ଏହି 3ଟି ଲାଇନ କହି ଦିଅନ୍ତୁ, ଦେଖିବେ ଆପଣଙ୍କ ପାର୍ଟନର ଆପଣଙ୍କ ବିନା ରହିପାରିବେ ନାହିଁ

ବନ୍ଧୁଗଣ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ପ୍ରତି ମୂହୁର୍ତ୍ତ ରେ ଭଲ ପାଆନ୍ତୁ, କେବଳ ଆପଣଙ୍କର ହିଁ ହୋଇକି ରହିବେ ତେବେ ଏହି 3ଟି ଲାଇନ ନିଶ୍ଚୟ ମନେ ରଖନ୍ତୁ । ଏହି 3ଟି ଲାଇନ ମନେ ରଖିଲେ ଆପଣଙ୍କ ସାଥି ଆପଣଙ୍କ ବିନା ରହିପାରିବ ନାହିଁ । 1- ଯେବେ ଆପଣଙ୍କ ସାଥି ଆପଣଙ୍କ ସହ କଥା ନ ନେବେ, ଆପଣଙ୍କୁ ନେଇ ବୋର ଅନୁଭବ କରିବେ, ଆପଣଙ୍କୁ ସମୟ ଦେବେ ନାହିଁ ତେବେ ସେହି ସମୟ ଆପଣ ଖାଲି ଏହା କହିବେ କି ଠିକ ଅଛି ତୁମେ ମୋ ସହ କଥା ହେବାକୁ ଚାହୁଁ ନାହଁ ।
ମୁଁ ଆଗକୁ ତୁମକୁ ହଇରାଣ କରିବି ନାହିଁ । ମୁଁ ଏମିତି ପ୍ରମିଜ କରୁଛି । କିନ୍ତୁ ମନେ ରଖିବ ତୁମକୁ ମୋ ଭଲ ପାଇବା ନିଶ୍ଚୟ ମନେ ପଡିବ କିନ୍ତୁ ମୁଁ ତୁମକୁ ଆଉ କେବେ ମିଳିବି ନାହିଁ । ଏମିତି କହି ତୁରନ୍ତ ଫୋନ କାଟିଦେବ । ଯଦି ସେ ଆପଣଙ୍କୁ ସତରେ ଭଲ ପାଉଥିବେ ତେବେ ଆପଣଙ୍କ ପ୍ରତି ତାଙ୍କ ମନରେ ଭଲ ପାଇବା ଦୁଇ ଗୁଣା ବଢିଯିବ ।
2- ଦ୍ଵିତୀୟ ଲାଇନ ଆପଣଙ୍କୁ କହିବାକୁ ପଡିବ ନାହିଁ ବରଂ କାମରେ କରି ଦେଖାଇବାର ଅଛି ଯଦି ଆପଣଙ୍କ ସାଥି ଆପଣଙ୍କୁ ଇଗନୋର କରୁଛନ୍ତି । ଯଦି ଆପଣ ଲାଇଫରେ ପରିଶ୍ରମ କରି ସଫଳତା ପାଇବେ ତେବେ ଆପଣଙ୍କୁ କେହି ବି ଛାଡିବାକୁ ଚାହିବେ ନାହିଁ । ସମସ୍ତେ ଆପଣଙ୍କୁ ଭଲ ପାଇବେ । ତେଣୁ କେବଳ ଅନୁଭବ କରନ୍ତୁ ଆପଣଙ୍କ ସାଥି ଆପଣଙ୍କ ସହ ରହି କିଛି ଅଭାବ ଅନୁଭବ ନ କରନ୍ତୁ ।
ତାହା ପ୍ରେମ, ସମ୍ମାନ କି ଧନ ହେଉ । ଆପଣ କିଛି ଏମିତି କରନ୍ତୁ ଯେମିତି ଆପଣଙ୍କ ସାଥି ଙ୍କୁ ଲାଗିବ ଆପଣ ତାଙ୍କୁ ବେହତର ଭବିଷ୍ୟତ ଦେଇ ପାରିବେ । ଦେଖିବେ ଆପଣ ଦୁହିଙ୍କର ଭଲ ପାଇବା କେତେ ମଜବୁତ ହୋଇଯିବ । ସେ କେବେ ବି ଆପଣଙ୍କୁ ହରାଇବାକୁ ଚାହିଁବେ ନାହିଁ ।
3- ତୃତୀୟ ଲାଇନ ସବୁ ସମୟରେ କହିବାର ଜରୁରତ ନାହିଁ କିନ୍ତୁ କହିବା ଜରୁରୀ ଅଟେ ଯେବେ ସମୟ ଆସିଯିବ । ଆପଣଙ୍କୁ କହିବାର ଅଛି କି ତୁମକୁ ମୋ ଠାରୁ ବହୁତ ଭଲ ପାର୍ଟନର ମିଳିଯିବ । ଏହା ଶୁଣିବା ପରେ ଆପଣଙ୍କ ସାଥି ନିରାଶ ହୋଇଯିବେ । ସେ ଆପଣଙ୍କୁ ପ୍ରଶ୍ନ କରିବେ କି ଆପଣ କାହିଁକି ଏମିତି ପ୍ରଶ୍ନ କରିଲେ । କାରଣ ସେ ଆପଣଙ୍କୁ ହରାଇବାର ଭୟ କରିବେ । ସେ ବୁଝି ଯିବେ ଆପଣ ତାଙ୍କୁ ହରାଇଲେ କିଛି ବି ହେବ ନାହିଁ । ସେ ଆପଣଙ୍କୁ ନେଇ ଚିନ୍ତାରେ ରହିବେ ।
ତାପରେ ସେ ଆପଣଙ୍କୁ ଭରସା ଦେବେ ବି ଆପଣଙ୍କୁ କେବେ ବି ଛାଡିବେ ନାହିଁ । ତେବେ ଏହି 3ଟି ଲାଇନ ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ ଯାହା ଆପଣଙ୍କୁ ନିଜ ସାଥୀଙ୍କୁ କହିବାର ଅଛି । ଦେଖିବେ ଏହା ଶୁଣିବା ପରେ ଆପଣଙ୍କ ସାଥି ଆପଣଙ୍କ ବିନା ରହିପାରିବେ ନାହିଁ ।