସ୍ଥାନ ହେଉଛି ସିନ୍ଦୁର ଲଗେଇବାର ଜାଗା ।

ସିନ୍ଦୁର କୁ ଲଗେଇବା ସମୟରେ କେଉଁ ଦେବାଦେବୀ ମାନଙ୍କୁ ସ୍ମରଣ  କରିକି ଲଗେଇବା ଦରକାର । ସିନ୍ଦୁରକୁ ମଥା ବା ନାଭି ରେ ଲଗେଇଲା ନେଲେ ତୁମର ଇଷ୍ଟ ଦେବତାଙ୍କୁ ସ୍ମରଣ କରି ଲଗେଇବା ଉଚିତ୍ । ବିଶେଷ ଭାବରେ ଯୁଗଲ ଦେବାଦେବୀମାନଙ୍କୁ ସ୍ମରଣ କରି ଲଗେଇବା ଉଚିତ୍ । କାରଣ ସିନ୍ଦୁର ଲଗେଇବା ହେଉଛି ପୂଜା କରିବା ତେଣୁ ପୂଜା କରିବା ସମୟରେ ଇଶ୍ଵରଙ୍କୁ ସ୍ମରଣ କରିବା ଉଚିତ୍ ଏହା ଆମ ପାଇଁ ଭଲ ହୋଇଥାଏ ।

ଋତୁସ୍ରାବ ସମୟରେ ସିନ୍ଦୁର ନ  ଲଗେଇବା ହେଉଛି  ଶାସ୍ତ୍ରୀୟ ନିୟମ ଅଟେ ।  କାରଣ ଏହି ସମୟରେ ସ୍ତ୍ରୀମାନେ ଅଶୁଦ୍ଧ ହୋଇଥାନ୍ତି । ତେଣୁ ସେ ସମୟରେ ସିନ୍ଦୁର ଲଗାନ୍ତି ନାହିଁ । କାରଣ ସିନ୍ଦୁର ଲଗେଇବା ହେଉଛି ନିଜକୁ ସୁନ୍ଦର ଭାବରେ ସଜେଇବା ଏବଂ ଯଦି ସ୍ତ୍ରୀ ସୁନ୍ଦର ଦେଖାଯାଇଥାଏ । ତେବେ ଏହି ସମୟରେ ପୁରୁଷ ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥାଏ ।

 

ତେଣୁ ଏହି ସମୟରେ ସ୍ତ୍ରୀମାନଙ୍କୁ ସିନ୍ଦୁର ଲଗେଇବାକୁ ମାନା କରାଯାଇଥାଏ । କିନ୍ତୁ ଅନେକ ପରିବାରରେ ଏହା କୁହାଯାଇଥାଏ ଯେ ମଥା କୁ ଖାଲି କାରିବା କଥା ନୁହେଁ  ତେଣୁ ଏହିୟ ସମୟରେ ସିନ୍ଦୁର ଲଗାନ୍ତୁ କୋଣସି ଅସୁବିଧା ହୋଇନଥାଏ । ସିନ୍ଦୁର କୁ କୀମିତି ଲଗେଇବା ଉଚିତ୍ ହାତରେ ଲଗେଇବା ଭଲ କିନ୍ତୁ ଯଦି ଆମେ ସିନ୍ଦୁର କୁ ତୁଳସୀ କାଠିରେ ଲଗେଇବା ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ମା ‘ ବୃନ୍ଦାବତୀଙ୍କ ଆର୍ଶୀବାଦ ରହିଥାଏ । ମା ‘ ବୃନ୍ଦାବତୀ ହେଉଛି ସମଗ୍ର ବିଶ୍ଵର ପାବିନି ଯଥା ସେ ସମଗ୍ର ବିଶ୍ଵକୁ ପବିତ୍ର କାରିଥାନ୍ତି । ତେଣୁ ତାଙ୍କ କାଠିରେ ସିନ୍ଦୁର ଲଗେଇବା ଭଲ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button