ରାଜନୀତି

ବିଜେଡିର ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ: ବାଦ୍ ପଡ଼ିଲେ ୩୬ – Ibnodisha

[ad_1]

ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ପ୍ରକାଶ କରିଛି । ଏଥି ମଧ୍ୟରେ ଦଳ ଗତଥର ଭରସା କରିଥିବା ୧୪୭ ବିଧାୟକଙ୍କ ଭିତରୁ ୪ଜଣଙ୍କୁ ଦଳରୁ ବହିଷ୍କାର କରିଥିବା ବେଳେ ୩୬ଜଣଙ୍କ ଉପରେ ଦଳ ଭରଷା କରିପାରିନି । ୪୦ଜଣ ନୂଆ ପ୍ରାର୍ଥୀ ଦଳ ଦେଇଛି । ଏଥି ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ମନୋନୀତ କରିଛି ।
୧)ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି
୨)ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି
୩)ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି
୪)ଅମର ପ୍ରସାଦ ଶତପଥି-ବଡଚଣା
୫)ଅଙ୍ଗଦ କହଁର-ଫୁଲବାଣି
୬)ବିଜୟ ଶଙ୍କର ଦାସ-ତିର୍ତ୍ତୋଲ
୭)ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ
୮)କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା
୯)ପର୍ଶୁରାମ ଧଡା-ସୋର
୧୦)ପ୍ରତାପ ଜେନା-ମାହାଙ୍ଗା
୧୧)ପ୍ରେମାନନ୍ଦ ନାୟକ-ତେଲକୋଇ
୧୨)ରଘୁନାଥ ଦାସ-ବାଲିକୁଦ-ଏରସମା
୧୩)ରଜନିକାନ୍ତ ସିଂହ-ଅନୁଗୁଳ
୧୪)ସମ୍ବିତ ରାଉତରାୟ-ପାରାଦୀପ
୧୫)ସମୀର ରଞ୍ଜନ ଦାଶ-ନିମାପଡା
୧୬)ଶଶୀ ଭୂଷଣ ବେହେରା-କେନ୍ଦ୍ରାପଡା
୧୭)ସାବିତ୍ରୀ ଅଗ୍ରୱାଲ-ପାଟକୁରା
୧୮)ସୁନନ୍ଦା ଦାସ-ବରୀ
୧୯)ଅନନ୍ତ ଦାସ-ଭୋଗରାଇ
୨୦)ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା
୨୧)ଅରୁନ୍ଧତୀ ଦେବୀ-ଦେବଗଡ
୨୨) ଭୁପିନ୍ଦର ସିଂହ – ନର୍ଲା
୨୩) ଅଶୋକ ବଳ – କୋରେଇ
୨୪) ମୌସଧୀ ବାଗ୍‌- ଧର୍ମଗଡ଼
୨୫) ନତ୍ୟାନନ୍ଦ ସାହୁ – ବସ୍ତା
୨୬) ପ୍ରୀତମ ପାଢ଼ୀ – ପଟ୍ଟାଙ୍ଗୀ
୨୭) ପ୍ରକାଶ ଚନ୍ଦ ମାଝୀ – ଝରିଗାଁ
୨୮) ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା
୨୯) ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା
୩୦) ରାଜକିଶୋର ଦାସ – ମୋରଡ଼ା
୩୧) ରମେଶ ଚନ୍ଦ୍ର ସାଏ – ଆଠମଲିକ
୩୨) ସଦାଶିବ ପ୍ରଧାନୀ- ଦବରଙ୍ଗପୁର
୩୩) ସୁବତ୍ର ତରାଇ- ରଘୁନାଥପାଲୀ
୩୪) ମୀନାକ୍ଷୀ ମହାନ୍ତ – ଚମ୍ପୁଆ
୩୫) ପଦ୍ମୀନ ଦିଆନ – କୋଟପାଡ଼
୩୬) ଉଷା ଦେବୀ – ଚିକିଟି

ବିଜେଡି ଦଳରୁ ବହିଷ୍କୃତ ହେଇଥିବା ନେତା

୧)ପ୍ରଦାପ ପାଣିଗ୍ରାହୀ-ଗୋପାଳପୁର
୨)ପ୍ରଶାନ୍ତ ଜଗଦ୍ଦେବ-ଚିଲିକା
୩)ସୌମ୍ୟରଞ୍ଜନ ପଟ୍ଟନାୟକ-ଖଣ୍ଡପଡା
୪)ସୁଧାଂଶୁ ଶେଖର ପରିଡା-ରେମୁଣା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button