IBN ଓଡ଼ିଶା ବ୍ୟୁରୋ

କ’ ଣ ଆପଣଙ୍କର ପାଦର ଆଙ୍ଗୁଠି ଲମ୍ବା କି ! ତେବେ ଜାଣି ନିଅନ୍ତୁ ପାଦର ଆଙ୍ଗୁଠି ଲମ୍ବା ହେବା ପଛର ରହସ୍ୟ

ନମସ୍କାର ବନ୍ଧୁଗଣ , ପାଦର ଲମ୍ବା ଆଙ୍ଗୁଠି ଦେଇଥାଏ ଭବିଷ୍ୟତ ର ସଙ୍କେତ । ଯାହା କରିଥାଏ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ । ଆମ ଶରୀରର ପ୍ରତେକ ଅଙ୍ଗ ଆମକୁ  କିଛି ନା କିଛି ସଙ୍କେତ ଦେଇଥାଏ । ଯାହାକୁ ଆମେ ଅଣ ଦେଖା କରିଥାଉ , କିନ୍ତୁ ଏହା ଆମ ଶରୀର ଉପରେ ଭଲ ଏବଂ ଖରାପ ପ୍ରଭାବ ପକେଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆମ ପାଦର ଲମ୍ବା ଆଙ୍ଗୁଠି କହିଥାଏ ଆମ ଭବିଷ୍ୟତ , କହିଥାଏ ଆମ ସଫଳତା ବିଷୟରେ ଏହା ଛଡା କହିଥାଏ ଆପଣଙ୍କ ପାଖରେ କେତେ ଧନ ଅଛି ଏବଂ ଭବିଷ୍ୟତ ରେ କେତେ ଆସିବ ବୋଲି ।

ଏହି ସବୁ ବିଷୟକୁ କହିଥାଏ ପାଦ ର ଦ୍ଵିତୀୟ ଅଙ୍ଗୁଳି ଏହାକୁ ରହସ୍ୟମୟ ଆଙ୍ଗୁଠି ମଧ୍ୟ କୁହାଯାଇଥାଏ । ସାମୁଦ୍ରିକ ଶାସ୍ତ୍ର କହିଥାଏ ଯେ ପାଦର ଆଙ୍ଗୁଠି ତାର ପାଖ ଥିବା ଆଙ୍ଗୁଠି ସହିତ ସମାନ ରହିବ ଏବଂ ପାଦ ର ଶେଷ ଆଙ୍ଗୁଠି ତାର ପାଖ ଆଙ୍ଗୁଠି ସହ ବଡ ରହିବା ଅତ୍ୟଧିକ ଶୁଭ ସଙ୍କେତ ମାନା ଯାଇଥାଏ । ଯଦି କୋଣସି ବ୍ୟକ୍ତି ର ପ୍ରଥମ ଆଙ୍ଗୁଠି ତାର ପାଖ ଆଙ୍ଗୁଠି ସହିତ ମିଶିକି ରହିଥାଏ ବା ଦେଖିବାକୁ ସମାନ ରହେ ଏଭଳି ଲୋକମାନଙ୍କୁ ଭାଗ୍ୟ ବହୁତ କମ୍ ସାଥ ଦେଇଥାଏ  ।

ଯଦି ବ୍ୟକ୍ତି ର ପାଦ ଆଙ୍ଗୁଠି ଏବଂ ପାଖ ଆଙ୍ଗୁଠି ସମ୍ମାନ ବରାବର ହୋଇଥାଏ , ତେବେ ଏହି ବ୍ୟକ୍ତିଙ୍କ ଜୀବନରେ ଧନଦଲତ , ସୁଖ , ସମବୃଦ୍ଧି , ସ୍ତ୍ରୀ ସୁଖ ଏବଂ ଅଧିକ ଧନୀ ଲୋକ ହୋଇଥାନ୍ତି । ଏହି ମାନଙ୍କ ଘରେ କୋଣସି ଅଭାବ ରହିଥାଏ ଧନ ର ବର୍ଷ ସର୍ବଦା ସେମାନଙ୍କ ଘରେ ହୋଇଥାଏ ଏବଂ ଏମାନଙ୍କ ସନ୍ତାନ ଓ ପରିବାର ସର୍ବଦା ଖୁସିରେ ରହିଥାନ୍ତି ।

ଯଦି କୋଣସି ବ୍ୟକ୍ତିଙ୍କ ଆଙ୍ଗୁଠି ବଡ ଏବଂ ପାଖ ଅଙ୍ଗୁଳି ସାନ ହୋଇଥାଏ । ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କ ତଳେ ଗୁଲାମି ବା ଦାସକର୍ମ କରିଥାନ୍ତି । ଏମାନେ ସବୁ ବେଳେ ଅନ୍ୟମାନଙ୍କ କଥାରେ ଚାଲିଥାନ୍ତି । ଯଦି ପାଦର ଦ୍ଵିତୀୟ ଆଙ୍ଗୁଠି ତାର ପାଖ ଆଙ୍ଗୁଠି ରୁ ଛୋଟ ହୋଇଥାଏ ତେବେ ସେ ବ୍ୟକ୍ତିକୁ ଗରିବତା ଦେଖିବାକୁ ପାଡିଥାଏ , ତାଙ୍କୁ ଦରିଦ୍ର ସ୍ତ୍ରୀ ବା ସ୍ଵାମୀ ମିଳିଥାନ୍ତି । ଯଦି କୋଣସି ବ୍ୟକ୍ତି ପାଦର ଦ୍ଵିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ଏମାନଙ୍କୁ ସ୍ତ୍ରୀ ଏବଂ ପୁରୁଷ ସୁଖ ପ୍ରାପ୍ତ ହୋଇଥାଆନ୍ତି ।

ଏମାନଙ୍କ ସ୍ତ୍ରୀ ବା ପୁରୁଷ ବହୁତ ଜ୍ଞାନୀ ହୋଇଥାନ୍ତି ପଇସାର କୁ ଭାବି ଚିନ୍ତି କର୍ଚ କରନ୍ତି । ଯଦି ବ୍ୟକ୍ତି ପାଦର ଛୋଟ ଆଙ୍ଗୁଠି ତାର ପାଖ ଆଙ୍ଗୁଠି ରୁ ବଡ ହୋଇଥାଏ । ତେବେ ସେମାନେ ଅତ୍ୟଧିକ ଭାଗ୍ୟଶାଳି ହୋଇଥାନ୍ତି , ଏହିମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଯଦି ପାଦ ରେ ଶେଷ ଦୁଇ ଟି ଆଙ୍ଗୁଠି ସମାନ ଲମ୍ବା ହୋଇଥାଏ , ତେବେ ସେହି ବ୍ୟକ୍ତିକୁ ସନ୍ତାନ ସୁଖ ଅଧିକ ଶିଘ୍ର ହୋଇଥାଏ । ଯଦି ପାଦର ସବୁ ଆଙ୍ଗୁଠି ସମାନ ହୋଇଥାଏ ତେବେ ସେହି ବ୍ୟକ୍ତି ସାମାନ୍ଯ ଜୀବନ ଯାପନ କରିନଥାଏ । ସେହି ବ୍ୟକ୍ତି ଅତ୍ୟଧିକ ଭାଗ୍ୟଶାଳି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button