ଆଖି ତଳର କଳା ଦାଗକୁ କିଛି ହିଁ ଦିନରେ ଦୂର କରିବାର ଜବରଦସ୍ତ ଟିପ୍ସ

ବର୍ତ୍ତମାନ ସମୟରେ ଅନେକ ଲୋକ ନିଜର ପାଠ, କାମ ବା କୌଣସି ବି କଥାକୁ ନେଇ ଅଧିକ ଟେନସନରେ ରହୁଥିଲେ । ତାହାର ସିଧାସଳଖ ପ୍ରଭାବ ତାଙ୍କ ଆଖି ତଳେ ଦେଖାଯାଇଥାଏ । ତାହା ହେଉଛି ଅନେକ ଲୋକଙ୍କ ଆଖି ତଳେ ଆପଣ ମାନେ ଦେଖିବାକୁ ପାଇଥିବେ କଳା ଦାଗ ଡାର୍କ ସର୍କଲ ହୋଇଯିବ । ଏହା ଛଡା ଯେଉଁ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି, ଫୋନ ଓ ଲାପଟପ ଭଳି ଉପକରଣ ସବୁ ଦେଖିକି ଅନିଦ୍ରା ରହିଥାନ୍ତି । ସେମାନଙ୍କ ଆଖି ତଳେ ମଧ୍ୟ ଡାର୍କ ସର୍କଲ ଆସିଯାଇଥାଏ ।ତେବେ ଆଖି ତଳର କଳା ଦାଗକୁ ଘରୋଇ ଉପଚାର ଦ୍ଵାରା କିପରି ଦୂର କରିପାରିବେ ଚାଲନ୍ତୁ ଏଠାରେ ଜାଣିବା । ତେବେ ଆଖି ତଳର କଳା ଦାଗକୁ ଦୂର କରିବା ପାଇଁ ପ୍ରସ୍ତୁତ କରିବାକୁ ଥିବା ଉପଚାର ପାଇଁ ଆପଣଙ୍କୁ ଆଳୁ, ଟମାଟୋ ଓ କାକୁଡିର ଆବଶ୍ୟକତା ପଡିବ ।
ହେଲେ ସେହି ସମୟ ମଧ୍ୟରେ ପ୍ରସ୍ତୁତ କରିଥିବା ରସରେ ବୁଡାଇ ଆଣି ପୁଣି ଲଗାଇ ଦେଉଥିବେ । ତାପରେ 10 ରୁ 15 ମିନିଟ ହୋଇସାରିବା ପରେ ତାହାକୁ କାଢି ଆଣିବେ । ଏହାକୁ କିଛି ଥର ଏହିପରି ଭାବେ ବ୍ୟବହାର କରିବା ପରେ ଆପଣଙ୍କୁ ତାହାର ରେଜଲ୍ଟ ଦେଖିବାକୁ ମିଳିବ । ଆଖି ତଳର କଳା ପଡିଥିବା ସ୍ଥାନର କଳା ଦାଗକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ବହୁତ ଲାଭକାରୀ ଅଟେ ।