IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜୀବନରେ ଧନୀ ହେବା ପାଇଁ ଏହି ୮ ଗୁରୁତ୍ଵପୂର୍ଣ୍ଣ କଥାକୁ ଜାଣି ରଖନ୍ତୁ, ଧନବାନ ହେବାରୁ କେହି ଆପଣଙ୍କୁ ଅଟକାଇ ପାରିବେ ନାହିଁ

ନମସ୍କାର ବନ୍ଧୁଗଣ , ଘରେ ଧନ ର ଆଗମନ ତେବେ ହୋଇଥାଏ ଯେବେ ଏହି ଆଠ ଟି ବିଷୟ କୁ ଘର ର ସମସ୍ତେ ସ୍ତ୍ରୀ , ପୁରୁଷ ଅନ୍ୟନ ସଦସ୍ୟ ମନେ ରଖିଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମ ରେ କିଛି ଅମୂଲ୍ୟ ଜ୍ଞାନ ଦେବାକୁ ଚେଷ୍ଟା କରୁଛି । ଥରେ ଗୋଟାଏ   ଗା ରେ  ଗରିବ  ସ୍ଵାମୀ ଏବଂ ସ୍ତ୍ରୀ ରହିଥିଲେ ସ୍ଵାମୀ କାମକୁ ନେଇ ବାହାରକୁ ଯାଇଥିବା ସମୟରେ ତିନି ସାଧୁ ବ୍ୟକ୍ତି ସେହି ସ୍ତ୍ରୀଙ୍କ ଘର କୁ ଆସିଥିଲେ ।

ସ୍ତ୍ରୀ ଟିଏ ସେହି ତିନି ଜଣ ସାଧୁଙ୍କୁ ଘର କୁ ଆସିବା ପାଇଁ ନିମନ୍ତ୍ରଣ କରିଲେ ମାତ୍ର ତିନି ଜଣ ସାଧୁ ବ୍ୟକ୍ତି କହିଲେ ଆମେ ହେଉଛି ଧନ , ସମବୃଦ୍ଧି ଏବଂ ପ୍ରେମ । ପ୍ରଥମେ ଆପଣ ଏହି ତିନୋଟି ମଧ୍ୟ ରୁ ଜଣକୁ ବାଛନ୍ତୁ । ତେବେ ହିଁ ଆମେ ଆପଣଙ୍କ ଘର କୁ ଆସିବା ମହିଳା ଯାଇ ତାହାର ସ୍ଵାମୀକୁ ପଚାରିଲା ସ୍ଵାମୀ କହିଲେ ତମେ ଯାଇକି ଧନ କୁ ଘର କୁ ଆମନ୍ତ୍ରଣ କର । କାରଣ ମଣିଷ ଧନ ବିନା ବଞ୍ଚିବା ଅସାଧ୍ୟ ଅଟେ ।

ମାତ୍ର ସ୍ତ୍ରୀ ସ୍ଵାମୀଙ୍କ କଥା ରେ ରାଜି ନ ହୋଇ କହିଲା , ଯଦି ଆମେ ବିନା ପରିଶ୍ରମ ରେ ଧନ ପ୍ରାପ୍ତ କରିଥାଉ ତାହା କେଉଁ ନା କେଉଁ ବାଟେ ବାହାର କୁ ପଳେଈ ଥାଏ । ମାତ୍ର ଆମେ ଯଦି ସମବୃଦ୍ଧି କୁ ଡାକିବା ତେବେ ତାହା ସର୍ବଦା ରହିଥାଏ । ଏହି ବିଷୟ କୁ ନେଇ ଦୁଇ ଜଣକ ମଧ୍ୟରେ କଳହ ସୃଷ୍ଟି ହେଲା । ଏହା ପରେ ସ୍ତ୍ରୀ ଟି ଯାଇ ସାଧୁକୁ କହିଲା ଆମେ ଦୁଇ ଜଣକୁ ବାଛିଛୁ ଏହି କଥା ଶୁଣି ତିନି ଜଣ ସାଧୁ ଭିତର କୁ ନ ଆସି ପଳେଇବାକୁ ଲାଗିଲେ କାରଣ ପ୍ରେମ ବିନା ଧନ ଓ ସମବୃଦ୍ଧି ରହିନଥାନ୍ତି ,।

ପ୍ରଥମେ ପ୍ରେମ ରହିଲେ ସବୁ କିଛି ପାଇଥାଉ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଥିଲେ ଉଭୟ ପ୍ରେମ ଙ୍କୁ ବାଛିଥାନ୍ତି । ଆସନ୍ତୁ ଜାଣିବା ସେହି ଆଠ ଟି ବିଷୟ ଯାହାକୁ ଆମେ ରଖିବା ଉଚିତ୍ । 1- ଘରେ କେଣେ ମଦ୍ୟପାନ କରନ୍ତୁ ନାହିଁ । କାରଣ ଧନ ସର୍ବଦା ପବିତ୍ର ସ୍ଥାନରେ ରହିବାକୁ ଇଛା କରିଥାଏ । 2- ଯେଉଁ ଘରେ ସ୍ତ୍ରୀଲୋକମାନଙ୍କୁ ମାରପିଟ କରାଯାଇଥାଏ ସେ ଘରେ ମା’ ଲକ୍ଷ୍ମୀ ଆସନ୍ତି ନାହିଁ ।

3 – ଯେଉଁ ଘରେ ସ୍ତ୍ରୀଙ୍କ ସହିତ ଖରାପ ଭାଷାରେ କଥା କଉହାଯାଏ ସେ ଘରେ ଧନ ଆସିନଥାଏ । 4- କେବେ ବି ଘର ଆସିଥିବା ଅତିଥିଙ୍କ ସହିତ ଖରାପ ବ୍ୟବହାର କରିବା କଥା ନୁହେ । 5 – ଯେଉଁ ଘର ସବୁ ବେଳେ ଅପରିଷ୍କାର ରହିଥାଏ ସେ ଘରେ ମା ‘ ଲକ୍ଷ୍ମୀ ଆସନ୍ତି ନାହିଁ ।

6 – ଯେଉଁ ଘରେ ଝାଡୁ ରେ ପାଦ ଦିଆଯାଏ ସେ ଘରେ ଧନ ଆସେ ନାହିଁ । 7- ଯେଉଁ ଘରେ ସ୍ତ୍ରୀ ଏବଂ ସ୍ଵାମୀ ମଧ୍ୟରେ ଏକତା ନଥାଏ ସେ ଘରେ ଧନ ଆସେ ନାହିଁ । 8 – ସ୍ଵାମୀ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରେମ ରହିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button