IBN ଓଡ଼ିଶା ବ୍ୟୁରୋ

ମାତ୍ର 3 ଥର ପିଅନ୍ତୁ, 60 ବର୍ଷରେ ବି 25 ର ଜୋସ ଭରିଦେବ, ହାର୍ଟଟାକ, ଶିର ବ୍ଲକେଜ, କୋଲେଷ୍ଟ୍ରୋଲ ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ ତେବେ ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ଏବଂ ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ ।

ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।

ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି ।

ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ । ତେବେ ଏହା ଯୋଗୁଁ କିଛି ବଡ଼ ବଡ଼ ଘଟଣା ଯେପରି ହାର୍ଟ ଅସୁବିଧା ମଧ୍ୟ ହୋଇ ପାରେ । ତେବେ ଆସନ୍ତୁ ଏହାର ଏକ ଉପାୟ ଜାଣିନେବା । ତେବେ ପ୍ରଥମ ରେ ତ ଆପଣ ଏକ ସେଓ ନେଇ ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାକୁ ଛୋଟ ଛୋଟ କରି କାଟି ଦେଇ ଗ୍ରାଇଣ୍ଡିଙ୍ଗ ଜାର ରେ ରଖନ୍ତୁ ।

ତେବେ ଏହା ପରେ ଏଥିରେ ଏକ ଚାମଚ ଅଲିଭ ତେଲ ପକାନ୍ତୁ ଏବଂ ପରେ ଏଥିରେ ଅଳ୍ପ ଗୋଲ ମରିଚ ଗୁଣ୍ଡ ପକାନ୍ତୁ । ତେବେ ପରେ ଦୁଇଟି ଶୁଖିଲା ଲଙ୍କା ଏବଂ ଗୋଟିଏ ପାଖୁଡା ରସୁଣ ଏବଂ ଲେମ୍ବୁ ରସ ମିଶାନ୍ତୁ ଧ୍ୟାନ ଦେବେ ଯେପରି ମଞ୍ଜି ନ ଯିବ ଭାରି ଏହା ପରେ ସେଥିରେ ହଳଦୀ ଖଣ୍ଡ ମିଶାଇ ଅଧ ଗିଲାସ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତେବେ ଏହାକୁ କାଢି ନିଅନ୍ତୁ ଏବଂ ଖାଇବା ପୂର୍ବରୁ ସକାଳେ ଏହାର ସେବନ କରନ୍ତୁ ଏବଂ ନିଜେ ରେଜଲ୍ଟ ଦେଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button