IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁରୁଷ ମାନେ ପ୍ରତିଦିନ ଏବଂ ମହିଳା ମାନେ ବର୍ଷରେ କେବଳ ଥରେ ପିନ୍ଧିଥାନ୍ତି । ତାହା କଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ କିଛି ଏପରି ପ୍ରଶ୍ନୋତ୍ତର ଯାହା ଆପଣ ଙ୍କର ମସ୍ତିସ୍କର ବୁଦ୍ଧି କୁ ବିକାଶ କରିବା ସହ ଆପଣ ଙ୍କର ମନୋରଞ୍ଜନ ମଧ୍ୟ କରିଥାଏ । ତାହାଛଡା ବିଶେଷ ଭାବରେ ଏହା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ଲାଭଦାୟୀ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଆରମ୍ଭ କରିବା,

ପ୍ରଶ୍ନ ୧ : “NASA” ର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର : ୱାଶିଂଟନ ରେ “NASA” ର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।

ପ୍ରଶ୍ନ ୨ : ଭାରତର ବୃହତ୍ତମ ପ୍ଲାନେଟରିୟମ କେଉଁଟି ?

ଉତ୍ତର : କଲିକତା ର ବିର୍ଲା ପ୍ଲାନେଟରିୟମ ଭାରତର ବୃହତ୍ତମ ପ୍ଲାନେଟରିୟମ ଅଟେ ।

ପ୍ରଶ୍ନ ୩ : ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ କେଉଁଟି ?

ଉତ୍ତର : ମହାରାଷ୍ଟ୍ର ର ତାରପୁର ରେ ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ ଅବସ୍ଥିତ ।

ପ୍ରଶ୍ନ ୪ : ଲୀଳାବତୀ ପୁସ୍ତକ ନିମ୍ନଲିଖିତ ମଧ୍ୟରୁ କେଉଁ ବିଷୟ ସହିତ ସମ୍ବନ୍ଧିତ ?

ଉତ୍ତର : A. ଅର୍ଥଶାସ୍ତ୍ର, B. ଗଣିତ , C. ପ୍ରାଣୀ ବିଜ୍ଞାନ, D. ବନସ୍ପତି ଶାସ୍ତ୍ର  ।

ପ୍ରଶ୍ନ ୫ : କ୍ରିକେଟ ଖେଳରେ ଭୂମି ଠାରୁ ସ୍ଟମ୍ପସର ଉଚ୍ଚତା କେତେ ?

ଉତ୍ତର : କ୍ରିକେଟ ଖେଳରେ ଭୂମି ଠାରୁ ସ୍ଟମ୍ପସର ଉଚ୍ଚତା ୨୮ ଇଞ୍ଚ ର ଥାଏ ।

ପ୍ରଶ୍ନ ୬ : ଫୁଟବଲ ଖେଳରେ ଗୋଲପୋଷ୍ଟର ଦୁଇ ଖୁଣ୍ଟ ମଧ୍ୟରେ ଦୂରତା କେତେ ?

ଉତ୍ତର : ଫୁଟବଲ ଖେଳରେ ୭.୩୨ ମିଟର ର ଦୂରତା ଗୋଲପୋଷ୍ଟର ଦୁଇ ଖୁଣ୍ଟ ମଧ୍ୟରେ ରହିଥାଏ ।

ପ୍ରଶ୍ନ ୭ : ବିଶ୍ଵର ଦ୍ଵିତୀୟ ଏବଂ ଭାରତର ପ୍ରଥମ ଟେଷ୍ଟଟ୍ଯୂବ ବେବି “ଦୂର୍ଗା” ର ସ୍ରଷ୍ଟା କିଏ ?

ଉତ୍ତର : ସୁଭାଷ ମୁଖୋପାଧ୍ୟାୟ ବିଶ୍ଵର ଦ୍ଵିତୀୟ ଏବଂ ଭାରତର ପ୍ରଥମ ଟେଷ୍ଟଟ୍ଯୂବ ବେବି “ଦୂର୍ଗା” ର ସ୍ରଷ୍ଟା ଅଟନ୍ତି ।

ପ୍ରଶ୍ନ ୮ : କିଏ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ରୂପେ ପରିଚିତ ?

ଉତ୍ତର : ଆଲାନ ଆକ୍ଟିଭିଆନ ହ୍ୟୁମ  ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ରୂପେ ପରିଚିତ ।

ପ୍ରଶ୍ନ ୯ : ୧୭୮୦ ମସିହା ରେ କିଏ ଭାରତର ପ୍ରଥମ ଇଂରାଜୀ ଖବରକାଗଜ “ବେଙ୍ଗଲ ଗାଜେର୍ଟ” ପ୍ରକାଶିତ କରିଥିଲେ ?

ଉତ୍ତର : ୧୭୮୦ ମସିହା ରେ ଜେମସ ଅଗଷ୍ଟସହିକି ଭାରତର ପ୍ରଥମ ଇଂରାଜୀ ଖବରକାଗଜ “ବେଙ୍ଗଲ ଗାଜେର୍ଟ” ପ୍ରକାଶିତ କରିଥିଲେ ।

ପ୍ରଶ୍ନ ୧୦ : ରାଜସ୍ଥାନର କେଉଁ ସହରକୁ ଭାରତ ର ହ୍ଵାଇଟ ସିଟି (White City of India) କୁହାଯାଏ ?

ଉତ୍ତର : ରାଜସ୍ଥାନ ର ଉଦୟପୁର ଭାରତ ର ହ୍ଵାଇଟ ସିଟି କୁହାଯାଏ ।

ପ୍ରଶ୍ନ ୧୧ : ପୁରୁଷ ମାନେ ପ୍ରତିଦିନ ଏବଂ ମହିଳା ମାନେ ବର୍ଷରେ କେବଳ ଥରେ ପିନ୍ଧିଥାନ୍ତି । ତାହା କଣ ?

ଉତ୍ତର : ତାହା ଅଟେ ପଇତା ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button