IBN ଓଡ଼ିଶା ବ୍ୟୁରୋ

ଫୁସଫୁସରେ ଜମା କଫ, ଧୂଆଁ, ଆବର୍ଜନା ବାହାର କରି ଶକ୍ତିଶାଳୀ ବନାନ୍ତୁ, ଏହି ସହଜ ଉପାୟରେ

ସମସ୍ତ ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । କୌଣସି ପରିବରେ ହେଉ ବା ଶାରୀରିକ ହେଉ । ଜୀବନ ମାତ୍ରେକେହି ଶରୀରର ସମସ୍ଯା ରହିଥାଏ । କିଛି ଖାଇବା ଦ୍ଵାରା ଆଉ କିଛି ବାହାରର ଧୁଳି ବା ଆବର୍ଜନା ଦ୍ଵାରା ରୋଗ ହୋଇଥାଏ । ଆଜି ଜାଣିବା ଫୁସଫୁସରେ କଫ ,ଧୂଆଁ ,ଆବର୍ଜନରୁ କି ଉପାୟ କରୁବା ଦ୍ଵାରା ଏହି ସବୁ ସମସ୍ଯା ଦୂର ହୋଇଯିବ । ଏହି ସମସ୍ଯା ଅପରିଷ୍କାର ଧୂଆଁ କାରଣରୁ ହୋଇଥାଏ ।

ଯେପରି ସିଗାରେଟ ଟାଣିବା ,ଖାଲିଜେ ସିଗାରେଟ ଟାଣିବା ଦ୍ଵାରା ଏହା ହୋଇନଥାଏ । ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ପାଖରେ ବସିଲେ ମଧ୍ୟ ହୋଇଥାଏ । ଅପରିଷ୍କାର ଧୂଆଁ ସରୁରକୁ ଯାଇ ଫୁସଫୁସରେ ଜମା ହୋଇଥାଏ । ଯାହା ଫଳରେ ନିଶ୍ଵାସ ନେବା ପାଇଁ ଆମକୁ ବହୁତ କଷ୍ଟ ହୋଇଥାଏ ।  ଯାହା ଫଳରେ ବହୁତ ସମସ୍ଯା ଦେଖା ଦେଇଥାଏ । ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ପ୍ରଥମେ ଅପରିଷ୍କାର ଧୂଆଁ ରୁ ଦୂରରେ ରହିବାକୁ ପଡିବ ।

ଫୁସଫୁସରେ ଅପରିଷ୍କାର ଧୂଆଁ ରୁ ଭଲ କରିବା ପାଇଁ ଘରେ ମଧ୍ୟ କିଛି ଉପାୟ ରହିଛି । ଯାହା ଆପଣଙ୍କୁ ଡାକ୍ତରଖାନ ଜୀବ ପାଇଁ ପଡିବ ନାହିଁ । ଘରେ ସେହି ଜୁଷ ବନାଇବା ପାଇଁ ୫ଟି ଜିନିଷର ଦରକାର ହୋଇଥାଏ । ପ୍ରଥମେ ଅଦା ,ଲେମ୍ବୁ ,ଯଷ୍ଟିମଧୁ ,ବଡ ଅଳେଇଚ ଓ ମହୁ ଏହି ପାଞ୍ଚଟି ଜିନିଷ ବ୍ୟବହାରରେ ଏହି ଜୁଷ ତିଆରି ହେବ । ଅଦା ପକାଇବା ଦ୍ଵାରା ନିଶ୍ଵାସ ନେବାରେ ସାହାଜ୍ଯ କରିଥାଏ । ଯଷ୍ଟିମଧୁ ର ବ୍ୟବହାର ଦ୍ଵାରା ଯାହା ଆମ ଶରୀରରେ କଫ ଜମା ହୋଇଥାଏ ।

ସେହି କଫକୁ ପତଳା କରି ବାହାର କରିବାରେ ସାହାଜ୍ଯ କରିଥାଏ । ଲେମ୍ବୁ ପକାଇବା ଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଅଳେଇଚ ର ବ୍ୟବହାର ଦ୍ଵାରା ଏହା ଆମ କାସ ନହେବାରେ ସାହାଜ୍ଯ କରିଥାଏ । ମାହୁର ବ୍ୟବହାର ଦ୍ଵାରା ଗଳାରେ ଥିବା ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାଜ୍ଯ କରିଥାଏ । ଏହାକୁ ଜୁଷ କରିବାର ପ୍ରଣାଳୀ ହେଉଛି ପ୍ରଥମେ ପାଣିକୁ ଗରମ କରିବେ ସେଥିରେ କିଛି ଅଦା ଗୁଣ୍ଡକରି ପକାଇବେ , ଏହା ପରେ ଯଷ୍ଟିମଧୁ କୁ ଟିକେ ଛେଚି ପକାଇବେ ।

ଏହା ପରେ ଗୋଟିଏ ବଡ ଅଳେଇଚକୁ ପକାନ୍ତୁ ୫ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଏକ କପକୁ ଛାଣି ନିଅନ୍ତୁ ,ଏକ ଚାମଚ ଲେମ୍ବୁ ଓ ଏକ ଚାମଚ ମହୁ ପକାନ୍ତୁ ,। ଏହି ଜୁଷ କୁ ଦିନକୁ ୨ଥର ପିଇବା ଜରୁରୀ ।ଏହା ଦ୍ଵାରା ଅପରିଷ୍କାର ଧୂଆଁ ପାଇଁ ଫୁସଫୁସରେ ଜମା ହୋଇଥିବା କଫ ,ଅପରିଷ୍କାର ପଦାର୍ଥ ସଫା ହୋଇଯିବ । ଏହି ଉପାୟ କରିବା ଦ୍ଵାରା ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button