IBN ଓଡ଼ିଶା ବ୍ୟୁରୋ

ମୋଟାପଣ, ଦାନ୍ତବିନ୍ଧା, ଚର୍ମ ରୋଗ, ହାତଗୋଡ ବିନ୍ଧା ସହ 100 ପ୍ରକାର ରୋଗକୁ ଠିକ୍ କରେ ଏହି ପତ୍ର

ବନ୍ଧୁଗଣ ବନସ୍ପତି ଆମ ମନୁଷ୍ୟ ଜାତି ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଆମ ଦେଶ ଭାରତ ର ସ୍ଥାନ ସ୍ଥାନ ରେ ଅନେକ ପ୍ରକାରର ଗଛ ରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ରିସର୍ଚ ରୁ ଜାଣିବାକୁ ମିଳିଛି କି ଆମ ଦେଶ ଭାରତ ରେ ଯେତେ ପ୍ରକାର ଗଛ ମାନ ରହିଅଛି ସେ ତୁଳନା ରେ ଆଉ ଏପରି କୌଣସି ଦେଶ ମଧ୍ୟ ନାହିଁ । ଏହା କାରଣ ରୁ ଆମ ଦେଶ ଭାରତ କୁ ଚେର ମୂଳି ର ସଂଗ୍ରାଳୟ ବୋଲି ମଧ୍ୟ କୁହାଯାଇଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଗଛ ସମ୍ବନ୍ଧ ରେ ନେଇ କରି ଆସିଛୁ, ତାହା ଆପଣ ସମସ୍ତେ ନିଶ୍ଚୟ ନିଜ ଘରର ଆଖ ପାଖ ରେ ଦେଖିଥିବେ । ମାତ୍ରା ଆପଣ ତାହାର ଔଷଧୀୟ ଗୁଣ ସମ୍ବନ୍ଧ ରେ ଅନଭିଜ୍ଞ ହୋଇ ଥିବେ । ତାହା ହେଉଛି ବରକୋଳି ଗଛ ।

ବନ୍ଧୁଗଣ ବରକୋଳି ପତ୍ର ମଧ୍ୟ ରେ ଆଣ୍ଟି ଇନଫ୍ଲାମେଟୋରି ଓ ଆଣ୍ଟି ବୟୋଟିକ ଗୁଣ ଭାର ପୁର ମାତ୍ରା ରେ ମିଳିଥାଏ । ଯାହାକି ଘା’ କୁ ଖୁବ ଶୀଘ୍ର ଭଲ କରି ଦେଇଥାଏ । ବହୁ ଦିନ ରୁ ନ ସୁଖୁଥିବା ଘା’ ରେ ବରକୋଲୋ ପତ୍ର କୁ ବାଟି ଲଗାଇବା ଦ୍ଵାରା ଘା ଶୀଘ୍ର ସୁଖୀ ଭଲ ଓ ଯାଇଥାଏ ।

ବରକୋଳି ପତ୍ର କୁ ବାଟି ତାର ରସ କୁ ଆଖିରେ ଆଲୁଅ ହୋଇଥବା ସ୍ଥାନ ରେ ଲଗାଇବା ଦ୍ଵାରା ତାହା ମଧ୍ୟ ଖୁବ ଶୀଘ୍ର ଭଲ ହୋଇ ଯାଇଥାଏ । ପରିସ୍ରା ରେ ଜ୍ଵଳା ପୋଡା ଅନୁଭବ ହେଉଥିଲେ କିଛି ବରକୋଳି ପତ୍ର କୁ ବାଟି ତାହାର ରସ କାଢି ଏକ ଗ୍ଳାସ ଉଷୁମ ପାଣିରେ ୧ ରୁ ୨ ଚାମଚ ସେହି ରସ ରୁ ମିଶାଇ ତାହର ସେବନ କରିବା ଦ୍ଵାରା ସେହି ସମସ୍ଯା ଦୂର ହୋଇ ଯାଇଥାଏ ।

ଅଧିକ ସମୟ ଧରି ବସି ରହିବା ଫଳରେ ହାତ ଗୋଡ ରେ ଯେଉଁ ଜ୍ଵଳା ପୋଡା ଅନୁଭବ ହୋଇଥାଏ ସେହି ସ୍ଥାନ ରେ ଯଦି ବରକୋଳି ପତ୍ର ର ରସ କୁ ନେଇ ଲାଗି ମାଲିସ କରାଯାଏ, ତେବେ ସେହି ଜ୍ଵଳା ପୋଡା କଷ୍ଟ ରୁ ଆରମ ମିଳିଥାଏ । ବାରମୂଳି ସମସ୍ଯା ଯେଉଁ ମାନଙ୍କର ରହିଛି, ସେମାନେ ଯଦି ବରକୋଳି ପତ୍ର କୁ ବାଟି ସେହି ସ୍ଥାନରେ ଲଗାନ୍ତି, ତେବେ ଆପଣ ଙ୍କର ବାରମୂଳି ଭଲ ହୋଇଯିବ ।

ଦାନ୍ତ ବିନ୍ଧା ତଥା ମାଢି ଯନ୍ତ୍ରଣା ଭଳି ସମସ୍ଯା ଥିଲେ, ଏକ ଗ୍ଳାସ ପାଣି ରେ ୧୨ ରୁ ୧୫ ଟି ବରକୋଳି ପତ୍ର, ସାମାନ୍ଯ କିଛି ଲୁଣ ଓ ଅଳ୍ପ କିଛି ଗୋଲମରୀଚ ଗୁଣ୍ଡ କୁ ଦେଇ ତାହାକୁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । କିଛି ସମୟ ପରେ ତାହାକୁ ଛାଣି ଦେଇ ସେହି ପାଣି ରେ କିଛି ସମୟ ପାଇଁ କୁଳି କରନ୍ତୁ । ଓଜନ କମ କରିବାକୁ ଚାହୁଁଥିଲେ ୧୦ ରୁ ୧୫ ଟି ବରକୋଳି ପତ୍ର କୁ ନେଇ ଦର ଛେଚା କରି ହେମଦସ୍ତା ସାହାର୍ଯ୍ୟ ରେ ଛେଚି ନିଅନ୍ତୁ । ବର୍ତ୍ତମାନ ଏକ ଗ୍ଳାସ ପାଣିରେ ଏହି ପତ୍ର ଛେଚା କୁ ପକାଇ ରାତି ସାରା ଛାଡି ଦିଅନ୍ତୁ ।

ସକାଳେ ଏହି ପଣି ଛାଣି କରି ଖାଲି ପେଟ ରେ ୨୧ ଦିନ ନିୟମିତ ସେବନ କରନ୍ତୁ । ଏପରି କରିବା ଦ୍ଵାରା ଆପଣ ଦେଖି ପାରିବେ କି ଆପଣ ଙ୍କର କୋଲୋଷ୍ଟ୍ରୋଲ ଅନେକ କମି ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button