ରାଜ୍ୟ

ଦିନ ସାଢେ ୨ ସୁଦ୍ଧା ୪୨ ଛୁଇଁଲା ତାପମାତ୍ରା – Ibnodisha

[ad_1]

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛନ୍ତି ସମଗ୍ର ରାଜ୍ୟବାସୀ । ଅସହ୍ୟ ତାତି । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ୨ ସହର ତାପମାତ୍ରା । ୪୨.୬ ଡିଗ୍ରୀ ସହ ଝାରସୁଗୁଡା ସନର୍ବାଧିକ ଉତ୍ତପ୍ତ ସହର । ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ଡିଗ୍ରୀ । ରାଉଲକେଲା ୪୧.୮, ବାଲେଶେବର ଓ ଚାନ୍ଦବାଲି ୪୧.୨ ଡିଗ୍ରୀ ।

୪୦ ତଳକୁ ଖସିଲା ଭୁବନେଶ୍ୱର ତାପମାତ୍ରା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button