ରାଜ୍ୟ

୫ ପରଠାରୁ କମିବ ତାତି! – Ibnodisha

[ad_1]

ଭୁବନେଶ୍ୱର : ତାତିରୁ ତ୍ରାହି ଦେବ କାଳବୈଶାଖୀ। ମିଳିବ ଆଶ୍ୱସ୍ତି। ମେ ୫ ପରଠାରୁ ତାତି କମିବା ସମ୍ଭାବନା ରହିଛି। ଏନେଇ ଗୁରୁବାର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି। ୫ ପରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ହ୍ରାସ ପାଇପାରେ। ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା ସମ୍ଭାବନା ରହିଛି। ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button