IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶନିବାର ଦିନ, ଘରେ ଚୁପଚାପ୍ ରଖନ୍ତୁ 2ଟି ଲବଙ୍ଗ, ଧନ ମାଡ଼ି ଆସିବ, କରଜରୁ ପାଇବେ ମୁକ୍ତି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଲବଙ୍ଗ ର ସରଳ ଓ ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ଉପାୟକୁ ଯଦି ଆପଣ ଶନିବାର ଦିନ କରନ୍ତି ତେବେ ମାନିକି ଚଲାନ୍ତୁ ଜୀବନରେ ଖୁସିର ଆଗମନ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ରରେ ଲବଙ୍ଗ କୁ ଉତ୍ତମ ମାନାଯାଏ । କୁହାଯାଏ ଲବଙ୍ଗର ଉପାୟର ସଠିକ ଦିନରେ କରାଯାଏ ତେବେ କାର୍ଯ୍ୟ ସଫଳ ହୋଇଥାଏ । ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ ।

ଲବଙ୍ଗର ଏହି ଉପାୟ ବ୍ଯକ୍ତିର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ ହୋଇଥାଏ । ଏହି ଉପାୟ ଦ୍ଵାରା ଜୀବନରୁ ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । ୧- ଆଜିର ସମୟରେ କାହାର ନା କାହାର ଶତ୍ରୁ ନିଶ୍ଚୟ ଥିବେ । ଆଉ ଶତ୍ରୁ ସବୁବେଳେ କ୍ଷତି କରିଥାନ୍ତି । ଶତ୍ରୁ ଙ୍କୁ ହରାଇବା ପାଇଁ ୫ଟି ଶନିବାର ଶନିଙ୍କ ମନ୍ଦିରକୁ ଯାଆନ୍ତୁ । ଏହାପରେ ସେଠାରେ ସୋରିଷ ତେଲର ଦୀପ ଜଳାଇ ସେଥିରେ ଗୋଟେ ଲବଙ୍ଗ ପକାଇ ଦିଅନ୍ତୁ । ତେବେ ମାନି ନିଅନ୍ତୁ ଶନିଦେବଙ୍କ କୃପା ହେବାରୁ ଆପଣଙ୍କ ଶତ୍ରୁଙ୍କର ବିନାଶ ହେବ ।

୨- ଯଦି ଆପଣଙ୍କ ଘରେ ନେଗେଟିଭ ଶକ୍ତିର ପ୍ରଭାବ ରହିଛି ଓ ଘରର ଉନ୍ନତି ହୋଇପାରୁ ନାହିଁ ତେବେ ଏଥିରୁ ମୁକ୍ତି ପାଇବାକୁ ଶନିବାର ଦିନ ସନ୍ଧ୍ୟା ସମୟରେ ପିତଳ ର ପାତ୍ର ନିଅନ୍ତୁ । କିନ୍ତୁ ଲୁହାର ପାତ୍ର ନେବେ ନାହିଁ । ୧୧ଟି ଲବଙ୍ଗ, ୫ଟି କର୍ପୁର, ୨ଟି ଗୁଜୁରାତିକୁ ଜଳେଇ ଦିଅନ୍ତୁ । ତାର ଧୂଆଁକୁ ଘରେ ସବୁଆଡେ ବୁଲାଇ ଆଣନ୍ତୁ । ସଂପୂର୍ଣ୍ଣ ଜଳିବା ପରେ ଏହାର ପାଉଁଶକୁ ଡବାରେ ରଖନ୍ତୁ । ପ୍ରତିଦିନ ଏହାର ଅଳ୍ପ ପାଉଁଶ ନେଇ ଏକ ଲୋଟା ଜଳରେ ମିଶାଇ ଘରର ମୁଖଦ୍ଵାରରେ ଲଗାନ୍ତୁ । ଯଦି ଆପଣ ଏମିତି କରନ୍ତି ତେବେ ଘରେ ଯାହା ବି ନେଗେଟିଭ ଶକ୍ତିର ପ୍ରଭାବ ଥିବ ତାହା ତୁରନ୍ତ ଦୂର ହେବ ।

୩- ତୃତୀୟ ଉପାୟରେ ଆପଣଙ୍କୁ ସବୁ ପ୍ରକାରର କଷ୍ଟରୁ ମୁକ୍ତି ମିଳିଥାଏ । ରୋଗରେ ପୀଡିତ ଅଛନ୍ତି, ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କିଛି ଫଳ ମିଳୁ ନାହିଁ ତେବେ ଏହି ଉପାୟ ଟି ନିଶ୍ଚୟ କରନ୍ତୁ । ୫ଟି ଶନିବାର ଦିନ ଶିବ ମନ୍ଦିରକୁ ଯିବା ସହ ୫ ସପ୍ତାହ ଯାଏଁ ତାମସିକ ଭୋଜନ କରିବେ ନାହିଁ । ଏହି ପୂଜା କୁ ଯେଉଁ ବ୍ୟକ୍ତି କରିଥାଏ ସେ ସୁସ୍ଥ ହେବା ସହ ସବୁ ସମସ୍ଯା ଜୀବନରୁ ଦୂର ହୁଏ । ପ୍ରତେକ ସନିବାରକୁ ୨ଟି ଲବଙ୍ଗ ଏଇ କୌଣସି ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ଉତ୍ତର ଦିଗରେ ଛିଡା ହୋଇ ଅର୍ପଣ କରନ୍ତୁ । ଏହାପରେ ୧୦୦୮ ଥର ଓମ ନମହ ଶିବାୟ ମନ୍ତ୍ର ଜପ କରନ୍ତୁ । ଦେଖିବେ ମହାଦେବଙ୍କ କୃପା କାରଣରୁ ଆପଣ ରୋଗ ମୁକ୍ତ ହେବ ।

୪- ବୁଧବାର ଦିନ ଗଣେଶଙ୍କ ମନ୍ଦିରକୁ ଯାଇ ଘିଅର ଦୀପ ଜଳାନ୍ତୁ ଓ ନାଲି କପଡାରେ ୨୧ଟି ଲବଙ୍ଗ ରଖିକି ଭଗବାନ ଗଣେଶଙ୍କ ଡାହାଣ ଚରଣରେ ସ୍ପର୍ଶ କରାନ୍ତୁ । ଏହାକୁ ବ୍ୟାପାର କରୁଥିବା ଜାଗାରେ ରଖିଲେ ବ୍ୟପାରରେ ଉନ୍ନତି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button