Gk question; – ପ୍ରଥମ ଓଡିଆ ଖବରକାଗଜର ନାମ କଣ ? Top challenging Gk question with answer

ବନ୍ଧୁଗଣ ଆମ ରାଜ୍ୟ ଓଡିଶା ଭିତରେ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାକି ଆମେ ଜାଣିବା ନିତାନ୍ତ ଜରୁରୀ ଅଟେ । ଏହି ସବୁ ଓଡିଶା ରାଜ୍ୟ ସମ୍ବଦ୍ଧିତ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓଡିଶାକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ଯାହା ଆପଣ ଜାଣିବା ଦ୍ଵାରା ଆପଣଙ୍କ ଜ୍ଞାନ ବୃଦ୍ଧି ହୋଇଥାଏ । ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ଓଡିଶା ସମ୍ପର୍କରେ କିଛି ଜ୍ଞାନ ବିଷୟରେ ଚାଲନ୍ତୁ ଆଲୋଚନା କରିବା ।
1- ଓଡିଶାର ପ୍ରଥମ ଓଡିଆ ଖବରକାଗଜର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ଓଡିଆ ଖବରକାଗଜର ନାମ କଣ ଉତ୍କଳ ଦୀପିକା ।
2- ଓଡିଶାର ପ୍ରଥମ ଓଡିଆ ଚଳଚିତ୍ରର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ଓଡିଆ ଚଳଚିତ୍ରର ନାମ ସୀତା ବିବାହ ।
3- ଓଡିଶାର ପ୍ରଥମ ଓଡିଆ ରଙ୍ଗୀନ ଚଳଚିତ୍ରର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ଓଡିଆ ରଙ୍ଗୀନ ଚଳଚିତ୍ରର ନାମ ଗପ ହେଲେବି ସତ ।
4- ଓଡିଶାର ପ୍ରଥମ ଓଡିଆ ଟିଭି ଧାରାବାହୀକର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ଟିଭି ଧାରାବାହୀକର ନାମ ହେଉଛି ଆହୁତି ।
5- ଓଡିଶାର ପ୍ରଥମ ଓଡିଆ ଗଳ୍ପର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ଓଡିଆ ଗଳ୍ପର ନାମ ହେଉଛି ରେବତୀ ।
6- ଓଡିଶାର ପ୍ରଥମ ଓଡିଆ ନାଟକର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ନାଟକର ନାମ ହେଉଛି ବାବାଜୀ ।
7- ଓଡିଶାର ପ୍ରଥମ ରାଜଧାନୀର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ରାଜଧାନୀର ନାମ ହେଉଛି କଟକ ।
8- ଓଡିଶାର ପ୍ରଥମ ବିଶ୍ଵବିଦ୍ୟାଳୟର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ବିଶ୍ଵବିଦ୍ୟାଳୟର ନାମ ହେଉଛି ଉତ୍କଳ ବିଶ୍ଵବିଦ୍ୟାଳୟ ।
9- ଓଡିଶାର ପ୍ରଥମ ମହିଳା ବିଶ୍ଵବିଦ୍ୟାଳୟର ନାମ କଣ ?
ଉତ୍ତର;- ଓଡିଶାର ପ୍ରଥମ ମହିଳା ବିଶ୍ଵବିଦ୍ୟାଳୟର ନାମ ହେଉଛି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ।
10- ଓଡିଶାର ରୂପ ସହର କାହାକୁ କୁହାଯାଇଥାଏ ?
ଉତ୍ତର;- ଓଡିଶାର ରୂପା ସହର କଟକକୁ କୁହାଯାଇଥାଏ ।
11- ଓଡିଶାର ତୁଳସୀ କ୍ଷେତ୍ର କାହାକୁ କୁହାଯାଇଥାଏ ?
ତେବେ ଏହାର ଉତ୍ତର ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।