ଜୁନ 10 ରୁ 30 ଯାଏଁ 4ଟି ରାଶିଙ୍କ କାଳସର୍ପ ଯୋଗ, ଶନି ମହାରାଜ ଙ୍କର ମିଳିବ ଅପାର କୃପା
ବନ୍ଧୁଗଣ ଦୀର୍ଘ 500 ବର୍ଷ ପରେ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଜୁନ ମାସ ଆରମ୍ଭରୁ କାଳସର୍ପ ଯୋଗ ଆରମ୍ଭ ହୋଇ ସାରିଛି । ଯାହା ଫଳରେ ଏହାର ସିଧା ପ୍ରଭାବ 4ଟି ରାଶିଙ୍କ ଉପରେ ପଡିବାର ଅଛି । ଏହି ଥର କାଳସର୍ପ ଯୋଗ କାରଣରୁ ଏହି 4ଟି ରାଶିଙ୍କର ଧନର ବର୍ଷା ହେବାକୁ ଯାଉଛି । ଏମାନଙ୍କର ଭାଗ୍ୟ ଚମକିବାର ଅଛି । ଭଗବାନ ଶନିଦେବ ଙ୍କ କୃପା ଏମାନଙ୍କ ଉପରେ ପଡିବାକୁ ଯାଉଛି । ଯାହା ଫଳରେ ଏମାନଙ୍କର ଶୋଇଥିବା ଭାଗ୍ୟ ଉଦୟ ହେବାକୁ ଯାଉଛି । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
ମେଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଦୀର୍ଘ 500 ବର୍ଷ ପରେ ବନୁଥିବା କାଳସର୍ପ ଯୋଗ କାରଣରୁ ବହୁତ ବଡ ଖୁସି ଖବର ମିଳିପାରେ । ଧନ ଜନିତ ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ । ଯଦି ଚାକିରି ନାହିଁ ବେ ପ୍ରୟାସ କରିବା ଦ୍ଵାରା ଭଲ ଚାକିରି ଟି ମିଳିପାରେ । ସ୍ଵାମୀ ସ୍ତ୍ରୀ କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବ । ସମାଜରେ ଆପଣଙ୍କର ଖ୍ଯାତି ବଢିବ । ବିଦ୍ୟାର୍ଥୀ ପରୀକ୍ଷା ରେ ସଫଳତା ପାଇବେ ।
ଧନୁ ରାଶି : ଧନୁ ରାଶି ଥିବା ବ୍ୟକ୍ତି ଏରହି ସମୟରେ ପୂଜା ପାଠ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ଆଗାମୀ ସମୟରେ କୌଣସି ଏକ କ୍ଷେତ୍ରରେ ବହୁତ ବଡ ଲାଭ ମିଳିପାରେ । ଆପଣଙ୍କର ଅଟକିଥିବା ସବୁ ଆମ ସଂପୂର୍ଣ୍ଣ ହେବ । ପରିବାରରେ ଖୁସି ର ବାତାବରଣ ରହିବ । ସନ୍ତାନ ପ୍ରାପ୍ତି ହୋଇପାରେ । ଆପଣ ଏହି ସମୟରେ ଯେଉଁ କାର୍ଯ୍ୟ କରିବେ ସେଥିରେ ଶୁଭ ପରିଣାମ ଦେଖିବାକୁ ମିଳିବ ।
କୁମ୍ଭ ରାଶି : ଆପଣଙ୍କ ପାଇଁ ଏହି ସମୟ ଟି ବହୁତ ଭାଗ୍ୟଶାଳୀ ଅଟେ । ଏହି କାଳସର୍ପ ଯୋଗ କାରଣରୁ ଆପଣ ପରିବାର ସହ ଧାର୍ମିକ ଯାତ୍ରା ରେ ଯାଇ ପାରନ୍ତି । ଯଦି ଆପଣ ବ୍ୟାପାର କ୍ଷେତ୍ରରେ ଅଛନ୍ତି ତ୍ବେ ବହୁତ ଜଲ୍ଦି ଉନ୍ନତି ଦେଖି ପାରିବେ । କୌଣସି ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ । ଇଶ୍ଵର ଙ୍କ କୃପା ପାଇବେ । ଏହି ସମୟରେ ଆପଣ ଅତିରିକ୍ତ ଉର୍ଜ ର ଅନୁଭବ କରିବେ । ପ୍ରତେକ କାମକୁ ସଫଳତାର ସହ ପୂରଣ କରିବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଖାଦ୍ୟପେୟ ଉପରେ ନଜର ଦିଅନ୍ତୁ ।
ମୀନ ରାଶି ; ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି କାଳସର୍ପ ଯୋଗ ଅତ୍ୟନ୍ତ ଶୁଭ ସମୟ ନେଇକି ଆସୁଛି । ଆପଣ ଖୁସି ହୋଇ ଯାଆନ୍ତୁ ଆପଣଙ୍କୁ ବଡ ଖୁସି ଖବର ମିଳିପାରେ । ଏହି ଯୋଗ କାରଣରୁ ଆପଣଙ୍କୁ ପ୍ରତେକ ଟି କାମରେ ସଫଳତା ମିଳିବ । ଆପଣଙ୍କ ଜୀବନରେ ଯାହା ବି ଦୁଃଖ କଷ୍ଟ ରହିଛି ତାହା ଜଲ୍ଦି ଦୂର ହୋଇଯିବ ।
ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛା ରଖୁଛନ୍ତି ତେବେ ସମୟ ଭଲ ଅଟେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଦେଖାଯିବ । ବନ୍ଧୁଗଣ