ଭୁଲରେ ବି ଘରେ ଲଗାନ୍ତୁ ନାହିଁ ମା ଲକ୍ଷ୍ମୀ ଙ୍କ ଏହି, ଫଟୋ ହୋଇଯିବେ ବର୍ବାଦ

କେବେ ବି ଆପଣ ମାନେ ନିଜର ଘରେ ଏହି ପରି ଫୋଟ କୁ ଲଗାନ୍ତୁନି, ମାନେ ମାତା ଲକ୍ଷ୍ମୀ ଙ୍କ ଏହି ପରି ଫୋଟ କୁ କେବେ ବି ନିଜର ଘରେ ଲଗାନ୍ତୁ ନାହିଁ । ନଚେତ ଆପଣ ମାନେ ବହୁତ ଶିଘ୍ର ବର୍ବାଦ୍ ହୋଇ ଯିବେ । ବହୁତ ଲୋକ ମାନେ ଏମିତି ଦୁନିଆଁରେ ରହି ଥାନ୍ତି । ଯେଉଁ ମାନେ ବହୁତ କଷ୍ଟ କରି ମଧ୍ୟ ସେମାନଙ୍କର ଆର୍ଥିକ ସ୍ଥିତି କେବେ ବି ସୁଧୁରି ପାରେ ନାହିଁ । କାରଣ ସେମାନଙ୍କ ଉପରେ କେବେ ବି ମାଆ ଲକ୍ଷ୍ମୀ ଙ୍କ ଆଶିଷ ରହେ ନାହିଁ ।
ତେବେ ଏହା ବିଭିନ୍ନ କାରଣ ପାଇଁ ବି ହୋଇ ପାରେ । ମାଆ ଲକ୍ଷ୍ମୀ ଙ୍କର ଆପଣ ମାନେ ବହୁତ ରୂପ ଦେଖି ଥିବେ ତେବେ ବହୁତ ଲୋକ ମାନେ ମାଆ ଲକ୍ଷ୍ମୀ ଙ୍କର ଘରେ ବହୁତ ପ୍ରକାର ରୁପ ର ଫୋଟ ରଖି ଥାନ୍ତି ତେବେ ସେହି ପରି ବେଳେ ଆପଣ ମାନେ ଯଦି ନିଜ ଘରେ ଏହି ପରି ଫୋଟ କୁ ବି ନିଜର ଘରେ ରଖିଛନ୍ତି ତେବେ ଆପଣ ମାନଙ୍କର ଜିବନ ଦୁଖଃରେ କଟି ପାରେ । ତେବେ ଆସନ୍ତୁ ଜାଣି ନେବା ।

ପ୍ରଥମେ । କେବେ ବି ଆପଣ ମାନେ ପେଚା ସହିତ ମାତା ଲକ୍ଷ୍ମୀ ଙ୍କର ଫୋଟ କୁ ଘରେ ଲଗାନ୍ତୁ ନାହିଁ । କାରଣ ଯେଉଁ ମାନେ ଭୁଲ ଉପାୟ ରେ ଧନ ଉପାର୍ଜନ କରନ୍ତି ସେମାନଙ୍କ ଘର କୁ ମାଆ ଲକ୍ଷ୍ମୀ ପେଚା ସହିତ ଆସନ୍ତି । ଦୁଇ ରେ ।

ଆପଣ ମାନେ କେବେ ବି ମାଆ ଲକ୍ଷ୍ମୀ ଙ୍କ ଗରୁଡ ଉପରେ ବସି ଥିବାର ଫୋଟ କୁ ଘରେ ରଖନ୍ତୁ ନାହିଁ । ଏହା ଆପଣ ମାନଙ୍କ ଆର୍ଥିକ ସ୍ଥିତି କୁ ବିଗାଡି ଥାଏ । ହେଲେ ବିଷ୍ଣ ଙ୍କର ଏହି ଫୋଟ କୁ ଲଗାଇଲେ ଆପଣ ମାନଙ୍କ ଆର୍ଥିକ ସ୍ଥିତି ସୁଧୁରି ଯିବ ।

ସେହି ପରି ବେଳେ ଆପଣ ମାନେ ଅଧିକ ପରିମାଣ ରେ ଧନ ଆୟ କରିବା ପାଇଁ ଚାହୁଁ ଥିଲେ ତେବେ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ସେହି ଫୋଟ କୁ ଘରେ ରଖନ୍ତୁ ଯେଉଁ ଫୋଟ ରେ ସେ ବିଷ୍ଣ ଙ୍କ ସେବା କରୁ ଥିବେ । ତେବେ ଆପଣ ମାନଙ୍କ ଘରକୁ ଧନ ଆସିବ । ଏବଂ ଏହା ବ୍ୟତିତ ଆପଣ ମାନେ କୁବେର ଏବଂ ମାଆ ଲକ୍ଷ୍ମୀ ଙ୍କ ଫୋଟ କୁ ବି ଘରେ ଏକା ସହିତ ରଖି ପାରିବେ । ଆପଣ ମାନଙ୍କ ସ୍ଥିତି ଭଲ ରହିବ ।





