IBN ଓଡ଼ିଶା ବ୍ୟୁରୋ

କେଉଁ ଜୀବ ଜିଏକି ପାଣି ପିଇବା ମାତ୍ରେ ମରିଯାଇଥାଏ ସେ କିଏ ? Challenging GK Question

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ଅସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ । ତେବେ ଆଉ ବିଳମ୍ବ ନକରି ସେ ବିଷୟରେ ଚାଲନ୍ତୁ ଆଲୋଚନା କରିବା ।

 

1- ଏକ ଅକ୍ଟୋପସର କେତେ ଗୋଟି ହୃଦୟ ଅଛି ?

ଉତ୍ତର;- ଏକ ଅକ୍ଟୋପସର ଟି ହୃଦୟ ଅଛି ।

2- ଜିଆ କାହା ସାହାଜ୍ଯରେ ଶ୍ଵାସକ୍ରିୟା କରିଥାଏ ?

ଉତ୍ତର;- ଜିଆ ଚର୍ମ ସାହାଜ୍ଯରେ ଶ୍ଵାସକ୍ରିୟା କରିଥାଏ ।

3- କେଉଁ ପକ୍ଷୀ ପଛକୁ ଉଡିପାରେ ?

ଉତ୍ତର;- ହମିଙ୍ଗ ବାର୍ଡ ପଛକୁ ଉଡିପାରେ ।

4- ଏକ ବିରାଡିର ପ୍ରତି କାନରେ କେତେ ଗୋଟି ମାଂସପେଶୀ ଥାଏ ?

ଉତ୍ତର;- ଏକ ବିରାଡିର ପ୍ରତି କାନରେ 32 ଟି ମାଂସପେଶୀ ରହିଥାଏ ।

5- କେଉଁ ପ୍ରାଣୀ କେବଳ ଇଉକାଲି ପଟାସ ଗଛର ପତ୍ର ଖାଏ ଏବଂ ଅନ୍ୟ କିଛି ଖାଏ ନାହିଁ ?

ଉତ୍ତର;- କୋଆଲା ପ୍ରାଣୀ କେବଳ ଇଉକାଲି ପଟାସ ଗଛର ପତ୍ର ଖାଇଥାଏ ।

 

6- ଏକ ପେଚା ତା’ ର ମୁଣ୍ଡକୁ କେତେ ଡିଗ୍ରୀ ପର୍ଯ୍ୟନ୍ତ ଘୂରାଇ ପାରେ ?

ଉତ୍ତର;- ଏକ ପେଚା ତା’ ର ମୁଣ୍ଡକୁ 270 ଡିଗ୍ରୀ ପର୍ଯ୍ୟନ୍ତ ଘୂରାଇ ପାରେ ।

7- ବିଶ୍ଵର ଏକ ମାତ୍ର ଦେଶ କେଉଁଟି ଯେଉଁଠାରେ ଉଭୟ ବାଘ ଓ ସିଂହ ଦେଖିବାକୁ ମିଳନ୍ତି ?

ଉତ୍ତର;- ବିଶ୍ଵର ଏକ ମାତ୍ର ଦେଶ ଭାରତ ଯେଉଁଠାରେ ଉଭୟ ବାଘ ଓ ସିଂହ ଦେଖିବାକୁ ମିଳନ୍ତି ।

8- କିଏ ଭାରତର ପ୍ରଥମ ଫୁଟବଲ୍ କ୍ଯାପଟେନ ଥିଲେ ?

ଉତ୍ତର;- ତାଲୀମେରେନ ଏଓ ଜିଏକି ଭାରତର ପ୍ରଥମ ଫୁଟବଲ୍ କ୍ଯାପଟେନ ଥିଲେ ।

9- ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ଭାରତର ପ୍ରଥମ କ୍ରିଡାବିତ କିଏ ?

ଉତ୍ତର;- ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ଭାରତର ପ୍ରଥମ କ୍ରିଡାବିତ ହେଉଛନ୍ତି ବିଶ୍ଵନାଥନ ଆନନ୍ଦ ।

10- କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଇଥାଏ ?

ଉତ୍ତର;- କଙ୍ଗାରୁ ରାଟ ।

Related Articles

Leave a Reply

Your email address will not be published. Required fields are marked *

Back to top button