ମୟୂର ପଙ୍ଖ ଦ୍ଵାରା ଆଜି ହିଁ କରନ୍ତୁ ଏହି 7ଟି କାର୍ଯ୍ୟ, ଘରର ବଡ ରୁ ବଡ ସମସ୍ୟା ହୋଇଯିବ ଛୁମନ୍ତର

ବନ୍ଧୁଗଣ ନମସ୍କାର ।ଆମର ଶାସ୍ତ୍ରରେ ମୟୂର ପୁଛକୁ ଏକ ବିଶେଷ ମହତ୍ଵ କୁହାଯାଇଛି । ଭଗବାନ ଶ୍ରୀକୃଷ୍ଣ ସର୍ବଦା ତାଙ୍କର ମୁକୁଟରେ ମୟୂର ପୁଛ ଲଗାଇଥାନ୍ତି । ଇନ୍ଦ୍ର ଦେବ ବି ମୟୂର ପୁଛର ସିଂହାସନ ଉପରେ ବସୁଥିଲେ । ଆମେ ଯଦି ଦେଖିବା ଆମ ସମସ୍ତଙ୍କ ଘରେ ମୟୂର ପୁଛ ଦେଖିବାକୁ ମିଳେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ 7ଟି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଘରେ ଲାଗିରହିଥିବା କିଛି ସମସ୍ୟାରୁ ମୁକ୍ତି ପାଇବେ ।
ଆସନ୍ତୁ ଜାଣିବା ସେହି ଉପାୟ 1ରେ ହଉଛି ଧନ ପାଇଁ – ଯଦି ଆପଣଙ୍କ ଘରେ ଧନର ଅଭାବ ହଉଛି ।ଧନ ଆସିବାରେ କିଛି ବାଧା ସୁଷ୍ଟି ହଉଛି ତାହାଲେ ଆପଣ ଏକ ମୟୁର ପୁଛ କୁ ଆପଣଙ୍କର ଘରର ଦକ୍ଷିଣ କିମ୍ବା ପୂର୍ବ ଦିଗରେ ରଖିବେ । ଦେଖିବେ ଧନର ଅବଭାବ ହେବ ନାହିଁ । 2 – ରେ ହଉଛି ଦୁର୍ଘଟଣାରୁ ବଞ୍ଚିବା ପାଇଁ – ଆପଣ ଘରୁ ବାହାରିବା ବେଳେ ଯଦି ଏକ ମୟୁର ପୁଛ ପାଖରେ ରଖି ଯିବେ ତାହାଲେ ଆପଣ ଦୁର୍ଘଟଣାରୁ ମୁକ୍ତି ପାଇବେ ।
ସର୍ବଦା ଆପଣଙ୍କ ପାଖରେ ରଖି ଯିବେ । ଦେଖିବେ କେବେବି ଆପଣଙ୍କର ଦୁର୍ଘଟଣା ହେବ ନାହିଁ । 3 – ରେ ବିଦ୍ୟା ଓ ବୁଦ୍ଧି ପାଇଁ – ଯଦି ଆପଣଙ୍କର ଛୁଆ ପଢିବାରେ ମନ ଦଉନାହାନ୍ତି କି ଆପଣଙ୍କ ଛୁଆର ସ୍ମରଣ ଶକ୍ତି ହ୍ରାସ ପାଉଛି ଆପଣ ସେହି ପୁସ୍ତକରେ ମୟୁର ପୁଛ ଗୋଟେ ରଖିଦେବେ ।ଦେଖିବେ ଆପଣଙ୍କର ଛୁଆର ପାଠ ପଢିବାରେ ମନ ଲାଗିବ ।
4 – ରେ ଯଦି ଆପଣଙ୍କର ଦାମ୍ପତ୍ୟ ଜୀବନରେ ସମସ୍ଯା ଦେଖା ଯାଉଛି – ଯଦି ଆପଣଙ୍କର ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଯାଉଛି ତାହାଲେ ଆପଣ ନିଜର ବିବାହ ଆଲବମ ରେ ଏକ ମୟୁର ପୁଛ ରଖିଦିଅନ୍ତୁ ଦେଖିବେ ଆପଣଙ୍କର ଦାଂପତ୍ଯ ଜୀବନ ସୁଖ ମୟ ହେବ । ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବ । ସୁଖରେ ଜୀବନ କାଟିବେ ।
5- ଯଦି ଆପଣ ଖରାପ ସପ୍ନ ଦେଖୁଛନ୍ତି – ଯଦି ଆପଣ ରାତିରେ ଶୋଇଲା ବେଳେ ଖରାପ ସ୍ଵପ୍ନ ଦେଖନ୍ତି ତାହାଲେ ଆପଣ ନିଜର ତକିଆ ତଳେ ଏକ ମୟୁର ପୁଛ ରଖିକି ଶୋଇବେ ଦେଖିବେ ଆପଣ ଆଉ ଖରାପ ସୋପ୍ନ ଦେଖିବେ ନାହିଁ । 6 -ରେ ପରିବାରରେ ଶାନ୍ତି ପାଇଁ – ପରିବାରରେ ଶାନ୍ତି ପାଇଁ ଆପଣ ଘରର ଦୁଆରବନ୍ଧରେ ମୟୁର ପୁଛ ଲଗାଇଦେବେ ଦେଖିବେ ଆପଣଙ୍କର ଘରେ ଶାନ୍ତି ଦେଖାଦବ ।
7- ରେ ଆପଣଙ୍କର ସଫଳତା ପାଇଁ – ଯଦି ଆପଣ ନିଜ ଇଛାରେ ବଞ୍ଚିବାକୁ ଚାହୁଛନ୍ତି ତାହାଲେ ଆପଣ ମୟୁର ପୁଛକୁ ନିଜ ପାଖରେ ରଖନ୍ତୁ ଦେଖିବେ ଆପଣଙ୍କର ଭାଗ୍ୟ ବଦଳି ଯିବ । ଆପଣଙ୍କର ସଫଳତାର ରାସ୍ତା ଖୋଲିଯିବ ।