IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ଡାଇବେଟିସ 380 ହେଉ ବା 480, କେବଳ ୩ ଦିନରେ ଠିକ କରିଦେବ ଏହି ଗୁଣ୍ଡ

ସମସ୍ତଙ୍କୁ କିଛି ନା କିଛି ରୋଗ ହୋଇଥାଏ । ସମସ୍ତେ ଚାହାନ୍ତି କିପରି ସବୁବେଳେ ସୁସ୍ଥ ରହିବେ । କିନ୍ତୁ କିଛି ନା କିଛି ସମସ୍ଯା ବାହାରିଥାଏ । ଯାହାକୁ ନେଇ ଆପଣ ବହୁତ ଚିନ୍ତାରେ ରୁହନ୍ତି । ଡାଇବେଟିସ ତ ସମସ୍ତଙ୍କ ଶରୀରରେ ଦେଖାଯାଇଥାଏ । ମିଠା ଜିନିଷ ଖାଅ କି ନ ଖାଅ । କିନ୍ତୁ ଅତ୍ଯାଧିକ ମିଠା ଖାଇବା ଦ୍ଵାରା ଡାଇବେଟିସ ହୋଇଥାଏ । ତ ଆଜି ଆମେ ଏପରି ଏକ ଜିନିଷ କହିବୁ ଯାହା ଖାଇବା ଦ୍ଵାରା ୩ ଦିନ ମଧ୍ୟରେ ଭଲ ହୋଇଯିବ । ଡାଇବେଟିସ ହେଲେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ନୁହେଁ ।

କିଛି ରୋଗ ଘରେ ମଧ୍ୟ ଭଲ ହୋଇ ପାରିବ । ତ ଆସନ୍ତୁ ଜାଣିବା ଘରେ କିପରି ଏହି ଉପଚାର କରିବା ଦ୍ଵାରା ଡାଇବେଟିସ ଭଲ ହୋଇଯିବ । ମଧୁମେୟ ରୋଗ ଖାଲିଜେ ମିଠା ଖାଇବା ଦ୍ଵାରା ହୋଇନଥାଏ । ଆମ ଶରୀରରେ ଥିବା ପେଙ୍କ୍ରେଟିପ୍ସ ଧୀରେ ଧୀରେ କମିବାକୁ ଲାଗିଥାଏ ତ ସେତେବେଳେ ଡାଇବେଟିସ ହୋଇଥାଏ । ଜୀରାରେ ଅନେକ ପ୍ରକାରର ପୋଷାକ ତତ୍ଵ ରହିଥାଏ ଯାହା ଆମ ଶରୀରକୁ ଇନସୁଲିନ ଫୋକ୍ଚେସୋନ ହୋଇଥାଏ ତାକୁ ସ୍ତିର ରଖିବାରେ ସାହାଜ୍ଯ କରିଥାଏ ।

ଡାଇବେଟିସ କୁ କମାଇବା ପାଇ କିଛି ମେଥି ,ଜୀରା ,ଭଜା ସୋଲା ଏବଂ ଜୁଆଣୀ ନେଇ ଏକ ସାଙ୍ଗରେ ଅଳ୍ପ ତେଲ ପକାଇ ଉଷୁମ କରିଦିଅନ୍ତୁ । ଉଷୁମ କରିବା ସମୟରେ ଭଜା ସୋଲ ପକାଇବେ ନହିଁ । ଭଜା ସୋଲ ଗୁଣ୍ଡା କରିବା ସମୟରେ ପକାଇବେ । ଏହା ପରେ ଏକ ସାଙ୍ଗରେ ଗୁଣ୍ଡ କରିଦିଅନ୍ତୁ । ଏହି ଗୁଣ୍ଡ କୁ ଖରା ଦିନରେ ୨ ସପ୍ତାହ , ବର୍ଷ ଦିନରେ ୧ ସପ୍ତାହ ଓ ଶୀତ ଦିନରେ ୧ ମାସ ପର୍ଯ୍ୟନ୍ତ ରଖି ପାରିବେ । ଏହି ଗୁଣ୍ଡା କୁ ଏକ ଗ୍ଳାସ ପାଣି ନେବେ ,ତମ୍ଭା ପାତ୍ରର ପାଣି ହେଲେ ଅତ୍ୟନ୍ତ ଭଲ ।

ସେହି ଏକ ଗ୍ଳାସ ପାଣିରେ ରଖିଥିବା ଗୁଣ୍ଡକୁ ଏକ ଚାମଚ ମିଶାଇ ଖାଲି ପେଟରେ ପିଅନ୍ତୁ । ଏହାକୁ ପ୍ରାୟତଃ ଏକ ମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ଵାରା ଡାଇବେଟିସ ଦୂର ହୋଇଯିବ । ଡାଇବେଟିସ ଦ୍ଵାରା ଶରୀରର ଓଜନ କମିବାକୁ ଲାଗିଥାଏ । ଶରୀର ଦୁର୍ବଳ ଲାଗିଥାଏ ଯାହା ଫଳରେ କିଛି କମ କରିବା ପାଇ ଇଛା ହୋଇନଥାଏ । ଡାଇବେଟିସ ଦ୍ଵାରା ପୁରୁଷ ମାନଙ୍କ ପୁରୁଷତ୍ଵ କମାଇ ଦେଇଥାଏ । ଏହା କିଡିନି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ।

ଏହି ସବୁ ସମସ୍ଯା ରୁ ବଞ୍ଚିବା ପାଇ ଏହି ଗୁଣ୍ଡା କୁ ନିଶ୍ଚିନ୍ତ ବ୍ୟବହାର କରନ୍ତୁ । ଏହି ଗୁଣ୍ଡର ବ୍ୟବହାର ଦ୍ଵାରା  ଦେଖିବେ ବହୁତ ଶୀଘ୍ର ଡାଇବେଟିଶ୍ରୁ ମୁକ୍ତି ପାଇବେ । ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ ପଡିବ ନହିଁ ।  ଯଦି ଆପଣକୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button