IBN ଓଡ଼ିଶା ବ୍ୟୁରୋ

ମହିଳା ମାନେ ଗୋଡରେ ଗୋଡ ମୁଦି କିପରି ପିନ୍ଧିବା ଉଚିତ ! କ’ ଣ କଲେ ସ୍ଵାମୀଙ୍କ ଜୀବନରେ ବିପଦ ଆସିଥାଏ ? Vastu tips

ବନ୍ଧୁଗଣ ଜଣେ ନାରୀ ବିବାହ ପରେ ଏକ ବିବାହିତା ମହିଳା ହୋଇଯାଇଥାଏ । ସେହି ବିବାହିତା ମହିଳାଙ୍କ ପାଇଁ ନିଜର ଷୋଳ ଶ୍ରୁଙ୍ଗାର କରିବା ବହୁତ ତାଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । କାରଣ ମହିଳାର ସଜବାଜ ତଥା ଶ୍ରୁଙ୍ଗାର ଜଣେ ମହିଳାର କେବଳ ସୁନ୍ଦରତାକୁ ବଢାଇ ନଥାଏ । ବଂର ମହିଳାର ଏହି ସମସ୍ତ କାର୍ଯ୍ୟ ତା’ ର ସ୍ଵାମୀ ତଥା ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ମହିଳା ମାନେ ପାଦର ଆଙ୍ଗୁଠିରେ ଲଗାଉଥିବା ଗୋଡ ମୁଦି ମହିଳାଙ୍କ ଜୀବନରେ କଣ ମହତ୍ଵ ରଖିଥାଏ ?

ସେହି ସମ୍ପର୍କରେ ଆଲୋଚନା କରିବା । ବିବାହିତା ମହିଳା ମାନେ ନିଜ ଗୋଡରେ ଗୋଡ ମୁଦି ପିନ୍ଧିବାକୁ ବହୁତ ଶୁଭ ମନା ଯାଇଥାଏ । କାରଣ ମହିଳା ଗୋଡ ମୁଦି ପିନ୍ଧିବା ଦ୍ଵାରା ତା’ ର ସ୍ଵାମୀ ଉପରକୁ ବିଶେଷ କିଛି ବଡ ସଙ୍କଟ ଆସିନଥାଏ । ହେଲେ ମହିଳା ମାନେ ଗୋଡ ମୁଦି ପିନ୍ଧିବା ସମୟରେ ବହୁତ କିଛି ଭୁଲ କରି ବସିଥାନ୍ତି । ଯାହା ସେହି ମହିଳାଙ୍କ ସ୍ଵାମୀ ତଥା ପରିବାର ଉପରେ ଏହାର କୁପ୍ରଭାବ ପଡିଥାଏ । କାରଣ ଗୋଡ ମୁଦି ପିନ୍ଧିବା ଠାରୁ ନେଇ ବାହାର କରିବା ପର୍ଯ୍ୟନ୍ତ କିଛି ସାବଧାନୀ ମାନି ଚଳିବା ଉଚିତ ।

1- ନୂଆ ଗୋଡ ମୁଦି ପିନ୍ଧିବା ସମୟରେ ପ୍ରଥମେ ପୁରୁଣା ଗୋଡ ମୁଦିକୁ ବାହାର କରିବେ ନାହିଁ । ପ୍ରଥମେ ନୂଆ ମୁଦି ଏକ ଆଙ୍ଗୁଠିରେ ପିନ୍ଧିବା ପରେ ଯାଇ ପୁରୁଣା ମୁଦିକୁ ଆଙ୍ଗୁଠିରୁ କାଢିବେ । କାରଣ ଅଳ୍ପ ସମୟ ପାଇଁ ମଧ୍ୟ ନିଜ ପାଦ ଠାରୁ ମହିଳା ମାନେ ନିଜର ଗୋଡ ମୁଦି ଅଲଗା କରିବା ଅନୁଚିତ ବୋଲି ଶାସ୍ତ୍ରରେ ରହିଛି ।

2- ନିଜର ପିନ୍ଧା ଗୋଡ ମୁଦି ଅନ୍ୟକୁ ପିନ୍ଧିବା ପାଇଁ ଦେବା ଅନୁଚିତ । ଏହା ଶାସ୍ତ୍ର ଦ୍ରୁଷ୍ଟିରୁ ବର୍ଜିତ ଅଟେ । 3- ଚାନ୍ଦି ଚନ୍ଦ୍ରମାର ପ୍ରତୀକ ହୋଇଥାଏ । ତେଣୁ ପାଦରେ ଚାନ୍ଦିର ଗୋଡ ମୁଦି ପିନ୍ଧିବାକୁ ବହୁତ ଶୁଭ ମନା ଯାଇଥାଏ । 4- ଗୋଡ ମୁଦି ପିନ୍ଧିବା ଦ୍ଵାରା ମହିଳାର ମାନସିକ ସ୍ଥିତି ମଧ୍ୟ ଭଲ ରହିଥାଏ । ଏଥିସହ ସେମାନଙ୍କର ମାସିକ ଧର୍ମର ଚକ୍ର ଠିକ ଭାବେ ହୋଇଥାଏ ।

ଯେତେବେଳେ ସେହି ମହିଳା ଗର୍ଭବତୀ ରହିଥାଏ । ସେତେବେଳେ ପାଦରେ ଗୋଡ ମୁଦି ପିନ୍ଧିବା ଦ୍ଵାରା ପେଟରେ ବଢୁଥିବା ପିଲାକୁ କୌଣସି ପୀଡା ସହିବାକୁ ପଡିନଥାଏ । 5- ବୀନା କୌଣସି କାରଣରୁ ଯଦି ଗୋଡ ମୁଦି ଭାଙ୍ଗି ଯାଇଥାଏ । ତେବେ ତାହାକୁ ଅଶୁଭ ବୋଲି ମନା ଯାଇଥାଏ । ତେଣୁ ଏହି ସବୁ କ୍ଷେତ୍ର ଉପରେ ଧ୍ୟାନ ରଖିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button