IBN ଓଡ଼ିଶା ବ୍ୟୁରୋ

ସଚ୍ଚା ପ୍ରେମ ରେ ଏହି 2ଟି କଥା ନିଶ୍ଚୟ ମନେ ପଡିଥାଏ

ବନ୍ଧୁଗଣ ଯେବେ ଆପଣ କାହାକୁ ସଚ୍ଚା ମନରୁ ଭଲ ପାଇଥାନ୍ତି, କାହାକୁ ନିଜ ଜୀବନ ଠାରୁ ଅଧିକ ଚାହିଁଥାନ୍ତି ତେବେ ତାଙ୍କୁ ପାଇବାକୁ ଆପଣ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣ ଘର, ପରିବାର ସମସ୍ଯା କୁ ବୁଝାଇବାକୁ ବ୍ଚେଷ୍ଟା ରିଥାନ୍ତି । ଯଦି ସେମାନେ ନ ମାନିଥାନ୍ତି ତେବେ ଆପଣ ତାଙ୍କ ବିରୁଦ୍ଧରେ ଛିଡା ହୋଇଥାନ୍ତି । ଏସବୁ ଆପଣ ନିଜ ପ୍ରେମକୁ ପାଇବାକୁ କରିଥାନ୍ତି ।

ଯେବେ ପ୍ରେମ ହୋଇଯାଏ ସେତେବେଳେ କିଛି ଦେଖାଯାଏ ନାହିଁ କି ଶୁଣାଯାଏ ନାହିଁ । ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ପ୍ରେମ ଠାରୁ ଅଲଗା ହୋଇଗଲେ ନିଜ ସାଥୀଙ୍କୁ ମନେ ପକାଇ ଜୀବନ ଦେଇ ଦେଇଥାନ୍ତି । କାରଣ ସ୍ମୃତି କେବେ ଭୁଲି ହୁଏ ନାହିଁ । ଯେବେ ଆମେ କାହାକୁ ଭୁଲିବାକୁ ଚେଷ୍ଟା କରିଥାଉ ତେବେ ଆଖି ରୁ ଲୁହ ଆସିଥାଏ ।

ସେତେବେଳେ ଦୁନିଆ ସାରା ର ଜିନିଷ ଆପଣଙ୍କୁ ତାର ସ୍ମୃତି ମନେ ପକାଇବାରେ ଲାଗିଯାଏ । ଯେବେ ଆପଣ କାହାକୁ ସଚ୍ଚା ମନରୁ ଭଲ ପାଇଥାନ୍ତି ତେବେ ତାଙ୍କୁ ଆଖି ରୁ ଦୂରେଇ ଦେଇ ପାରିବେ । କିନ୍ତୁ ମନରୁ ଦୂରେଇ ହେବ ନାହିଁ । ତେଣୁ ଯେବେ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ମଣିଷ ଟି ମନେ ପକାଇବ ସେହି ସମୟରେ ଆପଣଙ୍କୁ ଏହି 2ଟି ଜିନିଷ ନିଶ୍ଚୟ ଅନୁଭବ ହେବ । ଆସନ୍ତୁ ଜାଣିବା ନେବା ତାହା ବିଷୟରେ ।

1- ଯେବେ ଆପଣଙ୍କୁ ଆପଣଙ୍କର ସାଥି ବା ସଚ୍ଚା ପ୍ରେମ ମନେ ପକାଇବେ ସେହି ସମୟରେ ଆପଣଙ୍କୁ ମଧ୍ୟ ତାଙ୍କ କଥା ମନେ ପଡିବ । ଏବେ ଆପଣଙ୍କୁ ସେ ମନେ ପକାଇବେ ସେତେବେଳେ ଆପଣଙ୍କୁ କିଛି ବି ଭଲ ଲାଗିବ ନାହିଁ । ସାରା ଦିନ ଖାଲି ଖାଲି ଏକା ଏକା ଲାଗି ଲାଗିବ । ଏମିତି ଅନୁଭବ ହେବ କି ଆପଣଙ୍କୁ କିଛି ହୋଇ ଯାଇଛି । ଏମିତି ସେତେବେଳେ ଅନୁଭବ ହେବ ଯେବେ ଆପଣଙ୍କୁ ସଚ୍ଚା ପ୍ରେମ ହୃଦୟ ରୁ ମନେ ପକାଉ ଥିବେ ।

2- ଯେବେ ଆପଣଙ୍କୁ ନିଜର ହୃଦୟ ରୁ ମନେ ପକାଇବ ସେହି ସମୟରେ ଆପଣଙ୍କର ମନ କୌଣସି ଜିନିଷ ରେ ଲାଗିବ ନାହିଁ । ଅତି ରେ ନିଦ ଆସିବ ନାହିଁ । ଖାଇବାକୁ ପିଇବାକୁ କିଛି ବି ଭଲ ଲାଗିବ ନାହିଁ । ଆପଣଙ୍କୁ ବାରମ୍ବାର ତାଙ୍କ କଥା ମନେ ପଡିବ । ଆପଣଙ୍କ ମନ ତାଙ୍କ ପାଇଁ ବିଚଳିତ ହେଉଥିବ । ମନ ଉଦାସ ଓ ଚେହେରା ରେ ନିରାଶା ଦେଖା ଦେବ ।

ଯଦି ଆପଣଙ୍କ ସହ କିଛି ଏମିତି ହୋଇଥାଏ ତେବେ ଏହାର ଅର୍ଥ ଏହା କି ଆପଣଙ୍କ ଭଲ ପାଇବା ବା ଆପଣଙ୍କ ସଚ୍ଚା ପ୍ରେମୀ ଆପଣଙ୍କୁ ବହୁତ ମିସ କରୁକନ୍ତି ।  କାରଣ ଏହା ସଚ୍ଚା ଅପ୍ରେମ ସଚ୍ଚା ନିଶାନି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button