IBN ଓଡ଼ିଶା ବ୍ୟୁରୋ

ତୁଳସୀ ଗଛରେ ଚୁପଚାପ ବାନ୍ଧି ଦିଅନ୍ତୁ, ଏହି ଏକ ଚମତ୍କାରୀ ଜିନିଷ ! ଦୂର ହେବ ସବୁ ଆର୍ଥିକ ସମସ୍ଯା

ନମସ୍କାର ବନ୍ଧୁଗଣ , ଘରେ ଥିବା  ତୁଳସୀ  ଗଛ ରେ ଏହି ଗୋଟାଏ ଜିନିଷକୁ ବାନ୍ଧିଲେ ଘରେ ଧନ ର ବୃଦ୍ଧି ହୋଇଥାଏ । ତୁଳସୀ ଗଛ କୁ ପୂଜା କରିବା ଦ୍ଵାରା ଆମେ ପୂଣ୍ୟ ପ୍ରାପ୍ତ ହେଇଥାଉ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛରେ ,ମା ‘ ଲକ୍ଷ୍ମୀଙ୍କ ର ବାସ ରହିଥାଏ , ତେଣୁ ସବୁ ଦିନ ତୁଲସୀ ପୂଜା କରିବା ଦ୍ଵାରା ଘରେ ମା ‘ ଲକ୍ଷ୍ମୀଙ୍କ କୃପା ଆସିଥାଏ ଏବଂ ଘରେ ଧନ ର କୋଣସି ଅଭାବ ଦେଖାଯାଇନଥାଏ ।

ଯଦି ଆପଣ ଘରେ ଥିବା ତୁଳସୀ ଗଛରେ ଏହି ଜିନିଷ କୁ ବାନ୍ଧି ଦେଇଥାନ୍ତି । ତେବେ ଆପଣଙ୍କୁ ଦୁଇ ଗୁଣ ଆର୍ଶୀବାଦ ପାଇଥାନ୍ତି । ବିଷ୍ଣୁ ପୁରାଣରେ ତୁଳସୀ କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଇଅଛି , ତେଣୁ ମା ‘ ତୁଲସୀ ସମଗ୍ର ଜଗତର ଜନିନୀ ଅଟନ୍ତି । ତୁଲସୀ ଗଛର ର ପତ୍ର ଅମୃତ ତୁଲ୍ୟ ଅଟନ୍ତି । ଏହି ;ପତ୍ର କୁ ଖାଇବା ଦ୍ଵାରା ଆମ ରୋଗ ଦୂର ହୋଇଥାଏ । ତୁଳସୀଙ୍କୁ ପୂଜା କରିବା ଦ୍ଵାରା ମଣିଷର ପାପ ଦୂର ହୋଇଥାଏ ।

ଶାସ୍ତ୍ର ଅନୁସାରେ ଯେଉଁ ଘରମାନଙ୍କ ରେ ତୁଳସୀ ଗଛ ସର୍ବଦା ସବୁଜ ରହିଥାଏ । ସେ ଘରେ ସୁଖ , ସମବୃଦ୍ଧି  , ଖୁସି ସଦା ସର୍ବଦା ପାଇଁ ରହିଥାଏ । ଭଗବାନ ବିଷ୍ଣୁ ତୁଲସୀ ପତ୍ର ବିନା କୋଣସି ଭୋଗ ପ୍ରସାଦ ସ୍ଵୀକାର କରନ୍ତି ନାହିଁ । ତେଣୁ ତୁଳସୀ ଗଛକୁ ଓଡଣା ପିନ୍ଧେଇବା ନିହାତି ଆବଶ୍ୟକ ହୋଇଥାଏ । ଅନେକ ଲୋକମାନେ ଏହି ଭୁଲ କରିଥାନ୍ତି ଯେ ତୁଳସି ଗଛ ରେ ଓଡଣା ବାନ୍ଧିନଥାନ୍ତି ।

ମାତ୍ର ଆପଣ ଯଦି ତୁଳସୀ ଗଛରେ ସବୁଜ , ହଳଦିଆ ରଙ୍ଗ ର ଓଡଣା ବାନ୍ଧିବେ ତେବେ ଆପଣଙ୍କୁ ଘରେ ଧନ ବଢିଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପକ ସୁଦୂଢ ହୋଇଥାଏ । ମାତ୍ର ଲାଲ ରଙ୍ଗ ର ଓଡଣା ତୁଳସୀ ଙ୍କୁ ବାନ୍ଧିବେ ନାହିଁ , ଏହା ଆପଣଙ୍କ ଘର ପାଇଁ ଅଶୁଭ ହୋଇଥାଏ । ଏକାଦଶୀ ଦିନ ତୁଳସୀ ଗଛରେ ଓଡଣା ବାନ୍ଧିବା ଶୁଭ ହୋଇଥାଏ ଏବଂ ସେହି ଦିନ ହିଁ ଆପଣ ଓଡଣା କୁ ବଦଳାଇ ମଧ୍ୟ ପାରିବେ ।

କାରଣ ଏହି ଦିନ ଶୁଭ ହୋଇଥାଏ  ଏହା କରିବା ଦ୍ଵାରା ଆପଣ ଦୁଇ ଗୁଣ ଫଳ ପ୍ରାପ୍ତ କରିଥାନ୍ତି । ତୁଳସୀ ଗଛର ବିବାହ କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ସର୍ବଦା ରହିଥାଏ । କିନ୍ତୁ ଆମେ କିଛି ଏଭଳି ଜିନିଷ କୁ ତୁଳସୀ ଗଛ ପାଖ ରେ ରଖିଥାନ୍ତି ଯାହା ଫଳରେ ଆମକୁ ଆର୍ଶୀବାଦ ମିଳିନଥାଏ । ଯଥା ତୁଳସୀ ଗଛ ପାଖରେ କେଣେ ବି ଜୋତା ଚପଲ ରଖିବେ ନାହିଁ ।

ଏହା ଘର ପାଇଁ ଅଶୁଭ ହୋଇଥାଏ । ସଫା କରିଥିବା ଲୁଗା କୁ ତୁଳସୀ ଗଛର ପାଖ ରେ ଯେମିତି କପଡା ରୁ ବାହାରୁ ଥିବା ପାଣି ସେଥିରେ ପଢୁଥିବ ଏପରି ଶୁଖାଇବେ ନାହିଁ । ଏହା ଅଶୁଭ ହୋଇଥାଏ । ତୁଳସୀ ଗଛ ଥିବା ସ୍ଥାନ କୁ ସବୁ ବେଳେ ସଫା ସୁତୁରା ରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button