IBN ଓଡ଼ିଶା ବ୍ୟୁରୋ

ସକାଳୁ ଉଠୁ ଉଠୁ ଘରର ମୁଖ୍ୟ ଦ୍ଵାର ଉପରେ କରନ୍ତୁ ଏହି ଛୋଟ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ଆପଣ ମାନେ ଜାଣି ଥିବେ କି କୁହା ଯାଇଛି କି ସକାଳ ଜେଭଳି ଯାଏ ସେହି ଭଳି ସାରା ଦିନ କାଟି ଥାଏ । କିନ୍ତୁ ଏହାକୁ କିଛି ଲୋକମାନେ ମାନି ନଥାନ୍ତି ଓ ଶେଥି ପାଇ ସେମାନେ ସବୁ ବେଳେ କଷ୍ଟ ପାଇ ଥାନ୍ତି । କିନ୍ତୁ ଦେଖିବା ପାଇ ଗଲେ ଆମେ ଜେଭଳି ଭାବେ ଆମର ଦିନର ଆରମ୍ଭ କରୁ ସେହି ଭଳି ଆମ ଦିନ ଯାଏ । ଆଗ କାଳରେ ଲୋକ ମାନେ ସକାଳୁ ଉଠିବା ମାନେ ଆଗ ନିଜ ନିତ୍ୟ କର୍ମ ସାରିକି ନିଜ କର୍ମ ରେ ନିଜକୁ ବ୍ୟସ୍ତ କରୁଥିଲେ ।

କାହା ସହ କଥା ହେବା ସେମାନଙ୍କୁ ଏତେ ଭଲ ଲାଗୁ ନଥିଲା । ସେମାନେ ଅଧିକ ଧର୍ମ, କର୍ମ ରେ ବିଶ୍ବାଶ କରୁଥିଲେ । କିଛି ଲୋକମାନେ ସକାଳୁ ଉଠିବା ମାତ୍ରେ ଭଜନ କୀର୍ତ୍ତନ ଭଳି କାମ କରୁଥିଲେ । ତେବେ ଆଜି କାଲୀ ଲୋକ ମାନେ ସକାଳୁ ଉଠିବା ପରେ ନିଜ ଫୋନ ନାଇ ତ ନିଜ ମୁହଁ କୁ ଆଇନାରେ ଦେଖୁ ଛନ୍ତି ଯାହା ଖୁବ ଖରାପ ଅଟେ ।

ଆପଣ ମାନେ ଜାଣି ଥିବେ କି ସମାଜ ଯେଉଁ ଭଳି ଭାବେ ବଢିବା ରେ ଲାଗିଛି ସେହି ଭଳି ଭାବେ ସଭ୍ୟତା ର ନାମ ରେ ଆନେକ ଜିନିଷ କୁ ଆମେ ପଛରେ ଛାଡି ଦେଇ ଆସୁଛୁ । ତେବେ ଦେଖିବା ପାଇଁ ଗଲେ ଏହା ଖୁବ କଷ୍ଟଦାୟୀ ଅଟେ ଆମ ଜୀବନ ପାଇଁ । ଏକ ସୁସ୍ଥ ଜୀବନ ଆମେ ବଞ୍ଚି ପାରୁନେ । ଆପଣ ଯେତେବେଳେ ଭି ସକାଳଉ ଉଠୁଛନ୍ତି ପ୍ରଥମେ ଆପଣ ନିଜ ହାତ ପାପୁଲି କୁ ଦେଖନ୍ତୁ, ଏହା ନ ହେଲେ ଆପଣ ନିଜ ଭଗବାନ ଙ୍କ ଫଟ କୁ ଦେଖନ୍ତୁ ।

କେବଳ ସେତିକି ନୁହେଁ ଆମେ ସକାଳୁ ଉଠିବା ପରେ ନିଜ ଲକି ବ୍ଯକ୍ତିର ମୁହଁ କୁ ବି ଦେଖି ପାରିବା । ଏହା କରିବା ଶୁଭ ଅଟେ । ଯଦି ଆମେ ସକାଳୁ ଉଠିବା ପରେ ପ୍ରଥମେ ଆଇନା କୁ ଦେଖିବା ତେବେ ଆମ ଦିନ ଖୁବ ଖରାପ ଜୀବ । କୁହାଯାଏ କି ଆଇନା ରାତିରେ ଖରାପ ଶକ୍ତି କୁ ଶୋଷୀ ନେଇ ଥାଏ ଯାହା ଦ୍ଵାରା ଆମେ ସକାଳୁ ଦେଖିଲେ ଏହା ଆମ ଭିତରକୁ ଆସି ଯାଇ ଥାଏ । ଆମେ ଆଜି ଆପଣଙ୍କୁ ଆଉ ଏକ ଉପାୟ କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ଵାରା ଆମ ସକାଳ ଖୁବ ଭଲ ଜୀବ ।

ଆମେ ସକାଳେ ଉଠିଲେ ପ୍ରଥମେ ଏକ ତମ୍ବା ପାତ୍ର ରେ ପାଣି ନେଇକି ଏହାକୁ ଘର ଦୁଆର ମୁହଁ ରେ ଢାଇବା ଆବଶ୍ୟକ । ଅତ୍ୟଧିକ ଢାଳିବା ଆବଶ୍ୟକ ନାଇ ଅଳ୍ପ କିଛି ଢାଳିଲେ ମଧ୍ୟ ହେବ । ଝାଡୁ ପରେ କରିବେ କିନ୍ତୁ ଏହାକୁ ଆଗେ କରନ୍ତୁ । ଆପଣଙ୍କ ଘରେ ଥିବା ଖରାପ ଶକ୍ତିର ଅନ୍ତ ହୋଇଯିବ ଓ ଯଦି କେହି ତାନ୍ତ୍ରିକ କାମ କରିଛି ତେବେ ଏହା ମଧ୍ୟ ତା ପାଖକୁ ଫେରିଯିବ । ଆପଣ ଏହି ତମ୍ବା ପତ୍ରରେ ପାଣି ରାତିରେ ରଖୀ ଦେଲେ ଆହୁରି ଭଲ ପରିଣାମ ଦେବ ।

Related Articles

Leave a Reply

Your email address will not be published. Required fields are marked *

Back to top button