IBN ଓଡ଼ିଶା ବ୍ୟୁରୋ

ଶିବ ଶମ୍ବୁ ଙ୍କ ମନ୍ତ୍ର : 15 ଟି ମହାଦେବଙ୍କ ଚମତ୍କାରୀ ମନ୍ତ୍ର, ଯାହା ଜପ କଲେ ହୁଏ ସବୁ ସମସ୍ଯା ଦୂର ଶୀଘ୍ର ଦେଖନ୍ତୁ

ମହାଦେବଙ୍କ ୧୫ ଟି ମନ୍ତ୍ର ଯଦି ଆପଣ ଏହି ୧୫ ଟି ମହାଦେବଙ୍କ ମନ୍ତ୍ର ପାଠ କରିବେ ତାହାଲେ ଆପଣଙ୍କର ପ୍ରଗତି ହେବ, ଆପଣଙ୍କ ପରିବାରରେ ସର୍ବଦା ସୁଖ ଶାନ୍ତି ଲାଗି ରହିବ  । ଆସନ୍ତୁ ଜାଣିବା ସେହି 15ଟି ମନ୍ତ୍ର କଣ ଅଟେ ।  ୧. ଓଁ  ଶିବାୟ ନମଃ, ୨. ଓଁ  ସର୍ବାତ୍ମାନେ ନମଃ, ୩.  ଓଁ  ତ୍ରିନେତ୍ରାୟ ନମଃ,  ୪. ଓଁ  ହରାୟ ନମଃ,  ୫. ଓଁ  ଇନ୍ଦ୍ରମୁଖାୟ ନମଃ,  ୬.  ଓଁ  ଶ୍ରୀକଣ୍ଠାୟ ନମଃ,  ୭. ଓଁ ବାମଦେବାୟ  ନମଃ ।

୮. ଓଁ ତାତ୍ମାରସାୟ ନମଃ, ୯. ଓଁ ଏସାଣାୟ  ନମଃ, ୧୦. ଓଁ  ଅନ୍ତଧର୍ମୟ ନମଃ, ୧୧.  ଓଁ  ଜାନଭୂତାୟ ନମଃ,  ୧୨. ଓଁ ଅନନ୍ତବୈରାଗ୍ୟସିଙ୍ଘାୟ ନମଃ, ୧୩. ଓଁ  ପ୍ରଧାନାୟ ନମଃ, ୧୪.  ଓଁ ବୈମାତ୍ମନେ ନମଃ, ୧୫.  ଓଁ  ଯୁକ୍ତକେଶାତ୍ମରୂପାୟ ନମଃ ଶିବ ଗାୟତ୍ରୀ ମନ୍ତ୍ର  ସହ ଏହି ୧୫ ଟି ମନ୍ତ୍ରକୁ ଜପକଲେ ଆପଣ ଶୁଭ ଫଳ ପ୍ରାପ୍ତ ହେବେ ।

ଯଦି ଆପଣ କୌଣସି ରୁଣ ରେ ବୁଡିକି ଅଛନ୍ତି ତାହାହେଲେ  ଆପଣ ଏହି ୧୫ ଟି ମନ୍ତ୍ରକୁ ଜପ କରିବେ । ଦେଖିବେ ସୁନିଶ୍ଚିତ କରଜରୁ ମୁକ୍ତି ପାଇବେ । ଓଁ  ଶିବାୟ ମନ୍ତ୍ରର ମହତ୍ଵ କଣ ହୋଇଥାୟ ଆସନ୍ତୁ ସେ ବିଷୟରେ ଜାଣିବା – ମହାଦେବ ଯେବେ ଅଗ୍ନି ସ୍ତମ୍ଭ ରୂପରେ ପ୍ରକଟ ହୋଇଥିଲେ ସେବେ ତାଙ୍କର ୫ଟି ମୁଖ ଥିଲା । ସେହି ୫ଟି ମୁଖ ଯଥା ପୃଥିବୀ , ଜଳ , ଆକାଶ , ଅଗ୍ନି  ଓ ବାୟୁ ର ରୂପ ଥିଲା । ପ୍ରଥମେ ଯେଉଁ ଶବ୍ଦର ଉତ୍ପତି ହୋଇଥିଲା ତାହା ହଉଛି ଓଁ ସେହି ପାଞ୍ଚ ଶବ୍ଦ ନମଃ ।

ଶିବଙ୍କର ଉତ୍ପତି ସେହି ପାଞ୍ଚ ମୁହଁରୁ ହୋଇଥିଲା । ଯାହାକୁ ସୃଷ୍ଟିର ପ୍ରଥମ ମନ୍ତ୍ର ମନା ଯାଏ ତାହା ହେଉଛି ଏହି ମହାମନ୍ତ୍ର ।   ଏହି ମନ୍ତ୍ରକୁ ଜପ କରିଲେ ସମସ୍ତ ମନସ୍କାମନା ପୂରଣ ହେବ । ଏହି ମନ୍ତ୍ରକୁ ଜପ କଲେ ସମସ୍ତ ଦୁଖ କଷ୍ଟ ଦୂର ହେବ ଜମ ରାଜା ବି ପାଖ ପସିବେ ନାହିଁ । ଏହି ମନ୍ତ୍ର ଶିବ ବାକ୍ୟ ଓ ଶିବ ଜ୍ଞାନ ଅଟେ । ଏହି ପଞ୍ଚକ୍ଷରୀ ମନ୍ତ୍ର ଜପ କଲେ ମନୁଷ୍ୟ ସଂପୂର୍ଣ୍ଣ ସିଧି ପ୍ରାପ୍ତ ହୁଏ ।

ଏହି ମନ୍ତ୍ର ଜପ କରିବା ପୂର୍ବରୁ ଓଁ ଲଗେଇ ଜପ କରିବା ଉଚିତ । ଏହି ମନ୍ତ୍ର ଜପ କଲେ ଭଗବାନ ଶିବ ନିଜର ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି । ଶିବଙ୍କ ପୂଜା ଶିବ ଲିଙ୍ଗଙ୍କ ପୂଜାରେ ଅଧିକ ଫଳ ପ୍ରାପ୍ତି ହୁଏ। ଏହି ଲିଙ୍ଗର ପୂଜାରେ ସମସ୍ତ ଦେବା ଦେବୀଙ୍କର ପୂଜା ହୋଇଯାଏ । ସମସ୍ତ ଦେବା ଦେବୀ ସନ୍ତୁଷ୍ଟ ହୋଇଥାନ୍ତି ଆପଣଙ୍କର ପରିବାରରେ କୌଣସି ଜିନିଷର ଅଭାବ  ହୋଇ ନ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button