IBN ଓଡ଼ିଶା ବ୍ୟୁରୋ

ଆପଣଙ୍କୁ ଯଦି ନିଜ ପ୍ରେମରେ ଏହି 3 ଟି ସଂକେତ ମିଳୁଥାଏ… ତେବେ ସେ ମଧ୍ୟ ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି

ନମସ୍କାର ବନ୍ଧୁଗଣ , ପ୍ରେମ ତିନି ଅକ୍ଷର ନେଇ ହୋଇଥାଏ । ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ । ଅନେକ ଲୋକମାନେ ପ୍ରେମ ର ଅପେକ୍ଷା କରିଥାନ୍ତି , କିନ୍ତୁ ଯେବେ ସେହି ପ୍ରେମ ହେଇଯାଏ ପରନ୍ତୁ ସେମାନେ ଏହାକୁ ବୁଜିପାରନ୍ତି ନାହିଁ । ପ୍ରେମର ପ୍ରଥମ ଅନୁଭବ ଆମକୁ ଯୁବା ବୟସର ପ୍ରାରମ୍ଭ ରୁ ହୋଇଥାଏ। ସ୍କୁଲ , କଲେଜ ଆଦି ବୟସରେ ମନରେ ଫୁଟିଥାଏ ଏହାର ପ୍ରଥମ ଅନୁଭୂତି ।

ପ୍ରତେକ ଝିଅ ଏବଂ ପୁଅ ପାଇଁ ଏହାର ଅନୁଭୂତି ତାଙ୍କୁ ଅସୀମ ଆନନ୍ଦ ଦେଇଥାଏ । କିନ୍ତୁ ଏମିତି ବି କିଛି ଝିଅ ଏବଂ ପୁଅ ରହିଥାନ୍ତି । ଯିଏ କି ନିଜର ଅନୁଭବ କୁ ସେହି ବ୍ୟକ୍ତିକି କହିନଥାନ୍ତି । ଯାହା ଫଳରେ ସେମାନଙ୍କ ପ୍ରେମ ଏକ ତରଫା ରହି ଯାଇଥାଏ । ଆଉ କେତେକ ସେ ଯାହାକୁ ପସନ୍ଦ କରୁଛନ୍ତି ସେ ବି କଣ ତାହାଙ୍କୁ ଭଲ ପାଆନ୍ତି କି ନାହିଁ । ତାହା ବାହାର କୁ କହିନପାରି ବହୁତ ଚିନ୍ତିତ ହୋଇଥାନ୍ତି ।

ଆପଣମାନେ ବି କଣ ସେହି ପରିସ୍ଥିତିରେ ଅଛନ୍ତି । ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ ଭଲ ପାଉଛି କି ନାହିଁ ଜାଣିବାକୁ ଚାହୁଛନ୍ତି । ତେବେ ଆଜି ଆପଣଙ୍କ ପାଖକୁ ଆସିଛନ୍ତି ସ୍ଵୟଂ ମହାଦେବ ଶିବପାର୍ବତୀ ଯାହାଙ୍କ ପ୍ରେମ ବିଷୟରେ କହିଲେ ସମୟ ସରିଯାଏ ମାତ୍ର ଶେଷ ହୋଇନଥାଏ । ଆଜି ମହାଦେବ ଶିବ ଆପଣମାନଙ୍କୁ କହୁଛନ୍ତ’ ‘ହେ ମୋର ପିଲାମାନେ କାହିକି ଚିନ୍ତା କରୁଛ  ‘।

ଆଜି ବି କଣ ସେହି ବ୍ୟକ୍ତିକୁ ମନେ ପକାଉଛ ଏବଂ ଅବି ବି ଅପେକ୍ଷା କରୁଛ ଯେ ସେ ବ୍ୟକ୍ତି ଆପଣଙ୍କ ଜୀବନରେ ଆସିବେ । ଆପଣ ଯେତିକି ସେହି ବ୍ୟକ୍ତି କୁ ମନେ ପକାଉଅଛ  ସେ ବି ଦିନରେ ସେତେ ଥର ଆପଣଙ୍କ ବିଷୟରେ ଭାବୁଛନ୍ତି କି ନାହିଁ । ଏହି  ପରି ଅନେକ ପ୍ରଶ୍ନ ନେଇ ଯଦି ଆଜି ବସିଛ , ତେବେ ମହାଦେବ ଆପଣଙ୍କ ସବୁ ପ୍ରଶ୍ନ ର ଉତ୍ତର ଦେବାକୁ ଆସିଛନ୍ତି ।

ଆପଣଙ୍କୁ ଦେଇଥାଏ ତିନୋଟି ସଂକେତ  ଏଥିରୁ ଆପଣ ଜାଣିପାରିବେ ଯେ ସେ ବ୍ୟକ୍ତି ଆପଣଙ୍କୁ ପ୍ରେମ କରନ୍ତି କି ନାହିଁ।  1-ଯଦି ସେହି ବ୍ୟକ୍ତି  ତୁମକୁ ମନେ ପକାଏ ତେବେ ତୁମକୁ ତାହା ଅନୁଭବ ହୋଇଥାଏ । ଯଥା କେଉଠାରୁ ହେଉ ତୁମକୁ ତାଙ୍କର ନାମ ଶୁବାଯାଇଥାଏ । ଯଦି ତୁମକୁ ତାହା ଅନୁଭବ ହୁଏ ତେବେ ସେ ବ୍ୟକ୍ତି ତୁମକୁ ସ୍ମରଣ କରିଥାଏ  । 2- ଯଦି ସେ ବ୍ୟକ୍ତି ଆପଣଙ୍କୁ ଅଚାନକ ହଠାତ ଦେଖା ଯିବାକୁ ଲାଗିଥାଏ ଏବଂ ଆପଣ ମନରୁ ଖୁସି ହୋଇଯାଅ ।

ତେବେ ନିସନ୍ଦେହ ଭାବରେ ସେ ବ୍ୟକ୍ତି ବି ଆପଣଙ୍କୁ ପ୍ରେମ କରୁଛନ୍ତି । 3- ଯଦି ଆପଣଙ୍କ ସ୍ଵପ୍ନରେ ସେ ବ୍ୟକ୍ତିର ହସୁଥିବା ମୁହଁ ଦେଖାଯାଇଥାଏ । ତେବେ ନିଶ୍ଚିତ  ସେ ବ୍ୟକ୍ତି ଆପଣ ବିଷୟରେ ଭାବୁଛନ୍ତି । ତେଣୁ ଆପଣ ଚିନ୍ତିତ ହୁଅ ନାହି ଅତି ଶିଘ୍ର ଆପଣ ଦୁଇହି ଙ୍କ ମିଳନ ହେବ । ଏହା ହେଉଛି ଆପଣମାନଙ୍କ ପାଇଁ ଶିବପାର୍ବତୀଙ୍କ ଆର୍ଶୀବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button